Đęvjęęt Đäšh🇮🇳 (@dev_jeet_) 's Twitter Profile
Đęvjęęt Đäšh🇮🇳

@dev_jeet_

ଗୋଟେ ଦିନରେ ପଢ଼ିନେବେକି ମତେ । ମୁଁ ନିଜକୁ ଲେଖିବା ପାଇଁ ବହୁତ ବର୍ଷ ଖର୍ଚ୍ଚ କରିଚି 🙏

❣️ଜୟ ଶ୍ରୀଜଗନ୍ନାଥ❣️

ID: 1054344032913055744

linkhttps://www.instagram.com/devjeetdash/?hl=en calendar_today22-10-2018 12:09:41

90,90K Tweet

8,8K Followers

1,1K Following

Đęvjęęt Đäšh🇮🇳 (@dev_jeet_) 's Twitter Profile Photo

ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ |ତାଙ୍କର ଲୀଳା ଅବଧି ଥିଲା 125 ବର୍ଷ 7 ମାସ 👇

ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ |ତାଙ୍କର ଲୀଳା ଅବଧି ଥିଲା 125 ବର୍ଷ 7 ମାସ 👇
Đęvjęęt Đäšh🇮🇳 (@dev_jeet_) 's Twitter Profile Photo

#ଜୟ_ଶ୍ରୀଜଗନ୍ନାଥ 🙏 #ନୀଳାଦ୍ରି_ବିଜେ_୨୦୨୩ #ରସଗୋଲା_ଦିବସ ପବିତ୍ର ନିଳାଦ୍ରୀ ବିଜେ ରେ ଶ୍ରୀ ବଳଭଦ୍ର ଙ୍କର ପହଣ୍ଡି ବିଜେର ଦିବ୍ୟ ଦୁର୍ଲଭ ମନୋରମ ଦୃଶ୍ୟ🙏

🦋šrαdhα🦋 (@princess_sradha) 's Twitter Profile Photo

BISU BAYA ISU Đęvjęęt Đäšh🇮🇳 Đęvjęęt Đäšh🇮🇳 ଭାଇ ଜନ୍ମଦିନ ର ହାର୍ଦିକ ଶୁଭେଚ୍ଛା ଆଉ ଶୁଭକାମନା✨🎉ମାଆ ତାରିଣୀ ତୁମକୁ ଭଲ ରେ ରଖନ୍ତୁ

🇮🇳 Tr. Viswanath विश्वनाथ ବିଶ୍ବନାଥ (@viswanath507480) 's Twitter Profile Photo

Đęvjęęt Đäšh🇮🇳 ଶୁଭ ଜନ୍ମ ଦିନ ର ଅନେକ ଅନେକ ସ୍ନେହ ଭରା ଶୁଭେଚ୍ଛା ଦେବୁ। ପ୍ରଭୁ ଶ୍ରୀ ଜଗନ୍ନାଥ ତୋର ସମସ୍ତ ସତ୍ ମନସ୍କାମନା ପୂର୍ଣ୍ଣ କରନ୍ତୁ 💐💐💐

<a href="/Dev_Jeet_/">Đęvjęęt Đäšh🇮🇳</a> ଶୁଭ ଜନ୍ମ ଦିନ ର ଅନେକ ଅନେକ ସ୍ନେହ ଭରା ଶୁଭେଚ୍ଛା ଦେବୁ। ପ୍ରଭୁ ଶ୍ରୀ ଜଗନ୍ନାଥ ତୋର ସମସ୍ତ ସତ୍ ମନସ୍କାମନା ପୂର୍ଣ୍ଣ କରନ୍ତୁ 💐💐💐
Amaresh AK (@amareshak8) 's Twitter Profile Photo

ମଣିଷ ରଙ୍ଗ ବଦଳେଇଥାଏ ହେଲେ କୃଷ୍ଣ ଭାଗ୍ୟ ବଦଳେଇଦିଏ ରାଧେ ରାଧେ 🙏🏻 #Krishna

ମଣିଷ ରଙ୍ଗ ବଦଳେଇଥାଏ 
ହେଲେ କୃଷ୍ଣ ଭାଗ୍ୟ ବଦଳେଇଦିଏ 
ରାଧେ ରାଧେ 🙏🏻
#Krishna
Đęvjęęt Đäšh🇮🇳 (@dev_jeet_) 's Twitter Profile Photo

#ଜୟ_ଶ୍ରୀଜଗନ୍ନାଥ 🙏 ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣି ଙ୍କୁ🙌

#ଜୟ_ଶ୍ରୀଜଗନ୍ନାଥ 🙏
ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣି ଙ୍କୁ🙌
Manas R Dash (@csharpian) 's Twitter Profile Photo

A beautiful song by Shricharan sir. Could not resist singing it. ବି ଦ୍ର - ପ୍ରେମ ରେ ସଦ୍ୟ ଧୋକା ଖାଇଥିବା ଲୋକ ଶୁଣନ୍ତୁ ନାହିଁ, ଲୁହ ସମ୍ଭାଳି ପାରିବେନି 😅

Manaswini (@manaswiini) 's Twitter Profile Photo

ଓଡ଼ିଶାର ଉତ୍ତରାଞ୍ଚଳରେ ଟୁଲଙ୍କ ଏବଂ ପଶ୍ଚିମାଞ୍ଚଳରେ ଏହାକୁ ଠେଲ୍ କୋ ବୋଲି କୁହାଯାଏ ।ଏହାର ସ୍ୱାଦ ଠିକ୍ କଞ୍ଚା କଦଳୀର ସ୍ୱାଦ ଭଳି ଯାହାକି, ବର୍ଷର କେବଳ ଏହି ସମୟରେ ହିଁ ମିଳିଥାଏ । #ଟୁଲଙ୍କ #Tulanka #Thelko #Seasonal #Rare #Vegetable #Tribalfood #tribesofOdisha #Odisha youtu.be/c54-X6AAhyo?si…

ଓଡ଼ିଶାର ଉତ୍ତରାଞ୍ଚଳରେ  ଟୁଲଙ୍କ ଏବଂ ପଶ୍ଚିମାଞ୍ଚଳରେ ଏହାକୁ ଠେଲ୍ କୋ ବୋଲି କୁହାଯାଏ ।ଏହାର ସ୍ୱାଦ ଠିକ୍ କଞ୍ଚା କଦଳୀର ସ୍ୱାଦ ଭଳି ଯାହାକି, ବର୍ଷର କେବଳ ଏହି ସମୟରେ ହିଁ ମିଳିଥାଏ ।

#ଟୁଲଙ୍କ #Tulanka #Thelko 
#Seasonal #Rare 
#Vegetable #Tribalfood
#tribesofOdisha
#Odisha

youtu.be/c54-X6AAhyo?si…