Pragyan Amit Mohapatra 🇮🇳 (@pragu04) 's Twitter Profile
Pragyan Amit Mohapatra 🇮🇳

@pragu04

Human!

ID: 792274534506180609

linkhttps://www.blogger.com/profile/06478807541539284872 calendar_today29-10-2016 07:59:03

7,7K Tweet

1,1K Takipçi

273 Takip Edilen

Narendra Modi (@narendramodi) 's Twitter Profile Photo

Paralympics 2024 have been special and historical. India is overjoyed that our incredible para-athletes have brought home 29 medals, which is the best ever performance since India's debut at the Games. This achievement is due to the unwavering dedication and indomitable spirit

Paralympics 2024 have been special and historical. 

India is overjoyed that our incredible para-athletes have brought home 29 medals, which is the best ever performance since India's debut at the Games.

This achievement is due to the unwavering dedication and indomitable spirit
Pragyan Amit Mohapatra 🇮🇳 (@pragu04) 's Twitter Profile Photo

मैं अकेला; देखता हूँ, आ रही       मेरे दिवस की सान्ध्य बेला । पके आधे बाल मेरे हुए निष्प्रभ गाल मेरे, चाल मेरी मन्द होती आ रही,       हट रहा मेला । जानता हूँ, नदी-झरने जो मुझे थे पार करने, कर चुका हूँ, हँस रहा यह देख,       कोई नहीं भेला । #nirala #HindiDiwas #suryakanttripathi

Dr.Sushree (@spriyadarshin10) 's Twitter Profile Photo

ଅଳସୀ ଅପରାହ୍ନ, ଗୋଧୂଳିର ମୁହଁ ସଂଜ ଚଉରା ମୂଳରେ ଦୀପ, ମଲ୍ଲୀ ଫୁଲର ବାସ୍ନା, ଜହ୍ନର ରଜତ ଜ୍ୟୋସ୍ନା ଗୋଲାପି ଉଷାର ରଙ୍ଗ ଭିଜା ମାଟିର ମହକରେ ମୁଁ ନିଜକୁ ଖୋଜୁଥିବା ମଣିଷ...😞😢❤️

ଅଳସୀ ଅପରାହ୍ନ,
ଗୋଧୂଳିର ମୁହଁ ସଂଜ 
ଚଉରା ମୂଳରେ ଦୀପ,
ମଲ୍ଲୀ ଫୁଲର  ବାସ୍ନା,
ଜହ୍ନର ରଜତ ଜ୍ୟୋସ୍ନା
ଗୋଲାପି ଉଷାର ରଙ୍ଗ
ଭିଜା ମାଟିର ମହକରେ
ମୁଁ ନିଜକୁ ଖୋଜୁଥିବା ମଣିଷ...😞😢❤️
ଗାଁ ଡାକ୍ତର👨‍⚕️💉💊 (@drakshays) 's Twitter Profile Photo

ଆଗାମୀ ୯୯ ବର୍ଷ ଯାଏଁ ଓଡ଼ିଶାର ଭବିଷ୍ୟତ ଅନ୍ଧାର !!! ମାଗଣାଖିଆ ଓଡ଼ିଆ ଯାହା ହଉଛନ୍ତିରେ ....!!! ସୁଭଦ୍ରା ଟଙ୍କା ଗୋଟେ କିସ୍ତି ଯଦି କେବେ ନ ଆସେ, ନୋକଲା ପାର୍ଟି ଅଫିସ ଜାଳିଦେବେ 😂😂😂

Pragyan Amit Mohapatra 🇮🇳 (@pragu04) 's Twitter Profile Photo

That's how it is😕😕 You start to ofc at 7.30..it's misty.. You return at 2.. The sun is high.. Road full of dust.. You return at 5..its raining heavily..and All the three scenarios.. Visibility is zero and road is jam-packed. Why on earth someone wants to drive in Gurgaon! 😑😑

That's how it is😕😕
You start to ofc at 7.30..it's misty.. You return at 2.. The sun is high.. Road full of dust.. You return at 5..its raining heavily..and All the three scenarios.. Visibility is zero and road is jam-packed.
Why on earth someone wants to drive in Gurgaon! 😑😑
Jyoti Prakash Mohapatra (@jp_mohapatra) 's Twitter Profile Photo

ତିନି ବର୍ଷ ପୁରିଗଲା ସାମି (ଅରିନ୍ଦମ)। ଚାରି ଚାଲିଲା ଆଜିଠାରୁ, ତୋ ଯିବାର। ସେବେଠାରୁ ସେଇ ଜାଗାରେ ପତାକା ଗୋଟେ ଉଡୁଛି। ମୁଁ ଅଟକେ, ଠିଆ ହୁଏ, ତତେ ଜୁହାର ହୁଏ। ତୋର ମୋର ସେ ମେ ଫେୟାର ଗଳିର ଶେଷ ଦେଖା, ରାତିରେ ନିଦ ଭାଙ୍ଗି ଦିଏ ହୁ' ଦସ୍। ତତେ ମୁଁ କି ବର୍ଣ୍ଣନା କରି ପାରିବି #ଅରିନ୍ଦମ ?? ଭଲରେ ଥାଆ, ଯୋଉଠି ଅଛୁ। 🙏

ତିନି ବର୍ଷ ପୁରିଗଲା ସାମି (ଅରିନ୍ଦମ)। ଚାରି ଚାଲିଲା ଆଜିଠାରୁ, ତୋ ଯିବାର। ସେବେଠାରୁ ସେଇ ଜାଗାରେ ପତାକା ଗୋଟେ ଉଡୁଛି। ମୁଁ ଅଟକେ, ଠିଆ ହୁଏ, ତତେ ଜୁହାର ହୁଏ। ତୋର ମୋର ସେ ମେ ଫେୟାର ଗଳିର ଶେଷ ଦେଖା, ରାତିରେ ନିଦ ଭାଙ୍ଗି ଦିଏ ହୁ' ଦସ୍। ତତେ ମୁଁ କି ବର୍ଣ୍ଣନା କରି ପାରିବି #ଅରିନ୍ଦମ ?? ଭଲରେ ଥାଆ, ଯୋଉଠି ଅଛୁ। 🙏