Narendra Modi Odia (@namoinodia) 's Twitter Profile
Narendra Modi Odia

@namoinodia

Nation First

ID: 1760191658069565440

linkhttps://www.narendramodi.in/ calendar_today21-02-2024 06:37:00

560 Tweet

2,2K Takipçi

5 Takip Edilen

Narendra Modi Odia (@namoinodia) 's Twitter Profile Photo

ଆମର ସଂକଳ୍ପ ହେଉଛି ବିଶ୍ୱର ପ୍ରତ୍ୟେକ ଡାଇନିଂ ଟେବୁଲରେ ମେଡ୍ ଇନ୍ ଇଣ୍ଡିଆ ଖାଦ୍ୟ ଉତ୍ପାଦ ରହୁ।

Narendra Modi Odia (@namoinodia) 's Twitter Profile Photo

ଆମେ ଏକ ବିଶ୍ୱ ବ୍ୟବସ୍ଥା ଚାହୁଁଛୁ ଯାହା ସମସ୍ତ ଦେଶର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବ ।

Narendra Modi Odia (@namoinodia) 's Twitter Profile Photo

ଆମେ ଅତୀତକୁ ଆଧାର କରି ନୁହେଁ, ବରଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆମର ନୀତି ପ୍ରସ୍ତୁତ କରୁଛୁ।

Narendra Modi Odia (@namoinodia) 's Twitter Profile Photo

ଆଜିର ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ସୁଯୋଗର ଭୂମି ।

Narendra Modi Odia (@namoinodia) 's Twitter Profile Photo

ବିଜେପି ହେଉଛି ଏକ କର୍ମକର୍ତ୍ତା କୈନ୍ଦ୍ରିକ ଦଳ, ଯାହା 'ଭାରତ ପ୍ରଥମେ' ର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି। ମୁଁ ଦଳର ମୋର ପ୍ରାଥମିକ ସଦସ୍ୟତାକୁ ନବୀକରଣ କରିଛି ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ଏହା କରିବାକୁ ଅନୁରୋଧ କରୁଛି। #BJPSadasyata2024 ଅଭିଯାନ ସମୟରେ ସବୁ ବର୍ଗର ଲୋକଙ୍କୁ ବିଜେପିରେ ସାମିଲ ହେବାକୁ ମୁଁ ଆମନ୍ତ୍ରଣ କରୁଛି।

ବିଜେପି ହେଉଛି ଏକ କର୍ମକର୍ତ୍ତା କୈନ୍ଦ୍ରିକ ଦଳ, ଯାହା 'ଭାରତ ପ୍ରଥମେ' ର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି।

ମୁଁ ଦଳର ମୋର ପ୍ରାଥମିକ ସଦସ୍ୟତାକୁ ନବୀକରଣ କରିଛି ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ଏହା କରିବାକୁ ଅନୁରୋଧ କରୁଛି।

#BJPSadasyata2024 ଅଭିଯାନ ସମୟରେ ସବୁ ବର୍ଗର ଲୋକଙ୍କୁ ବିଜେପିରେ ସାମିଲ ହେବାକୁ ମୁଁ ଆମନ୍ତ୍ରଣ କରୁଛି।
Narendra Modi Odia (@namoinodia) 's Twitter Profile Photo

#TeachersDay ଅବସରରେ ହାର୍ଦ୍ଦିକ ଶୁଭକାମନା , ଯୁବମାନସିକତା ସୃଷ୍ଟି କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜ୍ଞାପନ କରିବାର ଏକ ଅବସର । ଡଃ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ।

Narendra Modi Odia (@namoinodia) 's Twitter Profile Photo

ସ୍ୱଚ୍ଛ ଭାରତ ମିଶନ ଭଳି ପ୍ରୟାସର ପ୍ରଭାବ ଉପରେ ଆଲୋକପାତ କରୁଥିବା ଗବେଷଣାକୁ ଦେଖି ଖୁସି ଲାଗୁଛି। ଉପଯୁକ୍ତ ଶୌଚାଳୟର ଉପଲବ୍ଧତା ଶିଶୁ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱଚ୍ଛ, ନିରାପଦ ପରିମଳ ବ୍ୟବସ୍ଥା ଜନସ୍ୱାସ୍ଥ୍ୟ ପାଇଁ ଏକ ଗେମ୍ ଚେଞ୍ଜର ପାଲଟିଛି । ଏବଂ ମୁଁ ଖୁସି ଯେ ଭାରତ

Narendra Modi (@narendramodi) 's Twitter Profile Photo

Honoured to meet the outstanding educators who have been awarded the National Teachers' Awards. Their passion and dedication to shaping young minds are truly inspiring. x.com/i/broadcasts/1…

Narendra Modi Odia (@namoinodia) 's Twitter Profile Photo

ଜଳ ସଂରକ୍ଷଣ କେବଳ ଏକ ନୀତି ନୁହେଁ; ଏହା ଏକ ପ୍ରୟାସ ଏବଂ ପୁଣ୍ୟ ମଧ୍ୟ।

Narendra Modi Odia (@namoinodia) 's Twitter Profile Photo

ଜଳ ସଂରକ୍ଷଣ ଅଭିଯାନର ସବୁଠାରୁ ବଡ଼ ଶକ୍ତି ହେଉଛି ଜନ ଭାଗୀଦାରୀ ।

Narendra Modi Odia (@namoinodia) 's Twitter Profile Photo

ନୂଆଁଖାଇ ଜୁହାର୍! ନୂଆଁଖାଇର ବିଶେଷ ଅବସରରେ ମୋର ଶୁଭେଚ୍ଛା l ଆମର ପରିଶ୍ରମୀ ଚାଷୀ ମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ଏବଂ ଆମ ସମାଜ ପ୍ରତି ସେମାନଙ୍କ ଯୋଗଦାନକୁ ପ୍ରସଂଶା କରୁଛୁ l ସମସ୍ତଙ୍କ ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି l

Narendra Modi Odia (@namoinodia) 's Twitter Profile Photo

ଗତ ଏକ ଦଶନ୍ଧି ମଧ୍ୟରେ ଆମେ ଅଗଣିତ ତୃଣମୂଳ ସ୍ତରର ନାୟକଙ୍କୁ #PeoplesPadma ରେ ସମ୍ମାନିତ କରିଛୁ । ପୁରସ୍କାର ବିଜେତାଙ୍କ ଜୀବନ ଯାତ୍ରା ଅଗଣିତ ଲୋକଙ୍କୁ ପ୍ରେରଣା ଯୋଗାଇଛି । ସେମାନଙ୍କର ଧୈର୍ଯ୍ୟ ଓ ଦୃଢ଼ତା ସେମାନଙ୍କ ସମୃଦ୍ଧ କାର୍ଯ୍ୟରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ବ୍ୟବସ୍ଥାକୁ ଅଧିକ ସ୍ଵଚ୍ଛ ଏବଂ ଅଂଶୀଦାର କରିବା

Narendra Modi (@narendramodi) 's Twitter Profile Photo

Today marks a new chapter for India’s scientific community. Chaired the first meeting of the Governing Board of Anusandhan National Research Foundation. This body will continue working towards ensuring a transformation of India’s research landscape, thus breaking new ground in

Narendra Modi (@narendramodi) 's Twitter Profile Photo

India's Paralympic champions have set a new benchmark with the highest-ever medal count. It was a delight to interact with them. x.com/i/broadcasts/1…

Narendra Modi (@narendramodi) 's Twitter Profile Photo

The name Sri Vijaya Puram honours the rich history and heroic people of Andaman and Nicobar islands. It also reflects our commitment to break free from the colonial mindset and celebrate our heritage.

Narendra Modi (@narendramodi) 's Twitter Profile Photo

हमारे शास्त्रों में कहा गया है - गाव: सर्वसुख प्रदा:'। लोक कल्याण मार्ग पर प्रधानमंत्री आवास परिवार में एक नए सदस्य का शुभ आगमन हुआ है। प्रधानमंत्री आवास में प्रिय गौ माता ने एक नव वत्सा को जन्म दिया है, जिसके मस्तक पर ज्योति का चिह्न है। इसलिए, मैंने इसका नाम 'दीपज्योति'

Narendra Modi Odia (@namoinodia) 's Twitter Profile Photo

ଆମ ଶାସ୍ତ୍ରରେ କୁହାଯାଇଛି - ଗାବଃ ସର୍ବସୁଖ ପ୍ରଦାଃ। ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀ ଆବାସ ପରିସରରେ ଜଣେ ନୂଆ ସଦସ୍ୟଙ୍କର ଶୁଭ ଆଗମନ ହୋଇଛି। ପ୍ରଧାନମନ୍ତ୍ରୀ ଆବାସରେ ପ୍ରିୟ ଗୋମାତା ଗୋଟିଏ ବାଛୁରୀକୁ ଜନ୍ମ ଦେଇଛନ୍ତି, ଯାହାର ମସ୍ତକରେ ଜ୍ୟୋତି ଚିହ୍ନ ରହିଛି। ସେଥିପାଇଁ, ମୁଁ ଏହାର ନାମ ‘ଦୀପଜ୍ୟୋତି’ ରଖିଛି।

Narendra Modi Odia (@namoinodia) 's Twitter Profile Photo

#EngineersDay ରେ ସମସ୍ତ ଇଞ୍ଜିନିୟରମାନଙ୍କୁ ଶୁଭେଚ୍ଛା, ଯେଉଁମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରୁଛନ୍ତି, ଉଦ୍ଭାବନ କରୁଛନ୍ତି ଏବଂ ଜଟିଳ ଆହ୍ୱାନର ସମାଧାନ କରୁଛନ୍ତି। ସାର୍ ଏମ୍ ବିଶ୍ୱେଶ୍ୱରାୟଙ୍କୁ ମନେ ପକାଉଛି, ଯାହାଙ୍କର ଇଞ୍ଜିନିୟରିଂ କ୍ଷେତ୍ରରେ ଅବଦାନ ସମସ୍ତେ ଜାଣନ୍ତି ।