Raja Rakesh (@rajasine) 's Twitter Profile
Raja Rakesh

@rajasine

#ଜଗା_ମାଟିରେ_ଜନ୍ମ_ମୋର
#ଖଣ୍ଡ_ମଣ୍ଡଳେ_ନାମ_ଯାହାର🙏🙏🙏
Journalist @kanak_news ମତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ଜୟ ଜଗନ୍ନାଥ🙏🙏
#ଭାବନାର_ଭରା_ନଈ

ID: 765634688

linkhttp://kanaknews.com/author/raja/ calendar_today18-08-2012 12:37:26

14,14K Tweet

3,3K Followers

859 Following

Raja Rakesh (@rajasine) 's Twitter Profile Photo

💓 wow ସକ୍ଷମଙ୍କ ମୁହଁରେ ଶକ୍ତ ଚାପୁଡ଼ା 💓 ପ୍ୟାରିସ ପାରାଲିମିକ୍ସରେ ଭିନ୍ନକ୍ଷମଙ୍କ ଖେଳ ଦେଖି ଲାଗୁଛି ଏମାନେ ସକ୍ଷମଙ୍କୁ ଶିଖାଉଛନ୍ତି ଖେଳ କେମିତି ଖେଳା ଯାଏ 😘😘 ଦେଶବାସୀଙ୍କ ତରଫରୁ ଏମାନଙ୍କ ଆତ୍ମବିଶ୍ଵାସକୁ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽 #Paris2024Paralympics #Paralympics2024

💓 wow ସକ୍ଷମଙ୍କ ମୁହଁରେ ଶକ୍ତ ଚାପୁଡ଼ା 💓
ପ୍ୟାରିସ ପାରାଲିମିକ୍ସରେ ଭିନ୍ନକ୍ଷମଙ୍କ ଖେଳ ଦେଖି ଲାଗୁଛି ଏମାନେ ସକ୍ଷମଙ୍କୁ ଶିଖାଉଛନ୍ତି ଖେଳ କେମିତି ଖେଳା ଯାଏ 😘😘 ଦେଶବାସୀଙ୍କ ତରଫରୁ ଏମାନଙ୍କ ଆତ୍ମବିଶ୍ଵାସକୁ କୋଟି କୋଟି ପ୍ରଣାମ 🙏🏽🙏🏽🙏🏽
#Paris2024Paralympics #Paralympics2024
Raja Rakesh (@rajasine) 's Twitter Profile Photo

ତୁମେ ବାର୍ଡ ଫ୍ଲୁ ପରି ହୁଅନି... କାରଣ ତୁମ ସ୍ମୃତିକୁ ମନର ମହାନଦୀରେ ପୋତି ପାରିବି ... ଜଳି ପୋଡ଼ିବାକୁ ଛାଡ଼ି ପାରିବିନି #ଭାବନାର_ଭରା_ନଈ #TuesdayFeeling #OdiaPoem

ତୁମେ ବାର୍ଡ ଫ୍ଲୁ ପରି ହୁଅନି...
କାରଣ ତୁମ ସ୍ମୃତିକୁ ମନର ମହାନଦୀରେ
ପୋତି ପାରିବି ...
ଜଳି ପୋଡ଼ିବାକୁ ଛାଡ଼ି ପାରିବିନି 
#ଭାବନାର_ଭରା_ନଈ
#TuesdayFeeling 
#OdiaPoem
Raja Rakesh (@rajasine) 's Twitter Profile Photo

ମୁଁ ଅଛି ସେଇ T ତୁମେ ଦେଖିଥିଲ ଯୋଉଠି... #ଭାବନାର_ଭରା_ନଈ

ମୁଁ ଅଛି ସେଇ T 
ତୁମେ ଦେଖିଥିଲ ଯୋଉଠି...
#ଭାବନାର_ଭରା_ନଈ
Raja Rakesh (@rajasine) 's Twitter Profile Photo

ଏମିତି ମାଡ଼ଗୋଳ ହେଉଛନ୍ତି ଯେମିତି ବର୍ଷକୁ 50 ହଜାର ସୁଭଦ୍ରାରେ ମିଳିବ

Raja Rakesh (@rajasine) 's Twitter Profile Photo

ନା ବର୍ଷା ନା ପଵନ ଭୁବନେଶ୍ୱର ବାଲିଅନ୍ତାର ସମ୍ପୂର୍ଣ୍ଣ ଅଂଚଳରେ TP Central Odisha Distribution Ltd ଦୟାରୁ ରାତି 10ଟା ରୁ 2.20 ହେଲାଣି କାହିଁକି ଲାଇନ କାଟିଛନ୍ତି? ନା କିଛି କମ୍ପାନୀ ସହ ରାତି ଅଧିଆ ଜେନେଟର ପାଇଁ ଡିଲ ହେଇଛି କି? CMO Odisha ଲଗାତାର କିଛି ଦିନ ହେବ ଏମିତି ଚାଲିଛି ଅଘୋଷିତ ବିଦ୍ୟୁତ କାଟକାହିଁକି?

Raja Rakesh (@rajasine) 's Twitter Profile Photo

ଗଣପତି ବାପ୍ପା 🙏🏽💓 ସମସ୍ତଙ୍କୁ ଖୁସିରେ ରଖ ଗଜାନନ... #GaneshChaturthi2024

ଗଣପତି ବାପ୍ପା 🙏🏽💓
ସମସ୍ତଙ୍କୁ ଖୁସିରେ ରଖ ଗଜାନନ...
#GaneshChaturthi2024
Raja Rakesh (@rajasine) 's Twitter Profile Photo

ଏବେ ବି ସେହି ମୁଖ୍ୟମନ୍ତ୍ରୀ ୱାଲା କ୍ରେଜ 😱 ବିଦ୍ର- ଫଟୋ କହୁଛି ମୁଁ ନୁହେଁ

ଏବେ ବି ସେହି ମୁଖ୍ୟମନ୍ତ୍ରୀ ୱାଲା କ୍ରେଜ 😱
ବିଦ୍ର- ଫଟୋ କହୁଛି ମୁଁ ନୁହେଁ
The Khel India (@thekhelindia) 's Twitter Profile Photo

Officially End of Paralympics Live Coverage ✍️ We hope you liked and enjoyed our updates, Apologies for the typos and unintended offence caused by coverage 🙏 Keep supporting Team India at every event 🇮🇳 We value Honest Feedback & Suggestions!! Signing off, The Khel India 👋

Officially End of Paralympics Live Coverage ✍️

We hope you liked and enjoyed our updates, Apologies for the typos and unintended offence caused by coverage 🙏

Keep supporting Team India at every event 🇮🇳

We value Honest Feedback & Suggestions!!

Signing off, The Khel India 👋
Raja Rakesh (@rajasine) 's Twitter Profile Photo

1:40 ସେକେଣ୍ଡର ଟିଜର ଖତର୍ନାକ BGM, ଇଣ୍ଟ୍ରୋ ଡାଇଲଗ, ସିନେମା କଲର ଆମ୍ବିଆନ୍ସ ufff ଏତେଦିନ ପରେ ଗୋଟେ ଓଡ଼ିଆ ଫିଲ୍ମର ଜବରଦସ୍ତ ଟିଜରଟେ ଦେଖିବାକୁ ମିଳିଲା, କର୍ମ ବ୍ଲକବଷ୍ଟର ହେବ ଆଉ ପ୍ରତୀକ୍ଷାର ରେକର୍ଡ ଭାଙ୍ଗିବ Anupam Patnaik ଭାଇ କାରଣ ଦଶହରା ମାର୍କେଟଟା Anubhav Mohanty ଭାଇଙ୍କର.. youtu.be/pNYn3nIb8Ms?si…

Raja Rakesh (@rajasine) 's Twitter Profile Photo

ହାତ ପାତି ଯାହା ମାଗନ୍ତି ତାକୁ ଭିକ କୁହାଯାଏ.... ଯାହା ଭିକରେ ମାଗିଲେ ବି ମିଳେନି ତାକୁ ଭଲ ପାଇବା କୁହାଯାଏ💓 #ଭାବନାର_ଭରା_ନଈ #FridayVibes #FridayThoughts #OdiaPoem #Love

ହାତ ପାତି ଯାହା ମାଗନ୍ତି 
ତାକୁ ଭିକ କୁହାଯାଏ....
ଯାହା ଭିକରେ ମାଗିଲେ ବି ମିଳେନି
ତାକୁ ଭଲ ପାଇବା କୁହାଯାଏ💓
#ଭାବନାର_ଭରା_ନଈ
#FridayVibes 
#FridayThoughts 
#OdiaPoem 
#Love
Raja Rakesh (@rajasine) 's Twitter Profile Photo

ପୁରୁଷଙ୍କ ପାଇଁ 'ସୁଭଦ୍ରା' ଭଳି ଯୋଜନା ଲାଗୁ କରାଯାଉ...କିନ୍ତୁ ଗୋଟିଏ ସର୍ତ୍ତ ରଖିବେ ଭୃଣହତ୍ୟା କରିବେନି କିମ୍ବା ଝିଅ ଜନ୍ମ ହେଲେ ବୋଝ ଭାବିବେନି #ଭାବନାର_ଭରା_ନଈ #SUBHADRA Pravati Parida