H & FW Dept Odisha(@HFWOdisha) 's Twitter Profileg
H & FW Dept Odisha

@HFWOdisha

Official handle of Health & Family Welfare Department, Government of Odisha. Responsible for public health, health services and medical education in the State.

ID:825566197714403328

linkhttp://health.odisha.gov.in calendar_today29-01-2017 04:48:14

19,6K Tweets

589,2K Followers

94 Following

H & FW Dept Odisha(@HFWOdisha) 's Twitter Profile Photo

ସତର୍କତା ଅବଲମ୍ବନ କରିଲେ ଅଂଶୁଘାତକୁ ପ୍ରତିରୋଧ କରିହେବ I ବାହାରକୁ ଯାଉଥିଲା ବେଳେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ, ଏବଂ କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତ ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରନ୍ତୁ I

ସତର୍କତା ଅବଲମ୍ବନ କରିଲେ ଅଂଶୁଘାତକୁ ପ୍ରତିରୋଧ କରିହେବ I ବାହାରକୁ ଯାଉଥିଲା ବେଳେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ, ଏବଂ କୌଣସି ବ୍ୟକ୍ତିଙ୍କ ଠାରେ ଅଂଶୁଘାତ ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବନ୍ଦୋବସ୍ତ କରନ୍ତୁ I #OdishaCares #HeatStroke
account_circle
SCB Medical college & hospital Cuttack(@SCBMCHCTC) 's Twitter Profile Photo

Pleasure to inform that staff of SCB Medical college & hospital Cuttack at their own in coordination with BLOOD CENTRE & TRANSFUSION MEDICINE SCBMCH CUTTACK started mega blood donation camp today .On the ist day 61 units of blood units collected and utilised for the victims of jajpur Bus accident.This initiative is appreciated by all.

Pleasure to inform that staff of @SCBMCHCTC at their own in coordination with @transmedscb started mega blood donation camp today .On the ist day 61 units of blood units collected and utilised for the victims of jajpur Bus accident.This initiative is appreciated by all.
account_circle
H & FW Dept Odisha(@HFWOdisha) 's Twitter Profile Photo

ଅଂଶୁଘାତ ପ୍ରାଣ ଘାତକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ I ଦିନ ୧୧ଟା ପରେ ଓ ୩ଟା ପୂର୍ବରୁ ଖରାରେ ବାହାରକୁ ଯାଆନ୍ତୁ ନାହିଁ I ଯଥେଷ୍ଟ ପାଣି, ସରବତ୍, ଓ ଆର୍ ଏସ୍, ଏବଂ ପଣା ପିଅନ୍ତୁ I

ଅଂଶୁଘାତ ପ୍ରାଣ ଘାତକ ହୋଇପାରେ, ସେଥିପାଇଁ ସତର୍କ ରୁହନ୍ତୁ I ଦିନ ୧୧ଟା ପରେ ଓ ୩ଟା ପୂର୍ବରୁ ଖରାରେ ବାହାରକୁ ଯାଆନ୍ତୁ ନାହିଁ I ଯଥେଷ୍ଟ ପାଣି, ସରବତ୍, ଓ ଆର୍ ଏସ୍, ଏବଂ ପଣା ପିଅନ୍ତୁ I #OdishaCares #HeatStroke
account_circle
H & FW Dept Odisha(@HFWOdisha) 's Twitter Profile Photo

ନିମ୍ନଲିଖିତ ଏହି ୧୨ଟି ଜଟିଳ ରୋଗର ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ I ଜିଲ୍ଲା ଚିକିତ୍ସାଳୟ ଏବଂ ମେଡିକାଲ କଲେଜର ବିଶେଷଜ୍ଞଙ୍କ ପରାମର୍ଶ ଓ ଚିକିତ୍ସା ଟେଲିମେଡ଼ିସିନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଯୋଗାଇ ଦିଆଯାଉଛି I

ନିମ୍ନଲିଖିତ ଏହି ୧୨ଟି ଜଟିଳ ରୋଗର ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ I ଜିଲ୍ଲା ଚିକିତ୍ସାଳୟ ଏବଂ ମେଡିକାଲ କଲେଜର ବିଶେଷଜ୍ଞଙ୍କ ପରାମର୍ଶ ଓ ଚିକିତ୍ସା ଟେଲିମେଡ଼ିସିନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଯୋଗାଇ ଦିଆଯାଉଛି I #OdishaCares #HealthAndWellnessCentreDay
account_circle
H & FW Dept Odisha(@HFWOdisha) 's Twitter Profile Photo

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୧୨ଟି ଜଟିଳ ରୋଗର ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦିଆଯାଉଛି I ଏହି ସ୍ୱାସ୍ଥ୍ୟସେବା ଗୁଡ଼ିକର ଲାଭ ନିଅନ୍ତୁ ଏବଂ ସୁସ୍ଥ ଜୀବନ ଅତିବାହିତ କରନ୍ତୁ I

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ୧୨ଟି ଜଟିଳ ରୋଗର ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦିଆଯାଉଛି I ଏହି ସ୍ୱାସ୍ଥ୍ୟସେବା ଗୁଡ଼ିକର ଲାଭ ନିଅନ୍ତୁ ଏବଂ ସୁସ୍ଥ ଜୀବନ ଅତିବାହିତ କରନ୍ତୁ I #OdishaCares #HealthAndWellnessCentreDay
account_circle