Sambad (ସମ୍ବାଦ) (@sambad_odisha) 's Twitter Profile
Sambad (ସମ୍ବାଦ)

@sambad_odisha

Tweets from Sambad - the largest circulated Odia Daily.

ID: 841664078

linkhttps://sambad.in calendar_today23-09-2012 12:54:56

136,136K Tweet

455,455K Followers

106 Following

Sambad (ସମ୍ବାଦ) (@sambad_odisha) 's Twitter Profile Photo

ପ୍ରସ୍ତୁତି ପ୍ରାଣାଳୀ ଦେଖି ଚକିତ ହୋଇଯିବେ ମୋମୋଜ ଖାଦ୍ୟପ୍ରେମୀ #Sambad #Jabalpur #VideoViral sambad.in/crime/jabalpur…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଟଙ୍କା ନେଇ ନୂଆପଡାରୁ ଭୁବନେଶ୍ୱର ଆସୁଥିବାବେଳେ ଏମଭିଆଇଙ୍କୁ ଧରିଲା ଭିଜିଲାନ୍ସ #Sambad #Bhubaneswar #VigilanceRaid #Odisha sambad.in/latest/vigilan…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୬୭ଟି ଡ୍ରୋନରୁ ବୋମାବର୍ଷା #Sambad #Ukraine #RussiaAttack #Drone sambad.in/india-and-beyo…

Sambad (ସମ୍ବାଦ) (@sambad_odisha) 's Twitter Profile Photo

କର୍ମଚାରୀଙ୍କ ଦରମା ବୃଦ୍ଧି ହେବ କି ନାହିଁ? ମହଙ୍ଗା ଭତ୍ତା ନେଇ ଅପଡେଟ୍... #Sambad #EmployeeSalary #DA #NirmalaSitharaman sambad.in/business/will-…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ପୂଜା ଖେଡକରଙ୍କୁ ଭାରତୀୟ ପ୍ରଶାସନିକ ସେବାରୁ ହଟାଇଲେ ସରକାର #Sambad #PoojaKhedkar #Mumbai #IAS sambad.in/india-and-beyo…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ସରକାରୀ ରିପୋର୍ଟ: ମାଲକାନଗିରି ଜିଲ୍ଲାରେ ଜଣେ ବି ଭିକ୍ଷୁକ ନାହାନ୍ତି #Sambad #Malkangiri #Odisha sambad.in/latest/no-begg…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଖାଇବା ଦେବାକୁ ମନା କରିବାରୁ ରେସ୍ତୋରାଁ ଉପରେ ଟ୍ରକ ଚଢ଼ାଇ ଦେଲେ ଚାଳକ #Sambad #MadhyaPradesh #Crime sambad.in/crime/pune-hot…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ମୋ ସେବା ଓ ଜନ ସେବା କେନ୍ଦ୍ରରୁ କମ୍ପୁଟର ସେଟ ଜବତ #Sambad #Mayurbhanj #Odisha sambad.in/leading/comput…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଏଥର ଜାତିସଂଘ ସାଧାରଣ ଅଧିବେଶନରେ ମୋଦୀ ନୁହେଁ, ଜୟଶଙ୍କର ଉଦବୋଧନ ଦେବେ #Sambad #JaiShankar #NarendraModi sambad.in/india-and-beyo…

Sambad (ସମ୍ବାଦ) (@sambad_odisha) 's Twitter Profile Photo

କଂଗ୍ରେସରେ ସାମିଲ ହୋଇ ଟି‌କେଟ ପାଇବା ପରେ ବିନେଶଙ୍କ ପ୍ରଥମ ପ୍ରତିକ୍ରିୟା #Sambad #VineshPhogat #Congress sambad.in/india-and-beyo…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ଲଖନଉରେ ଭୁଶୁଡିଲା ଅଟ୍ଟାଳିକା, ୪ ଜଣଙ୍କର ମୃତ୍ୟୁ #Sambad #UttarPradesh sambad.in/latest/lucknow…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ସ୍ୱୀକାର କଲା ପାକିସ୍ତାନ ସେନା: କାର୍ଗିଲ ଯୁଦ୍ଧରେ ଥିଲା ଆମ ହାତ #Sambad #KargilWar #Pakistan sambad.in/latest/pakista…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ବାଣୀବିହାର ଓଭରବ୍ରିଜ ଉପରୁ ଡେଇଁପଡ଼ିଲେ ଯୁବତୀ, କାରଣ ଅସ୍ପଷ୍ଟ #Sambad #VaniVihar #Odisha sambad.in/latest/women-j…

Sambad (ସମ୍ବାଦ) (@sambad_odisha) 's Twitter Profile Photo

ପୁଲିସକୁ ସହଯୋଗ କରୁଥିବା ଇନଫରମରଙ୍କୁ ହତ୍ୟା କରାଯିବ: ନକ୍ସଲ #Sambad #Naxal #Malkangiri #Odisha sambad.in/leading/naxal-…

Sambad (ସମ୍ବାଦ) (@sambad_odisha) 's Twitter Profile Photo

କୋରାପୁଟ ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତିରେ ମ୍ୟାଲେରିଆ #Sambad #Koraput #Malaria #Odisha sambad.in/leading/malari…

Sambad (ସମ୍ବାଦ) (@sambad_odisha) 's Twitter Profile Photo

#BREAKING - ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା - ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା #Sambad #WeatherUpdate #HeavyRain #Odisha

#BREAKING
- ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା
- ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
-  ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
  #Sambad #WeatherUpdate #HeavyRain #Odisha
Sambad (ସମ୍ବାଦ) (@sambad_odisha) 's Twitter Profile Photo

ଆରଜି କର ମେଡିକାଲ କଲେଜକୁ ନେଇ ପୁଅ ହରାଇଥିବା ମା’ ଆଣିଲେ ଅଭିଯୋଗ #Sambad #Kolkata #RGMedicalCase sambad.in/crime/kolkata-…