Soumyaranjan Patnaik (@soumyasambad) 's Twitter Profile
Soumyaranjan Patnaik

@soumyasambad

Chairman @SambadGroup

ID: 1146415079476252674

linkhttps://soumyapatnaik.in/ calendar_today03-07-2019 13:47:09

963 Tweet

16,16K Takipçi

13 Takip Edilen

Soumyaranjan Patnaik (@soumyasambad) 's Twitter Profile Photo

ମୁଁ ମୂଳରୁ କହି ଆସୁଛି କି "ଗଣତନ୍ତ୍ରରେ ହିଂସାର ଆଦୌ ସ୍ଥାନ ନାହିଁ।" ଦେଖନ୍ତୁ ଆଜି ପଣ୍ଡୁଆ ପଞ୍ଚାୟତର ମୋର ସମର୍ଥକମାନଙ୍କୁ କ୍ଷମତାରେ ଥବା ଲୋକମାନେ କଣ କରିଛନ୍ତି? ଏହି କଥା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରୁଛି ଯେ ବଦ୍ରିବାବୁ କଣ ଏତେ ନିଃସହାୟ ହେଇଗଲେ ଯେ ତାଙ୍କୁ ହିଂସାର ଆଶ୍ରୟ ନେବା ଏକମାତ୍ର ବାଟ ଦେଖାଗଲା?

Soumyaranjan Patnaik (@soumyasambad) 's Twitter Profile Photo

#ଘସିପୁରାନିର୍ବାଚନମଣ୍ଡଳୀ #ସୌମ୍ୟରଂଜନପଟ୍ଟନାୟକ #ଗଣତନ୍ତ୍ର #ସୌମ୍ୟଗ୍ୟାରେଣ୍ଟି #Election2024

Soumyaranjan Patnaik (@soumyasambad) 's Twitter Profile Photo

"ଭୟର ବାତାବରଣ ଦୂର ହେବ, ମୂଳ ହଟିବ ; ଘସିପୁରାର ସୁଦିନ ଓ ସୁନାମ ଫେରିବ।" #ଘସିପୁରାନିର୍ବାଚନମଣ୍ଡଳୀ #ସୌମ୍ୟରଂଜନପଟ୍ଟନାୟକ #ସୌମ୍ୟଗ୍ୟାରେଣ୍ଟି #ଅଟୋରିକ୍ସା #Election2024

"ଭୟର ବାତାବରଣ ଦୂର ହେବ, ମୂଳ ହଟିବ ; ଘସିପୁରାର ସୁଦିନ ଓ ସୁନାମ ଫେରିବ।"
#ଘସିପୁରାନିର୍ବାଚନମଣ୍ଡଳୀ #ସୌମ୍ୟରଂଜନପଟ୍ଟନାୟକ #ସୌମ୍ୟଗ୍ୟାରେଣ୍ଟି #ଅଟୋରିକ୍ସା #Election2024
Soumyaranjan Patnaik (@soumyasambad) 's Twitter Profile Photo

#ସୌମ୍ୟରଂଜନପଟ୍ଟନାୟକ #ଘସିପୁରାନିର୍ବାଚନମଣ୍ଡଳୀ #ଅଟୋରିକ୍ସା #Election2024

Soumyaranjan Patnaik (@soumyasambad) 's Twitter Profile Photo

#ସୌମ୍ୟରଂଜନପଟ୍ଟନାୟକ #ଘସିପୁରାନିର୍ବାଚନମଣ୍ଡଳୀ #ଅଟୋରିକ୍ସା #Election2024

Soumyaranjan Patnaik (@soumyasambad) 's Twitter Profile Photo

" ମୁକ୍ତି ସଂଗ୍ରାମରେ ସାମିଲ ହେଲି, ପରିବର୍ତ୍ତନର ବାର୍ତ୍ତାବହ ସାଜିଛି । ଘସିପୁରାର ଇତିହାସ ରକ୍ତରଂଜିତ ; କୁଶାସନକୁ ସୁଶାସନରେ ବଦଳାଇବୁ " #ଘସିପୁରାନିର୍ବାଚନମଣ୍ଡଳୀ #ସୌମ୍ୟରଂଜନପଟ୍ଟନାୟକ #ଅଟୋରିକ୍ସା #Election2024

" ମୁକ୍ତି ସଂଗ୍ରାମରେ ସାମିଲ ହେଲି, ପରିବର୍ତ୍ତନର ବାର୍ତ୍ତାବହ ସାଜିଛି ।  ଘସିପୁରାର ଇତିହାସ ରକ୍ତରଂଜିତ ;  କୁଶାସନକୁ ସୁଶାସନରେ ବଦଳାଇବୁ "
#ଘସିପୁରାନିର୍ବାଚନମଣ୍ଡଳୀ
#ସୌମ୍ୟରଂଜନପଟ୍ଟନାୟକ
#ଅଟୋରିକ୍ସା
#Election2024
Soumyaranjan Patnaik (@soumyasambad) 's Twitter Profile Photo

ଘସିପୁରାରେ ଶାନ୍ତି ଫେରେଇ ଆଣିବା ପାଇଁ ଓ ଘସିପୁରାବାସୀଙ୍କୁ ସଚେତନ କରିବା ପାଇଁ ମୁଁ ଘସିପୁରାବାସୀଙ୍କ ସହ ଥିଲି, ଅଛି ଓ ରହିବି। ଘସିପୁରାକୁ ଏକ ହିଂସାମୁକ୍ତ ନିର୍ବାଚନ ମଣ୍ଡଳୀ କରି ସେଠାକାର ଲୋକଙ୍କୁ ଏକ ସୁସ୍ଥ ବାତାବରଣ ଦେବା ପାଇଁ ମୁଁ ସଂକଳ୍ପବଦ୍ଧ। ଘସିପୁରାବାସୀଙ୍କ ଏ ଅକୁଣ୍ଠଚିତ୍ତ ସମର୍ଥନ ପାଇଁ ମୁଁ ସେମାନଙ୍କ ପାଖରେ କୃତଜ୍ଞ

ଶରୀର ଓ ମନକୁ ସୁସ୍ଥ ରଖିବାକୁ ଆମ ପୂର୍ବପୁରୁଷ ମାନେ ଆମକୁ 'ଯୋଗ' ପରି ଏକ ଅତ୍ୟନ୍ତ ଉପକାରୀ ଉପହାର ଦେଇ ଯାଇଛନ୍ତି । ଏହାକୁ ନିୟମିତ ଅଭ୍ଯାସ କରି ଆମେ ନିଜେ ସୁସ୍ଥ ରହିବା ଏବଂ ସମାଜକୁ ସୁସ୍ଥ ରଖିବା । #InternationalYogaDay #YogaForPeace #yogadaycelebration

ଶରୀର ଓ ମନକୁ ସୁସ୍ଥ ରଖିବାକୁ ଆମ ପୂର୍ବପୁରୁଷ ମାନେ ଆମକୁ 'ଯୋଗ' ପରି ଏକ ଅତ୍ୟନ୍ତ ଉପକାରୀ  ଉପହାର ଦେଇ ଯାଇଛନ୍ତି । ଏହାକୁ ନିୟମିତ ଅଭ୍ଯାସ କରି ଆମେ ନିଜେ ସୁସ୍ଥ ରହିବା ଏବଂ ସମାଜକୁ ସୁସ୍ଥ ରଖିବା ।
#InternationalYogaDay 
#YogaForPeace 
#yogadaycelebration
Soumyaranjan Patnaik (@soumyasambad) 's Twitter Profile Photo

"ସଫଳତା ହାସଲ କରିବାକୁ ହେଲେ ବହୁଭାଷୀ ହେବାକୁ ପଡ଼ିବ କିନ୍ତୁ ଆଗ ନିଜ ମାତୃଭାଷା ମହତ ରଖିବାକୁ ପଡ଼ିବ । " - 'ଆମ ଓଡ଼ିଶା'ର ୨୮ ତମ ପ୍ରତିଷ୍ଠା ଦିବସ ଅବସରରେ ।

"ସଫଳତା ହାସଲ କରିବାକୁ ହେଲେ ବହୁଭାଷୀ ହେବାକୁ ପଡ଼ିବ କିନ୍ତୁ ଆଗ ନିଜ ମାତୃଭାଷା ମହତ ରଖିବାକୁ ପଡ଼ିବ । "
- 'ଆମ ଓଡ଼ିଶା'ର ୨୮ ତମ  ପ୍ରତିଷ୍ଠା ଦିବସ ଅବସରରେ ।
Soumyaranjan Patnaik (@soumyasambad) 's Twitter Profile Photo

"ଜଣେ ଲେଖକ ଆନ୍ଦୋଳିତ ହେଲେ ହିଁ ଭଲ ଲେଖିପାରେ । ଲେଖା ତଥ୍ୟ ଓ ପ୍ରମାଣ ଭିତ୍ତିକ ହେଲେ ତାହା ପାଠକଙ୍କ ଆଦୃତି ଲାଭ କରେ ।" - ସମ୍ଭାବନାର ସ୍ଵନକ୍ଷତ୍ର ଦିବସରେ ଯୋଗଦେଇ ସଂଗ୍ରାମୀ ଓ ବଳିଦାନୀମାନଙ୍କ ସ୍ମୃତିଚାରଣ କରିବା ଅବସରରେ।

"ଜଣେ ଲେଖକ ଆନ୍ଦୋଳିତ ହେଲେ ହିଁ ଭଲ ଲେଖିପାରେ । ଲେଖା ତଥ୍ୟ ଓ ପ୍ରମାଣ ଭିତ୍ତିକ ହେଲେ ତାହା ପାଠକଙ୍କ ଆଦୃତି ଲାଭ କରେ ।"
- ସମ୍ଭାବନାର ସ୍ଵନକ୍ଷତ୍ର ଦିବସରେ ଯୋଗଦେଇ ସଂଗ୍ରାମୀ ଓ ବଳିଦାନୀମାନଙ୍କ ସ୍ମୃତିଚାରଣ କରିବା ଅବସରରେ।
Soumyaranjan Patnaik (@soumyasambad) 's Twitter Profile Photo

"ଗଣତନ୍ତ୍ର ସୁରକ୍ଷିତ ରହିବା ପାଇଁ ସମ୍ବିଧାନ ସହିତ ସାମାଜିକ ସୁରକ୍ଷା ଦରକାର । ସମ୍ବିଧାନ ସୁରକ୍ଷିତ ରହିବା ପାଇଁ ଅନୁଷ୍ଠାନଗୁଡିକର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।" - ଝଙ୍କଡ଼ ସାହିତ୍ୟ ସଂସଦର ଦଶମ ବାର୍ଷିକ ସାରସ୍ଵତ ସମ୍ମେଳନ-୨୦୨୪ ଅବସରରେ ।

"ଗଣତନ୍ତ୍ର ସୁରକ୍ଷିତ ରହିବା ପାଇଁ ସମ୍ବିଧାନ ସହିତ ସାମାଜିକ ସୁରକ୍ଷା ଦରକାର । ସମ୍ବିଧାନ ସୁରକ୍ଷିତ ରହିବା ପାଇଁ ଅନୁଷ୍ଠାନଗୁଡିକର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ ।"
 -  ଝଙ୍କଡ଼ ସାହିତ୍ୟ ସଂସଦର ଦଶମ ବାର୍ଷିକ ସାରସ୍ଵତ ସମ୍ମେଳନ-୨୦୨୪ ଅବସରରେ ।
Soumyaranjan Patnaik (@soumyasambad) 's Twitter Profile Photo

ସମସ୍ତଙ୍କୁ ସ୍ବାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା । #ସ୍ବାଧୀନତା_ଦିବସ #IndependenceDay2024

ସମସ୍ତଙ୍କୁ ସ୍ବାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା । 
#ସ୍ବାଧୀନତା_ଦିବସ 
#IndependenceDay2024
Soumyaranjan Patnaik (@soumyasambad) 's Twitter Profile Photo

"ଓଡ଼ିଆ ଜାତି ତଥା ଅସ୍ମିତାର ପ୍ରଥମ ପରିଚୟ ଯଦି ପ୍ରଭୁ ଜଗନ୍ନାଥ ହୁଅନ୍ତି ତେବେ ଦ୍ଵିତୀୟ ଉଦାହରଣ ହେଉଛନ୍ତି କବି ଗଙ୍ଗାଧର ମେହେର କାରଣ ଜଗନ୍ନାଥଙ୍କ ପରେ ଓଡ଼ିଆ ଭାଷା ହେଉଛି ଆମର ପରିଚୟ । ଆମ ଭାଷାର ଆରାଧନା ପାଇଁ କବି ଗଙ୍ଗାଧର ମେହେର ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।" - ବରପାଲିଠାରେ ସ୍ଵଭାବ କବିଙ୍କ ଜୟନ୍ତୀ ସମାରୋହ ଅବସରରେ

"ଓଡ଼ିଆ ଜାତି ତଥା  ଅସ୍ମିତାର ପ୍ରଥମ ପରିଚୟ ଯଦି ପ୍ରଭୁ ଜଗନ୍ନାଥ ହୁଅନ୍ତି ତେବେ ଦ୍ଵିତୀୟ ଉଦାହରଣ ହେଉଛନ୍ତି କବି ଗଙ୍ଗାଧର ମେହେର କାରଣ ଜଗନ୍ନାଥଙ୍କ ପରେ ଓଡ଼ିଆ ଭାଷା ହେଉଛି ଆମର ପରିଚୟ । ଆମ ଭାଷାର ଆରାଧନା ପାଇଁ କବି ଗଙ୍ଗାଧର ମେହେର ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ।"
- ବରପାଲିଠାରେ ସ୍ଵଭାବ କବିଙ୍କ ଜୟନ୍ତୀ ସମାରୋହ ଅବସରରେ
Soumyaranjan Patnaik (@soumyasambad) 's Twitter Profile Photo

“ନାଗରିକ ସମାଜ ସମୃଦ୍ଧ ହେଲେ ଗଣତନ୍ତ୍ର ସୁଦୃଢ ହେବ ।“ - ଜଗନ୍ନାଥପ୍ରସାଦ ‘ସମ୍ବାଦ ସାହିତ୍ୟ ଘର’ର ବାର୍ଷିକୋତ୍ସବ ଅବସରରେ ।

“ନାଗରିକ ସମାଜ ସମୃଦ୍ଧ ହେଲେ ଗଣତନ୍ତ୍ର ସୁଦୃଢ ହେବ ।“
- ଜଗନ୍ନାଥପ୍ରସାଦ  ‘ସମ୍ବାଦ ସାହିତ୍ୟ ଘର’ର ବାର୍ଷିକୋତ୍ସବ ଅବସରରେ ।
Soumyaranjan Patnaik (@soumyasambad) 's Twitter Profile Photo

“ମୁଦ୍ରଣ ସଂସ୍ଥା ବର୍ତ୍ତମାନ ସମୟରେ ତିଷ୍ଠି ରହିବା କଷ୍ଟକର କିନ୍ତୁ ଏହା କେବେବି ବନ୍ଦ ହେବନାହିଁ । ଏବେ ନିଛକ ସାମ୍ବାଦିକତାର ଆବଶ୍ୟକତା ରହିଛି ହେଲେ କେତେଜଣ ତାହାକୁ ବାନ୍ଧି ରଖିଛନ୍ତି । ସର୍ବଦା ନିଛକ, ନିରପେକ୍ଷ ଓ ସତ୍ୟଖବର ପ୍ରକାଶ ହେଲେ ନିଶ୍ଚିତ ସମାଜର ମଙ୍ଗଳ ହେବ ।“ - ହିନ୍ଦୀ ଦୈନିକ ‘ସନ୍ମାର୍ଗ’ର ସ୍ବତନ୍ତ୍ର ଉତ୍ସବ ଅବସରରେ

“ମୁଦ୍ରଣ ସଂସ୍ଥା ବର୍ତ୍ତମାନ ସମୟରେ ତିଷ୍ଠି ରହିବା କଷ୍ଟକର କିନ୍ତୁ ଏହା କେବେବି ବନ୍ଦ ହେବନାହିଁ । ଏବେ ନିଛକ ସାମ୍ବାଦିକତାର ଆବଶ୍ୟକତା ରହିଛି ହେଲେ କେତେଜଣ ତାହାକୁ ବାନ୍ଧି ରଖିଛନ୍ତି । ସର୍ବଦା ନିଛକ, ନିରପେକ୍ଷ ଓ ସତ୍ୟଖବର ପ୍ରକାଶ ହେଲେ ନିଶ୍ଚିତ ସମାଜର ମଙ୍ଗଳ ହେବ ।“
- ହିନ୍ଦୀ ଦୈନିକ ‘ସନ୍ମାର୍ଗ’ର ସ୍ବତନ୍ତ୍ର ଉତ୍ସବ ଅବସରରେ
Soumyaranjan Patnaik (@soumyasambad) 's Twitter Profile Photo

“ଓଡ଼ିଆ ଜାତିର ମୁଖ୍ୟ ସଂକଟ ହେଉଛି ଜାତୀୟ ଚରିତ୍ରର ଅବକ୍ଷୟ । ଚରିତ୍ର ନିର୍ମାଣ ପାଇଁ ଅପସଂସ୍କୃତି ଆପଣେଇବାକୁ ପ୍ରଗତି ବୋଲି କୁହାଯାଇପାରିବ ନାହିଁ । ଏଣୁ ସମ୍ଭାବନା ଥିଲେ ମଧ୍ୟ ଚରିତ୍ର ସଂକଟ ଦୂର ନହେବା ପର୍ଯ୍ୟନ୍ତ ରାଜ୍ୟର ବିକାଶ ସମ୍ଭବ ନୁହେଁ ।“ 'ଓଡ଼ିଶାର ପ୍ରଗତି : ସମ୍ଭାବନା ଓ ସଂକଟ' ଆଲୋଚନାଚକ୍ରରେ ଭାଗନେବା ଅବସରରେ ।

“ଓଡ଼ିଆ ଜାତିର ମୁଖ୍ୟ ସଂକଟ ହେଉଛି ଜାତୀୟ ଚରିତ୍ରର ଅବକ୍ଷୟ । ଚରିତ୍ର ନିର୍ମାଣ ପାଇଁ ଅପସଂସ୍କୃତି ଆପଣେଇବାକୁ ପ୍ରଗତି ବୋଲି କୁହାଯାଇପାରିବ ନାହିଁ । ଏଣୁ ସମ୍ଭାବନା ଥିଲେ ମଧ୍ୟ ଚରିତ୍ର ସଂକଟ ଦୂର ନହେବା ପର୍ଯ୍ୟନ୍ତ ରାଜ୍ୟର ବିକାଶ ସମ୍ଭବ ନୁହେଁ ।“
'ଓଡ଼ିଶାର ପ୍ରଗତି : ସମ୍ଭାବନା ଓ ସଂକଟ' ଆଲୋଚନାଚକ୍ରରେ ଭାଗନେବା ଅବସରରେ ।
Soumyaranjan Patnaik (@soumyasambad) 's Twitter Profile Photo

"ଇଶ୍ବର ଆମକୁ ଏକ ସୁନ୍ଦର ପରିବେଶ ଦେଇଛନ୍ତି । କଳାପଥର ଉତ୍ତୋଳନ ଉପରେ, ପାହାଡ ଧ୍ୱଂସ ଉପରେ ଯଦି ନିୟନ୍ତ୍ରଣ କରାନଯିବ ତେବେ ଭବିଷ୍ୟତ ପିଢି ପାହାଡ କଣ ଆଉ ଜାଣିବାକୁ ପାଇବେ ନାହିଁ ।" - ଯାଜପୁର ଜିଲ୍ଲା ମଧୁପୁରଗଡ ଶୁନାମୁହିଁଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ପରିବେଶ ପଞ୍ଚାୟତ’ରେ ।

"ଇଶ୍ବର ଆମକୁ ଏକ ସୁନ୍ଦର ପରିବେଶ ଦେଇଛନ୍ତି । କଳାପଥର ଉତ୍ତୋଳନ ଉପରେ, ପାହାଡ ଧ୍ୱଂସ ଉପରେ ଯଦି ନିୟନ୍ତ୍ରଣ କରାନଯିବ ତେବେ ଭବିଷ୍ୟତ ପିଢି ପାହାଡ କଣ ଆଉ ଜାଣିବାକୁ ପାଇବେ ନାହିଁ ।" 
- ଯାଜପୁର ଜିଲ୍ଲା ମଧୁପୁରଗଡ ଶୁନାମୁହିଁଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ପରିବେଶ ପଞ୍ଚାୟତ’ରେ  ।