Raja Rakesh
@rajasine
#ଜଗା_ମାଟିରେ_ଜନ୍ମ_ମୋର
#ଖଣ୍ଡ_ମଣ୍ଡଳେ_ନାମ_ଯାହାର🙏🙏🙏
Journalist @kanak_news ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ଜଗନ୍ନାଥ🙏🙏
#ଭାବନାର_ଭରା_ନଈ
ID: 765634688
http://kanaknews.com/author/raja/ 18-08-2012 12:37:26
14,14K Tweet
3,3K Followers
859 Following
ନା ବର୍ଷା ନା ପଵନ ଭୁବନେଶ୍ୱର ବାଲିଅନ୍ତାର ସମ୍ପୂର୍ଣ୍ଣ ଅଂଚଳରେ TP Central Odisha Distribution Ltd ଦୟାରୁ ରାତି 10ଟା ରୁ 2.20 ହେଲାଣି କାହିଁକି ଲାଇନ କାଟିଛନ୍ତି? ନା କିଛି କମ୍ପାନୀ ସହ ରାତି ଅଧିଆ ଜେନେଟର ପାଇଁ ଡିଲ ହେଇଛି କି? CMO Odisha ଲଗାତାର କିଛି ଦିନ ହେବ ଏମିତି ଚାଲିଛି ଅଘୋଷିତ ବିଦ୍ୟୁତ କାଟକାହିଁକି?
1:40 ସେକେଣ୍ଡର ଟିଜର ଖତର୍ନାକ BGM, ଇଣ୍ଟ୍ରୋ ଡାଇଲଗ, ସିନେମା କଲର ଆମ୍ବିଆନ୍ସ ufff ଏତେଦିନ ପରେ ଗୋଟେ ଓଡ଼ିଆ ଫିଲ୍ମର ଜବରଦସ୍ତ ଟିଜରଟେ ଦେଖିବାକୁ ମିଳିଲା, କର୍ମ ବ୍ଲକବଷ୍ଟର ହେବ ଆଉ ପ୍ରତୀକ୍ଷାର ରେକର୍ଡ ଭାଙ୍ଗିବ Anupam Patnaik ଭାଇ କାରଣ ଦଶହରା ମାର୍କେଟଟା Anubhav Mohanty ଭାଇଙ୍କର.. youtu.be/pNYn3nIb8Ms?si…
ପୁରୁଷଙ୍କ ପାଇଁ 'ସୁଭଦ୍ରା' ଭଳି ଯୋଜନା ଲାଗୁ କରାଯାଉ...କିନ୍ତୁ ଗୋଟିଏ ସର୍ତ୍ତ ରଖିବେ ଭୃଣହତ୍ୟା କରିବେନି କିମ୍ବା ଝିଅ ଜନ୍ମ ହେଲେ ବୋଝ ଭାବିବେନି #ଭାବନାର_ଭରା_ନଈ #SUBHADRA Pravati Parida