CEO Odisha (@odishaceo) 's Twitter Profile
CEO Odisha

@odishaceo

ମୁଖ୍ୟ ନିର୍ବାଚନ ଅଧିକାରୀ ଓଡି଼ଶା || Promoting electoral participation through inclusive electoral rolls; and accessible, free, fair and transparent elections ||

ID: 1034706245595279360

linkhttps://ceoodisha.nic.in/ calendar_today29-08-2018 07:36:07

2,2K Tweet

22,22K Followers

33 Following

CEO Odisha (@odishaceo) 's Twitter Profile Photo

C-vigil ହେଉଛି ଭାରତ ନିର୍ବାଚନ ଆୟୋଗଙ୍କର ଏକ citizen centric ଆପ୍ଲିକେସନ ସାଧାରଣ ଜନତାଙ୍କୁ ନିର୍ବାଚନ ଆଚରଣ ଵିଧି ଉଲଂଘନ ସମ୍ବନ୍ଧୀୟ ସୂଚନା ଦେବାରେ ସାହାଯ୍ୟ କରିଥାଏ l ଏଥିରେ ସୂଚନା ଦେବା ମାତ୍ରେ 100 ମିନିଟ ମଧ୍ୟରେ ଏହାର ସମାଧାନ ମିଳିଥାଏ l #EmpoweredVoter #EmpoweredDemocracy #SGE2024 #EveryVoteCounts

C-vigil ହେଉଛି ଭାରତ ନିର୍ବାଚନ ଆୟୋଗଙ୍କର ଏକ citizen centric ଆପ୍ଲିକେସନ ସାଧାରଣ ଜନତାଙ୍କୁ  ନିର୍ବାଚନ ଆଚରଣ ଵିଧି ଉଲଂଘନ ସମ୍ବନ୍ଧୀୟ ସୂଚନା ଦେବାରେ ସାହାଯ୍ୟ କରିଥାଏ l ଏଥିରେ ସୂଚନା ଦେବା ମାତ୍ରେ 100 ମିନିଟ ମଧ୍ୟରେ ଏହାର ସମାଧାନ ମିଳିଥାଏ l
#EmpoweredVoter #EmpoweredDemocracy #SGE2024 #EveryVoteCounts