SABYASACHI MISHRA 🇮🇳 (@sabyaactor) 's Twitter Profile
SABYASACHI MISHRA 🇮🇳

@sabyaactor

Actor:Want to act better & better| 1 Man Army Mode Enabled|Own a Bank of Positivity|🎥 42 #Odia,3 #Telugu,2 #Tamil,1 #Bengali films Old 🙏
#JayJagannath #odisha

ID: 301380496

calendar_today19-05-2011 11:18:34

5,5K Tweet

98,98K Followers

1,1K Following

ETVBharat Odisha (@etvbharatod) 's Twitter Profile Photo

ଉତ୍ତରକାଶୀରେ ଷ୍ଟାର ଦମ୍ପତି ସବ୍ୟ-ଅର୍ଚ୍ଚିତା, ବାଜା ବଜାଇ ପାଛୋଟି ନେଲେ ଗ୍ରାମବାସୀ #uttarkashi #jagannathtemple #odiacouple #ollywood #odiaactor #Uttarakhand SABYASACHI MISHRA 🇮🇳 etvbharat.com/or/!entertainm…

Uttarakhand Tourism (@utdbofficial) 's Twitter Profile Photo

Get a glimpse of superstar Sabyasachi as he pays his respects to the supreme soul at the revered Jagannath Temple in Uttarkashi's Sald Village along with his wife. 🙏 💫 #Uttarakhand #uttarakhandtourism #jagannathtemple #Shrikrishna #Saldvillage #Uttarkashi #templesofindia

SABYASACHI MISHRA 🇮🇳 (@sabyaactor) 's Twitter Profile Photo

Jay Jagannath 🙏 Back to Jagannath Temple Uttarkashi. Like last year, Today we will offered Bahuda Jatra Puja here with the local villagers 🙏

SABYASACHI MISHRA 🇮🇳 (@sabyaactor) 's Twitter Profile Photo

Jay Jagannath🙏 The developmental works that you have initiated for Uttarkashi Jagannath Temple as the Honourable MLA & as a devotee of Lord Jagannath is really praiseworthy 🙏 We feel blessed meeting you. We have no words to thank you, Honourable CM Uttarakhand Pushkar Singh Dhami ji,

SABYASACHI MISHRA 🇮🇳 (@sabyaactor) 's Twitter Profile Photo

ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ସୁରୁଖୁରରେ ପାଳନ କରିବା ପଛରେ ପୁରୀ ଜିଲ୍ଲା ପୋଲିସ୍ ଙ୍କର ଅବଦାନ ଅତୁଳନୀୟ । ତିନି ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ପୋଲିସ୍ କର୍ମଚାରୀ ଏବଂ ପୁରୀ SP ଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ଅନେକ ସାଧୁବାଦ। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ । Puri Police Odisha Police

ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହିତ ସୁରୁଖୁରରେ ପାଳନ କରିବା ପଛରେ ପୁରୀ ଜିଲ୍ଲା ପୋଲିସ୍ ଙ୍କର ଅବଦାନ ଅତୁଳନୀୟ । ତିନି ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ପ୍ରତ୍ୟେକ ପୋଲିସ୍ କର୍ମଚାରୀ ଏବଂ ପୁରୀ  SP ଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ଅନେକ ସାଧୁବାଦ। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ।

<a href="/SPPuri1/">Puri Police</a> <a href="/odisha_police/">Odisha Police</a>
SABYASACHI MISHRA 🇮🇳 (@sabyaactor) 's Twitter Profile Photo

The smile we create is the only identity of ours,that can't be filtered,edited or deleted.Let's spread a smile every day! #SmilePlease #sabyasachi

The smile we create is the only identity of ours,that can't be filtered,edited or deleted.Let's spread a smile every day! #SmilePlease #sabyasachi
Narendra Modi (@narendramodi) 's Twitter Profile Photo

As this year’s Independence Day approaches, let’s again make #HarGharTiranga a memorable mass movement. I am changing my profile picture and I urge you all to join me in celebrating our Tricolour by doing the same. And yes, do share your selfies on harghartiranga.com

SABYASACHI MISHRA 🇮🇳 (@sabyaactor) 's Twitter Profile Photo

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ବିୟୋଗ ଖବର ନିଶ୍ଚୟ କଷ୍ଟ ଦାୟକ । କଂସ ମହାରାଜା ଭାବେ ଲୋକଙ୍କ ମନରେ ସଦା ଆମର ରହିବେ । ଅମର ଆତ୍ମା ଓ ପରିବାର ପାଇଁ ପ୍ରଭୁଙ୍କ ପାଖେ ପ୍ରାର୍ଥନା। ଓଁ ଶାନ୍ତି 🙏 #Bargarh #dhanujatra #odisha #gopalsahu #rip #kansa #kansamaharaj

Arabinda K Padhee (@arvindpadhee) 's Twitter Profile Photo

ଜୟ ଶ୍ରୀ ଜଗନ୍ନାଥ । 🙏 ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସାନିଧ୍ୟ ଲାଭ କରିବାକୁ ପ୍ରତିଟି ଭକ୍ତମନ ସବୁବେଳେ ବ୍ୟାକୁଳ । ଏହି ଅପୂର୍ବ ଅନୁଭୂତିର ଏକ ମାଧ୍ୟମ ହେଉଛି ରଥଚକ ଏବଂ ରଥାଂଶ। ବିଗତ କିଛି ବର୍ଷ ହେଲା ରଥର ବିଭିନ୍ନ ଅଂଶକୁ ଭକ୍ତ ଏବଂ ଅନୁଷ୍ଠାନ ମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର

ଜୟ ଶ୍ରୀ ଜଗନ୍ନାଥ । 🙏
ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ସାନିଧ୍ୟ ଲାଭ କରିବାକୁ ପ୍ରତିଟି ଭକ୍ତମନ ସବୁବେଳେ ବ୍ୟାକୁଳ । ଏହି ଅପୂର୍ବ ଅନୁଭୂତିର ଏକ ମାଧ୍ୟମ ହେଉଛି ରଥଚକ ଏବଂ ରଥାଂଶ। ବିଗତ କିଛି ବର୍ଷ ହେଲା ରଥର ବିଭିନ୍ନ ଅଂଶକୁ ଭକ୍ତ ଏବଂ ଅନୁଷ୍ଠାନ ମାନଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ମହିମାର ପ୍ରଚାର ପ୍ରସାର
SABYASACHI MISHRA 🇮🇳 (@sabyaactor) 's Twitter Profile Photo

Happy Krushna Janmashtami🙏ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା🙏 Have you ever visited the beautiful Narayani Temple of Odisha near Balugaon? One of the most beautiful and sacred Shakti Pitha (ଶକ୍ତିପୀଠ) of India.

Answer within 5 Sec without reading comments. Can you recognize it? What Do you call it in your area? Have you ever tried it? #sabyasachi #sundayvibes

SABYASACHI MISHRA 🇮🇳 (@sabyaactor) 's Twitter Profile Photo

ଖାଣ୍ଟି ଓଡ଼ିଆ🙏 Irfan Pathan Ji Proved, Odia is the most easiest language if u love Odisha! This also explains how he handles pressure😅 Welcome to Odisha Irfan Bhai 🙏Konark Suryas will create history!! #odisha #sabyasachi #irfanpathan #cricket #konarksuryas