ସୁଧାଂଶୁ ଶେଖର ନାୟକ (@sekhar_nay79597) 's Twitter Profile
ସୁଧାଂଶୁ ଶେଖର ନାୟକ

@sekhar_nay79597

Medical & Health

ID: 1696181753592029185

calendar_today28-08-2023 15:24:05

1,1K Tweet

170 Followers

1,1K Following

@Gajapati (ଗଜପତି) (@vadkri) 's Twitter Profile Photo

ଓଡ଼ିଶା ର ପ୍ରଥମ ୩ କଲେଜ - 1869 ମସିହାରେ ବ୍ରହ୍ମପୁର ସହରରେ ଓଡିଶା ର ପ୍ରଥମ କଲେଜ ପ୍ରତିଷ୍ଠାତା ହୋଇଥିଲା 1878 ମସିହାରେ ଏହି କଲେଜ Madras University ରaffiliation ପାଇଲା ଏହି ସମୟରେ କଲେଜର ନାମ Native college ହେଲା।1894 ଜୁଲାଇ 1,ରେ ପୁନଶ୍ଚ ଖଲ୍ଲିକୋଟ କଲେଜ ବୋଲି ନାମିତ ହେଇଥିଲା First principal - Mr.keeny 1/3

ଓଡ଼ିଶା ର ପ୍ରଥମ ୩ କଲେଜ -
1869 ମସିହାରେ ବ୍ରହ୍ମପୁର ସହରରେ ଓଡିଶା ର ପ୍ରଥମ କଲେଜ ପ୍ରତିଷ୍ଠାତା ହୋଇଥିଲା
1878 ମସିହାରେ ଏହି କଲେଜ Madras University ରaffiliation ପାଇଲା
ଏହି ସମୟରେ କଲେଜର ନାମ Native college ହେଲା।1894 ଜୁଲାଇ 1,ରେ ପୁନଶ୍ଚ ଖଲ୍ଲିକୋଟ କଲେଜ ବୋଲି ନାମିତ ହେଇଥିଲା
First principal - Mr.keeny 
1/3
Ghar Ke Kalesh (@gharkekalesh) 's Twitter Profile Photo

Sub Inspector Sachin Kumar sitting on the railway track to commit su!cide, over He said that "The police had caught 5 bike thieves. I presented them in the court. The judge said that you have caught wrong people. The judge misbehaved with me"

Indian Doctor🇮🇳 (@indian__doctor) 's Twitter Profile Photo

Again Politics !! Doctor's Protest Continues. . "First Sandeep Ghosh's promotion and transfer, now Vineet Goyal's just Transfer ? - why is WB CM, being a woman, playing such dirty politics? #RGKarProtest #justiceforRGKar

Kanak News (@kanak_news) 's Twitter Profile Photo

#ଥାନାରେ_ଲେଡି_କନଷ୍ଟେବଲ_ନାଇଟ୍_ପିନ୍ଧିଥିଲେ ସେଦିନ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ କିଭଳି ବ୍ୟବହାର କରିଥିଲା ଭରତପୁର ପୋଲିସ ... ଗୁମର ଖୋଲିଲେ ଅବସରପ୍ରାପ୍ତ ସେନାଧିକାରୀ #ArmyPoliceDispute #Odisha #KanakNews

Anamika A. 🇮🇳 (@delhiwalididi) 's Twitter Profile Photo

Husband has stopped drinking after covid.. Surprisingly, his friends have stopped visiting us n rarely invite him to get- togethers. We have normalised drinking to such an extent that people have started thinking its the only way to mingle with friends.

Dr. Abhinaba Pal (@abhinabavlogs) 's Twitter Profile Photo

Dr. Aniket Mahato, WBJDF representative to Media right after the meeting with Chief Secretary of West Bengal, Manoj Pant. Please listen and retweet 🙏🏻 MCKRDA WBDF West Bengal Junior Doctor's Front FORDA INDIA #RGKarProtest #JusticeForRGKar #RGKarProtest #MedTwitter

ସୁଧାଂଶୁ ଶେଖର ନାୟକ (@sekhar_nay79597) 's Twitter Profile Photo

- ପୁଅ କେମିତି ଅଛନ୍ତି ରଘୁବର ବାବୁ ? 😉 - ଆପଣଙ୍କ କୃପାରୁ ସବୁ ଠିକ ସାର୍, କେହି ହାତ ମାରିବାକୁ ସାହସ କରିନାହାଁନ୍ତି। ବରଂ ସେ ମାରି ଦେଇ ଚାଲିଗଲା । #ଓଡିଆ_ଅସ୍ମିତା

- ପୁଅ କେମିତି ଅଛନ୍ତି ରଘୁବର ବାବୁ ? 😉

- ଆପଣଙ୍କ କୃପାରୁ ସବୁ ଠିକ ସାର୍, କେହି ହାତ ମାରିବାକୁ ସାହସ କରିନାହାଁନ୍ତି। ବରଂ ସେ ମାରି ଦେଇ ଚାଲିଗଲା ।

#ଓଡିଆ_ଅସ୍ମିତା
ଓଟିଭି (@otvkhabar) 's Twitter Profile Photo

'ମୋ ଛୋଟ ଛୁଆ, ସ୍ତ୍ରୀ, ବାପା ମାଆ ତୋତେ ଲାଗିଲେ ନନା ।' ଫରେଷ୍ଟରଙ୍କ ସୁଇସାଇଡ୍ ନୋଟକୁ ମନେ ପକାଇ କାନ୍ଦୁଛନ୍ତି ବଡ଼ ଭାଇ #Rayagada #Odisha #OTV

ଓଟିଭି (@otvkhabar) 's Twitter Profile Photo

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣା । ସେଦିନର କଳା କାହାଣୀ କାନ୍ଦି କାନ୍ଦି କହିଲେ ମେଜରଙ୍କ ବାନ୍ଧବୀ । ଶୁଣନ୍ତୁ.. #Odisha #Crime #BharatpurPoliceStation

BJD IT Cell (@bjditcell) 's Twitter Profile Photo

#ବିଜେପି_ଶାସନରେ_ବିଧ୍ୱସ୍ତ_ଆଇନ_ବ୍ୟବସ୍ଥା ୧୦୦ଦିନ ପୂର୍ତ୍ତି ଅବସରରେ ରାଜ୍ୟକୁ ନାରୀ ସମ୍ମାନର ଭଲ ଭେଟି ଦେଇଛି ଡବଲ ଇଞ୍ଜିନ ସରକାର। ଏଠି ଲୋକଙ୍କ ସୁରକ୍ଷାଦାତା ବି ପାଲଟନ୍ତି ଭକ୍ଷକ। ମୋହନ ବାବୁ ଦିଲ୍ଲୀ ବସଙ୍କ ପଦସେବାରେ ବ୍ୟସ୍ତ ଆଉ ମନ୍ତ୍ରୀମଣ୍ଡଳ ରିମୋର୍ଟ ଦ୍ୱାରା ପରିଚାଳିତ।

Elina 🇮🇳 (@sunshinee_2068) 's Twitter Profile Photo

Not just the capital,the police system in all the districts of Odisha is same !! They don't accept an FIR from people including senior citizens as they don’t have to investigate !! 24yrs of NAPA Govt !! slow claps 👏👏 CMO Odisha PMO India Amit Shah

Odisha Reporter (@odishareporter) 's Twitter Profile Photo

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ସାମନାକୁ ଆସିଲା ଘଟଣା ଦିନର ଭିଜୁଆଲ । ଏହି ଭିଡିଓକୁ କେହି ଜଣେ ପୁଲିସ କର୍ମଚାରୀ ସୁଟିଂ କରିଥିବା ଜଣାପଡିଛି । #Odisha #Bhubaneswar

ଓଟିଭି (@otvkhabar) 's Twitter Profile Photo

#ନାଟକ_ଚାଲିଥିଲା_ଫୋନ୍‌‌_ଆସିଲା​ ଅଭିନେତ୍ରୀ ଟିକିନାଙ୍କ ଏଇ ଛୋଟିଆ ସଂଳାପଟିଏ... ନାଁକୁ ସିନା ଦୁଃଖ ନାଟକ... ହେଲେ ଆମ ସମାଜରେ ଘଟୁଥିବା ସତ ଘଟଣାକୁ ଗୋଟି ଗୋଟିକରି ଯେମିତି ବର୍ଣ୍ଣନା କରୁଛି । ଆଉ ଇଏ ହେଉଛି ସତସତିକା ଟିକିନାଙ୍କ ଦୁଃଖ । ନିଜ ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଛି । #Koida​ #TikinaSwain​ #JatraMancha​ #OTV

Kanak News (@kanak_news) 's Twitter Profile Photo

‘#ଘଟଣାର_ଉଚିତ_ତଦନ୍ତ_କରାଯିବ’ ମେଜରଙ୍କ ବାନ୍ଧବୀଙ୍କୁ ପୋଲିସର ମାଡ ଘଟଣା । ଭରତପୁରରେ ପହଞ୍ଚିଲେ ରାଜ୍ୟ ମହିଳା କମିସନ । କହିଲେ, ଏହାର ଉଚିତ ତଦନ୍ତ ହେବ, ଯିଏ ଦୋଷୀ ସିଏ ଦଣ୍ଡ ପାଇବ । #StateWomenCommission #BharatpurPoliceStation