ASHUTOSH (@ashutosh_odisha) 's Twitter Profile
ASHUTOSH

@ashutosh_odisha

ID: 906836936538472449

calendar_today10-09-2017 11:09:08

21,21K Tweet

6,6K Followers

554 Following

ASHUTOSH (@ashutosh_odisha) 's Twitter Profile Photo

Despite many Hindi releases like chandu champion & now #KALKI , Babushan's #power movie completed 20 days in cinemas & still running housefull & collected nearly 2cr till now. But fr me it's just an average movie. Still odia audience r going with huge number to watch & love it.

Despite many Hindi releases like chandu champion & now #KALKI , Babushan's #power movie completed 20 days in cinemas & still running housefull & collected nearly 2cr till now. 
But fr me it's just an average movie.
Still odia audience r going with huge number to watch & love it.
ମୋ ଡାକ୍ତର (@modaaktar) 's Twitter Profile Photo

Dear all Mo Daaktar android application is ready. You can register as 'Caregiver' or 'Beneficiary' in rhe app with your mobile no and OTP as 1111 play.google.com/store/apps/det…

Jyoti Prakash Mohapatra (@jp_mohapatra) 's Twitter Profile Photo

ବେଳେ ବେଳେ ଆମେ ଅସରନ୍ତି ଦୁଃଖ ଭୋଗନ୍ତି ଏହାର କାରଣ ଏମିତି ନୁହେଁ କି ଆମେ ଭଲ ପାଇ ପାରୁନା ବରଂ ଏଥିପାଇଁ ଯେ ଆମେ ସେଇ ମଣିଷକୁ ସକଳ ଚେଷ୍ଟା ସତ୍ତ୍ବେ ଆଉ ଘୃଣା କରି ପାରୁନା

ASHUTOSH (@ashutosh_odisha) 's Twitter Profile Photo

ଖତରା... ଓଡ଼ିଆରେ ବି ଖତରା ଶବ୍ଦର ବ୍ୟବହାର ଅଛି କିନ୍ତୁ ଅନ୍ୟ ଅର୍ଥରେ...

ଖତରା...

ଓଡ଼ିଆରେ ବି ଖତରା ଶବ୍ଦର ବ୍ୟବହାର ଅଛି କିନ୍ତୁ ଅନ୍ୟ ଅର୍ଥରେ...
ASHUTOSH (@ashutosh_odisha) 's Twitter Profile Photo

ଯୋଗ ଶିକ୍ଷକ ତ ନିଯୁକ୍ତି ଦେଇପାରିବେନି... ପ୍ରାର୍ଥନା ପରେ ଖେଳ ଶିକ୍ଷକ ଆସି କହିବେ, "ଯିଏ ଯେଉଁଠି ଛିଡ଼ା ହେଇଛ ସେଇଠି ୧୦ ମିନିଟ୍ ଉଠା ବସା ହୁଅ" 😁😁

ASHUTOSH (@ashutosh_odisha) 's Twitter Profile Photo

ଏଇଟା ଭଲ ନୁହେଁ... ଏମିତି ଡରେଇକି ଦୁଇ ଜଣ ସବୁ ନେଇଯିବେ 😬😬

ASHUTOSH (@ashutosh_odisha) 's Twitter Profile Photo

Started watching #kill with a bit expectations but it's more than that. U will celebrate after every bloody crushing. It's too good, watch it 🔥

Started watching #kill with a bit expectations but it's more than that.
U will celebrate after every bloody crushing. It's too good, watch it 🔥
@Gajapati (ଗଜପତି) (@vadkri) 's Twitter Profile Photo

ପୁରୁଣା ଗୀତ, ନୂଆ ଇତିହାସ । ସତ କେତେ ମିଛ କେତେ? ---------------------- *ମେଘ ବରଷିଲା ଟପର ଟପର .." ଏହା ଓଡ଼ିଶା ର ଏକ ପ୍ରାଚୀନ ସୁପରିଚିତ ଲୋକଗୀତ ମୂଳ ଗୀତଟି ଦକ୍ଷିଣ ଓଡ଼ିଶାର ପାରଳାଖେମୁଣ୍ଡି ସହରର ବୀର ଗୀତିକା ବା ଗଞ୍ଜାମର ଏକ ଯୁଦ୍ଧ ଗୀତିକା - ଉଦବୋଧନୀ ଗୀତ । ଯାହାକୁ 1976 ମସିହାରେ ଶ୍ରୀ ପ୍ରଶାନ୍ତ ୧/n

ପୁରୁଣା ଗୀତ, ନୂଆ ଇତିହାସ । ସତ କେତେ ମିଛ କେତେ?
----------------------
*ମେଘ ବରଷିଲା ଟପର ଟପର .." ଏହା ଓଡ଼ିଶା ର ଏକ ପ୍ରାଚୀନ ସୁପରିଚିତ ଲୋକଗୀତ 
ମୂଳ ଗୀତଟି ଦକ୍ଷିଣ ଓଡ଼ିଶାର ପାରଳାଖେମୁଣ୍ଡି ସହରର ବୀର ଗୀତିକା ବା ଗଞ୍ଜାମର ଏକ ଯୁଦ୍ଧ ଗୀତିକା - ଉଦବୋଧନୀ ଗୀତ ।
ଯାହାକୁ 1976 ମସିହାରେ ଶ୍ରୀ ପ୍ରଶାନ୍ତ 
୧/n
Anupam Patnaik (@anupam_patnaik9) 's Twitter Profile Photo

A very happy Independence Day to all of you! Our 1st single is almost ready and Superstar @anubhavmohantyofficial is ready to sizzle the dance floor like never before!!!The right answer will get a special meet up chance with none other than Anubhav Mohanty and Team Karma! #karma

A very happy Independence Day to all of you! Our 1st single is almost ready and Superstar @anubhavmohantyofficial is ready to sizzle the dance floor like never before!!!The right answer will get a special meet up chance with none other than Anubhav Mohanty and Team Karma! 
#karma
Pragyan Amit Mohapatra 🇮🇳 (@pragu04) 's Twitter Profile Photo

ଚିନ୍ମୟ ଚୌଧୁରୀ.. ଭଦ୍ରକର ଜଣେ ସାଙ୍ଗର ସାଙ୍ଗ... ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଅର୍ଥର ଆବଶ୍ୟକତା ଅଛି .. ଭୁବନେଶ୍ଵର ର କର କ୍ଲିନିକ ରେ ଚିକିତ୍ସିତ ହେଉଛନ୍ତି.. କେହି ସହୃଦୟ ବ୍ୟକ୍ତି ଯଦି ପାରନ୍ତି.. ତାହାଲେ ଦୟାକରି ସାହାଯ୍ୟ କରନ୍ତୁ He is the only breadwinner of his family.PLEASE SHARE🙏 milaap.org/fundraisers/su…