ତାପସ (@tapasr10) 's Twitter Profile
ତାପସ

@tapasr10

ତୋ ପ୍ରେମର ରଙ୍ଗ ଲାଗିଲା ପରେ.....

ID: 194925770

linkhttp://tapasr10.wordpress.com calendar_today25-09-2010 10:10:51

89,89K Tweet

11,11K Takipçi

361 Takip Edilen

Dr.Sushree (@spriyadarshin10) 's Twitter Profile Photo

ତାପସ ଜୀବନ ସଂଘର୍ଷରେ ବ୍ୟସ୍ତତା ଭିତରେ କାହା ପାଇଁ କିଛି କରିପାରିବା ହିଁ ସବୁଠୁ ସୁନ୍ଦର କଥା, ସାହାଯ୍ୟ କରନ୍ତୁ ଆଉ ଭୁଲିଯାଆନ୍ତୁ, ସେଇ ସାହାଯ୍ୟରେ କିଏ ଉପକୃତ ହେଇ ପଦିଏ ମିଠା କଥା କହି ଦେଲେ ମନ ଆହୁରି ଶକ୍ତ ହେଇଯାଏ ପୁଣି କିଛି କରିବାକୁ 💖

ତାପସ (@tapasr10) 's Twitter Profile Photo

At the stroke of the midnight hour, when the world sleeps, India will awake to life and freedom. A moment comes, which comes but rarely in history, when we step out from the old to new, when an age ends, and when the soul of a nation, long suppressed, finds utterance... 🇮🇳

ତାପସ (@tapasr10) 's Twitter Profile Photo

Beneath the dark clouds, in a wish to shine bright I am that lost rainbow waiting for your sunshine... ❤️ #MidnightPoetry

Beneath the dark clouds,
in a wish to shine bright
I am that lost rainbow
waiting for your sunshine... ❤️

#MidnightPoetry
ତାପସ (@tapasr10) 's Twitter Profile Photo

ମହାପ୍ରଭୁଙ୍କର ଅପାର କରୁଣାର ବାରିଧି ଶ୍ରଦ୍ଧେୟ ଅଟଳ ଜୀଙ୍କ ଉପରେ ଅବାରିତ ଝରୁଥାଉ, ପ୍ରିୟ ଅଜିତ ଭାଇ ଆଉ ଭାଉଜଙ୍କର ସମସ୍ତ ଉତ୍ତମ ଗୁଣକୁ ଆହରଣ କରି ଭବିଷ୍ୟତରେ ଜଣେ ଉତ୍ତମ ପୁତ୍ର ତଥା ନାଗରିକ ହୋଇ ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରନ୍ତୁ। ଜନ୍ମଦିବସରେ ମୋର ଅଶେଷ ସ୍ନେହ ତଥା ଆଶୀର୍ବାଦ 💐🎂❤️😘

ତାପସ (@tapasr10) 's Twitter Profile Photo

ସବୁବେଳେ ସବୁ କଥା କହି ହୁଏନି; ସେ କିନ୍ତୁ ସବୁବେଳେ ବୁଝିଯାଏ ସବୁ କଥା। ❤️

Dr.Sushree (@spriyadarshin10) 's Twitter Profile Photo

ଅସୁମାରୀ ଢେଉ ଅସରନ୍ତି କୋହ, ଅୟୁତ ଅପେକ୍ଷାକୁ ଛାତିରେ ଚାପି ଆସନ୍ତି , ସବୁ ଅବଶୋଷକୁ "ବେଳାଭୂଇଁରେ" ବଖାଣି ବାକୁ, ସତରେ କ'ଣ କହି ପାରନ୍ତି୍? ନା ଅଣନିଃଶ୍ବାସୀ ହୋଇ ନିଜର ଅସ୍ତିତ୍ବ ହରେଇ ହଜି ଯାଆନ୍ତି ? ପୁଣି ଫେରି ଯାଆନ୍ତି, ତମେ କୁହ!!! ତୁମ ଛାତିରେ ମୁଣ୍ଡ ଗୁଞ୍ଜିବାକୁ ଯେତେ ଇଛା ସବୁ କ'ଣ କହି ହୁଏ? ନା ଲୁହ ହେଇ

ଅସୁମାରୀ ଢେଉ ଅସରନ୍ତି କୋହ,
ଅୟୁତ ଅପେକ୍ଷାକୁ ଛାତିରେ ଚାପି ଆସନ୍ତି ,
ସବୁ ଅବଶୋଷକୁ "ବେଳାଭୂଇଁରେ" ବଖାଣି ବାକୁ,
ସତରେ କ'ଣ କହି ପାରନ୍ତି୍?
ନା ଅଣନିଃଶ୍ବାସୀ ହୋଇ 
ନିଜର ଅସ୍ତିତ୍ବ ହରେଇ ହଜି ଯାଆନ୍ତି ?
ପୁଣି ଫେରି ଯାଆନ୍ତି, 
ତମେ କୁହ!!!
ତୁମ ଛାତିରେ ମୁଣ୍ଡ ଗୁଞ୍ଜିବାକୁ ଯେତେ ଇଛା ସବୁ କ'ଣ କହି ହୁଏ?
ନା ଲୁହ ହେଇ
Dr.Sushree (@spriyadarshin10) 's Twitter Profile Photo

ଅଳସୀ ଅପରାହ୍ନ, ଗୋଧୂଳିର ମୁହଁ ସଂଜ ଚଉରା ମୂଳରେ ଦୀପ, ମଲ୍ଲୀ ଫୁଲର ବାସ୍ନା, ଜହ୍ନର ରଜତ ଜ୍ୟୋସ୍ନା ଗୋଲାପି ଉଷାର ରଙ୍ଗ ଭିଜା ମାଟିର ମହକରେ ମୁଁ ନିଜକୁ ଖୋଜୁଥିବା ମଣିଷ...😞😢❤️

ଅଳସୀ ଅପରାହ୍ନ,
ଗୋଧୂଳିର ମୁହଁ ସଂଜ 
ଚଉରା ମୂଳରେ ଦୀପ,
ମଲ୍ଲୀ ଫୁଲର  ବାସ୍ନା,
ଜହ୍ନର ରଜତ ଜ୍ୟୋସ୍ନା
ଗୋଲାପି ଉଷାର ରଙ୍ଗ
ଭିଜା ମାଟିର ମହକରେ
ମୁଁ ନିଜକୁ ଖୋଜୁଥିବା ମଣିଷ...😞😢❤️
ତାପସ (@tapasr10) 's Twitter Profile Photo

ଯେବେଠୁ ତୋ' ଶବ୍ଦର ଛନ୍ଦରେ ଛନ୍ଦି ହେଲିଣି, ପ୍ରୀତିର ହାଟରେ ମୋ ଶବ୍ଦସବୁ ନିଲାମ ହେଲେଣି। #ତାପସତ୍ୱ

Hrushikesh Swain (@rishihks) 's Twitter Profile Photo

ତୋ'ପାଇଁ ଲେଖିଥିବା କବିତା ତତେ ଦେଖି ମୁହଁ ପୋତିଦେଲା ନିଜ ଶବ୍ଦକୁ ନଖରେ କାମୁଡି କାଗଜରୁ ଅକ୍ଷର ସବୁ ଢୋକିଦେଲା..

ତାପସ (@tapasr10) 's Twitter Profile Photo

मैं अगर बिछड़ भी जाऊँ, कभी मेरा ग़म ना करना मेरा प्यार याद कर के, कभी आँख नम ना करना तू जो मुड़ के देख लेगा, मेरा साया साथ होगा... #RajaMehdiAliKhan