Swayam Prakash (@swayam4odisha) 's Twitter Profile
Swayam Prakash

@swayam4odisha

Head, Social Media Cell @bjd_odisha याचना नहीं, अब रण होगा... ବିଜୟକୁ ନେଇ ଉଲ୍ଲସିତ ହୁଅନି, ପରାଜୟ ବିବ୍ରତ କରିବନି #କର୍ମଯୋଗ

ID: 257920811

calendar_today26-02-2011 15:38:27

7,7K Tweet

32,32K Followers

1,1K Following

Swayam Prakash (@swayam4odisha) 's Twitter Profile Photo

ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଜିତ କୁମାରଙ୍କୁ Biju Janata Dalରୁ ବହିଷ୍କାର କରିଛନ୍ତି ସଭାପତି Naveen Patnaik

ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଜିତ କୁମାରଙ୍କୁ <a href="/bjd_odisha/">Biju Janata Dal</a>ରୁ ବହିଷ୍କାର କରିଛନ୍ତି ସଭାପତି <a href="/Naveen_Odisha/">Naveen Patnaik</a>
Swayam Prakash (@swayam4odisha) 's Twitter Profile Photo

Naveen Patnaik has always been known for empowering the youth and educated individuals, even those without prior political experience, to serve the people of #Odisha. This vision led him to pick #SujitKumar from backward #Kalahandi, believing he would work tirelessly for the

Swayam Prakash (@swayam4odisha) 's Twitter Profile Photo

ବୁଦ୍ଧି ଓ ଜ୍ଞାନର ଆରାଧ୍ୟ ଦେବତା ପ୍ରଭୁ ବିଘ୍ନନାଶକ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ, ଶ୍ରୀଗଣେଶ ଚତୁର୍ଥୀରେ ଏତିକି ପ୍ରାର୍ଥନା ସହ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🙏

ବୁଦ୍ଧି ଓ ଜ୍ଞାନର ଆରାଧ୍ୟ ଦେବତା ପ୍ରଭୁ ବିଘ୍ନନାଶକ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ, ଶ୍ରୀଗଣେଶ ଚତୁର୍ଥୀରେ ଏତିକି ପ୍ରାର୍ଥନା ସହ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🙏
Naveen Patnaik (@naveen_odisha) 's Twitter Profile Photo

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ସଭିଙ୍କ ଗହଣରେ ସାମିଲ ହେଲି। ବିଦ୍ୟାଦାତା ପ୍ରଭୁ ଶ୍ରୀଗଣେଶଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କଲି। #GaneshChaturthi

ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ମାଲକାନଗିରିବାସୀ ଗଭୀର ଭାବେ ପ୍ରଭାବିତ ହେବେ। ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ବାସ୍ତବ ସ୍ଥିତି ଯାଞ୍ଚ କରିଥିବା Biju Janata Dal ର ସଦସ୍ୟଙ୍କଠାରୁ ରିପୋର୍ଟ ଗ୍ରହଣ କଲି। ପ୍ରକଳ୍ପକୁ ପଞ୍ଚାୟତରୁ ପାର୍ଲିଆମେଣ୍ଟ ଯାଏଁ, ସବୁ ସ୍ତରରେ ଜୋରଦାର ବିରୋଧ କରାଯିବ। ଆଦିବାସୀ ଭାଇଭଉଣୀଙ୍କ ହକ୍ ପାଇଁ ବିଜେଡିର ଲଢ଼େଇ ଜାରି

Naveen Patnaik (@naveen_odisha) 's Twitter Profile Photo

ଏହା କ'ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି। ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର

Biju Janata Dal (@bjd_odisha) 's Twitter Profile Photo

ସ୍ୱର ହେଉଛି ଆହୁରି ଶାଣିତ, ସବୁ ସ୍ତରରେ ବିଜେପିର ମିଛ ନେଇ ଜୋରଦାର ହେବ ଲଢ଼େଇ। ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତାକୁ ଆଦର୍ଶ ଭାବେ ଗ୍ରହଣ କରି ଲୋକଙ୍କ ପାଇଁ କାମ ଜାରି ରଖିବାକୁ ସଭାପତି ଶ୍ରୀ Naveen Patnaik ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକରେ ଆହ୍ୱାନ ଜଣାଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରି ଅଧିକ

ସ୍ୱର ହେଉଛି ଆହୁରି ଶାଣିତ, ସବୁ ସ୍ତରରେ ବିଜେପିର ମିଛ ନେଇ ଜୋରଦାର ହେବ ଲଢ଼େଇ।

ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତାକୁ ଆଦର୍ଶ ଭାବେ ଗ୍ରହଣ କରି ଲୋକଙ୍କ ପାଇଁ କାମ ଜାରି ରଖିବାକୁ ସଭାପତି ଶ୍ରୀ <a href="/Naveen_Odisha/">Naveen Patnaik</a> ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକରେ ଆହ୍ୱାନ ଜଣାଇଛନ୍ତି। ସଭ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରି ଅଧିକ
Biju Janata Dal (@bjd_odisha) 's Twitter Profile Photo

ସୁବିଧାବାଦୀ ବ୍ୟକ୍ତିଙ୍କ ଦଳବଦଳ ବିଜେଡିକୁ ଲଢେଇ ପାଇଁ ଅଧିକ ଶକ୍ତି ଦେଇଛି। ବିଜେଡି ବ୍ୟକ୍ତି ନୁହେଁ ଆଦର୍ଶ ଉପରେ ପ୍ରତିଷ୍ଠିତ ବୋଲି ସଭାପତି କହିଛନ୍ତି। କିଛି ଲୋକ ସେମାନଙ୍କ ଚିନ୍ତାଧାରାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି। କିନ୍ତୁ ଭାରତ ପରି ଏକ ଗଣତାନ୍ତ୍ରିକ ସମାଜରେ ଏହା ଗ୍ରହଣୀୟ ନୁହେଁ। ମହାପୁରୁଷଙ୍କ ନିନ୍ଦା କ'ଣ

ସୁବିଧାବାଦୀ ବ୍ୟକ୍ତିଙ୍କ ଦଳବଦଳ ବିଜେଡିକୁ ଲଢେଇ ପାଇଁ ଅଧିକ ଶକ୍ତି ଦେଇଛି। ବିଜେଡି ବ୍ୟକ୍ତି ନୁହେଁ ଆଦର୍ଶ ଉପରେ ପ୍ରତିଷ୍ଠିତ ବୋଲି ସଭାପତି କହିଛନ୍ତି। କିଛି ଲୋକ ସେମାନଙ୍କ ଚିନ୍ତାଧାରାକୁ ସମସ୍ତଙ୍କ ଉପରେ ଲଦି ଦେବାକୁ ଚାହୁଁଛନ୍ତି। କିନ୍ତୁ ଭାରତ ପରି ଏକ ଗଣତାନ୍ତ୍ରିକ ସମାଜରେ ଏହା ଗ୍ରହଣୀୟ ନୁହେଁ। ମହାପୁରୁଷଙ୍କ ନିନ୍ଦା କ'ଣ
Swayam Prakash (@swayam4odisha) 's Twitter Profile Photo

📌Naveen Patnaik at Youth Wing Meet - 📌Biju Janata Dal is built on Biju Babu's vision of a developed and empowered Odisha. #BJD is not about individuals; it stands on the dream of a prosperous Odisha. 📌Those who leave for opportunism only make us stronger to fight for Odisha’s

Naveen Patnaik (@naveen_odisha) 's Twitter Profile Photo

ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା ହେଉଛି ଆମର ଆଦର୍ଶ। ଏହାକୁ ମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ପାଇଁ କାମ ଜାରି ରଖିବାକୁ ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକରେ ଆହ୍ୱାନ ଜଣାଇଲି। ଆମର ଯୁବକମାନେ ଆହୁରି ସଙ୍ଗଠିତ ହୋଇ ପୂର୍ଣ୍ଣ ସାମର୍ଥ୍ୟର ସହ ଆଗକୁ ବଢ଼ନ୍ତୁ। ବିଜେଡି ସରକାର ସମୟରେ ଯୁବ ସଶକ୍ତିକରଣ ଉପରେ ଆମେ ବିଶେଷ ଧ୍ୟାନ

ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା ହେଉଛି ଆମର ଆଦର୍ଶ। ଏହାକୁ ମନ୍ତ୍ର ଭାବେ ଗ୍ରହଣ କରି ଲୋକଙ୍କ ପାଇଁ କାମ ଜାରି ରଖିବାକୁ ବିଜୁ ଯୁବ ଜନତା ଦଳର ସାଙ୍ଗଠନିକ ବୈଠକରେ ଆହ୍ୱାନ ଜଣାଇଲି।

ଆମର ଯୁବକମାନେ ଆହୁରି ସଙ୍ଗଠିତ ହୋଇ ପୂର୍ଣ୍ଣ ସାମର୍ଥ୍ୟର ସହ ଆଗକୁ ବଢ଼ନ୍ତୁ। ବିଜେଡି ସରକାର ସମୟରେ ଯୁବ ସଶକ୍ତିକରଣ ଉପରେ ଆମେ ବିଶେଷ ଧ୍ୟାନ
Swayam Prakash (@swayam4odisha) 's Twitter Profile Photo

୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାର ସ୍ୱପ୍ନ ଦେଖାଇ ଭୋଟ୍ ପାଇବା ପରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଶାବାସୀଙ୍କୁ କହୁଛନ୍ତି – ମାଗଣା ବିଜୁଳି ପାଇବାର ଆଶା ରଖନି । ଆଈ ମା’ ଗପ ଆଉ କଣ କି?

୩୦୦ ୟୁନିଟ୍ ମାଗଣା ବିଜୁଳି ଦେବାର ସ୍ୱପ୍ନ ଦେଖାଇ ଭୋଟ୍ ପାଇବା ପରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଶାବାସୀଙ୍କୁ କହୁଛନ୍ତି – ମାଗଣା ବିଜୁଳି ପାଇବାର ଆଶା ରଖନି ।

ଆଈ ମା’ ଗପ ଆଉ କଣ କି?
Swayam Prakash (@swayam4odisha) 's Twitter Profile Photo

#ଆଦାନୀ ହାତକୁ ଗଲା #ଗୋପାଳପୁର ବନ୍ଦର । ଓଡିଶାରେ ଚାଲିଛି ଡବଲ ଇଂଜିନ୍ ସରକାର ।

Naveen Patnaik (@naveen_odisha) 's Twitter Profile Photo

Deeply saddened to learn about the passing away of veteran CPI (M) leader Sitaram Yechury after prolonged illness. The eloquent, erudite and affable leader will be sorely missed during debates on issues of national importance. My thoughts and prayers are with the bereaved family,

Deeply saddened to learn about the passing away of veteran CPI (M) leader Sitaram Yechury after prolonged illness. The eloquent, erudite and affable leader will be sorely missed during debates on issues of national importance. My thoughts and prayers are with the bereaved family,
Swayam Prakash (@swayam4odisha) 's Twitter Profile Photo

ବଡ ବିଚିତ୍ର ସ୍ଥିତି, ବିଚିତ୍ର ଶାସନ ଚାଲିଛି। ବର୍ଷକ ତଳୁ ମୃତ୍ୟୁ ବରଣ କରିସାରିଥିବା ଜଣେ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ପ୍ରଦାନ କରାଯାଇଛି। ତାଲିକାର ୫୦ ନମ୍ବରରେ ନାଁ ଥିବା ପ୍ରବୋଧ କୁମାର ରାଉତଙ୍କ ଦେହାନ୍ତ ପ୍ରାୟ ବର୍ଷକ ତଳୁ ହୋଇସାରିଛି। ବୋଧହୁଏ ଡବଲ ଇଂଜିନ ସରକାରରେ ଏମିତି

ବଡ ବିଚିତ୍ର ସ୍ଥିତି, ବିଚିତ୍ର ଶାସନ ଚାଲିଛି। ବର୍ଷକ ତଳୁ ମୃତ୍ୟୁ ବରଣ କରିସାରିଥିବା ଜଣେ ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ପ୍ରଦାନ କରାଯାଇଛି। 

ତାଲିକାର ୫୦ ନମ୍ବରରେ ନାଁ ଥିବା ପ୍ରବୋଧ କୁମାର ରାଉତଙ୍କ ଦେହାନ୍ତ ପ୍ରାୟ ବର୍ଷକ ତଳୁ ହୋଇସାରିଛି।

ବୋଧହୁଏ ଡବଲ ଇଂଜିନ ସରକାରରେ ଏମିତି
Swayam Prakash (@swayam4odisha) 's Twitter Profile Photo

#ଗ୍ୟାରେଣ୍ଟି = #ଜୁମଲା ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଗ୍ୟାରେଣ୍ଟି ଦେଇଥିବା ଦଳ ଭୋଟ୍ ପାଇବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେଲା । ଠିକ୍ ଯେମିତି କଣ୍ଡିସନ୍ ଆପ୍ଲାଏକୁ ଅତି ଛୋଟ ଅକ୍ଷରରେ ଲେଖି ଗ୍ରାହକଙ୍କୁ ଭୂଆଁ ବୁଲାଇବା ପାଇଁ ବିଜ୍ଞାପନ ବାହାରେ ଠିକ ସେମିତି ବିଜେପି ସରକାର ରାଜ୍ୟର ପ୍ରାୟ ଦେଢ କୋଟି

#ଗ୍ୟାରେଣ୍ଟି = #ଜୁମଲା

ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର ଗ୍ୟାରେଣ୍ଟି ଦେଇଥିବା ଦଳ ଭୋଟ୍ ପାଇବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେଲା ।

ଠିକ୍ ଯେମିତି କଣ୍ଡିସନ୍ ଆପ୍ଲାଏକୁ ଅତି ଛୋଟ ଅକ୍ଷରରେ ଲେଖି ଗ୍ରାହକଙ୍କୁ ଭୂଆଁ ବୁଲାଇବା ପାଇଁ ବିଜ୍ଞାପନ ବାହାରେ ଠିକ ସେମିତି ବିଜେପି ସରକାର ରାଜ୍ୟର ପ୍ରାୟ ଦେଢ କୋଟି
Swayam Prakash (@swayam4odisha) 's Twitter Profile Photo

୫୦ ହଜାର ଦେଖାଇଲେ ୫ ହଜାର ପଠାଇଲେ। ଯେଉଁ ଭଳି ବଡ଼ ଅକ୍ଷରରେ ୫୦ ହଜାର ଲେଖିଲେ, ସେଇ ବଡ ଅକ୍ଷରରେ ତଳ ଲାଇନ ଲେଖିବାକୁ ସାହସ ପାଇଲାନି ବୋଧେ। ସତ କହିବାକୁ ଡର କାହିଁକି? ତଳେ ଲେଖାଅଛି - ୫ ବର୍ଷରେ ପାଇବେ 😂

୫୦ ହଜାର ଦେଖାଇଲେ ୫ ହଜାର ପଠାଇଲେ।

ଯେଉଁ ଭଳି ବଡ଼ ଅକ୍ଷରରେ ୫୦ ହଜାର ଲେଖିଲେ, ସେଇ ବଡ ଅକ୍ଷରରେ ତଳ ଲାଇନ ଲେଖିବାକୁ ସାହସ ପାଇଲାନି ବୋଧେ। ସତ କହିବାକୁ ଡର କାହିଁକି? 

ତଳେ ଲେଖାଅଛି - ୫ ବର୍ଷରେ ପାଇବେ 😂