ହେଇଟି ନନା (@heitinana) 's Twitter Profile
ହେଇଟି ନନା

@heitinana

ମିଛ କହିଲେ ଅଭିଶାପ ଦେବି ।

ID: 1359029474012983300

calendar_today09-02-2021 06:40:58

7,7K Tweet

1,1K Takipçi

294 Takip Edilen

ହେଇଟି ନନା (@heitinana) 's Twitter Profile Photo

ବିଜେପି କୁ ଭୋଟ ଦେବା ପୂର୍ବରୁ ଏ ଭାଇଙ୍କ କଥା ଶୁଣିକି ଯାଆନ୍ତୁ ଦେଖିବେ ମନରେ କାହାକୁ ଭୋଟ ଦେବେ ସ୍ଥିର କରିବେ ଅଂଧଭକ୍ତ ଙ୍କ କଥାରେ ଜମାରୁ ପଡନ୍ତୁ ନାହିଁ ସେମାନେ ଏବେ ଅଛନ୍ତି କାଲିକି ନଥିବେ କିନ୍ତୁ ନିଜର ଭବିଷ୍ୟତ ନିଜେ ଗଢନ୍ତୁ ଗୋଟେ ଭୋଟ ଦେଇକି 🙏

ହେଇଟି ନନା (@heitinana) 's Twitter Profile Photo

ଓଃ ୟେଶ ହିସାବ ହବ ଏ ପାତ୍ର ର ଯେମିତି ଆମ. ମହାପ୍ରଭୁଙ୍କୁ ନୀଚ ଦେଖେଇଛି ସେମିତି ହାରିବ ସାରଥୀ ଭଳିଆ ହବ ଶେଷରେ ତଳିତଳାନ୍ତ ହେଇଯିବ ପାତ୍ର l ଚକା ନୟନ ତୁ ହିସାବ କରିବୁ ଏ ଅଧର୍ମୀ ର l #SambitPatraGoBack

ଓଃ ୟେଶ 
ହିସାବ ହବ ଏ ପାତ୍ର ର ଯେମିତି ଆମ. ମହାପ୍ରଭୁଙ୍କୁ ନୀଚ ଦେଖେଇଛି ସେମିତି ହାରିବ ସାରଥୀ ଭଳିଆ ହବ ଶେଷରେ ତଳିତଳାନ୍ତ ହେଇଯିବ ପାତ୍ର l ଚକା ନୟନ ତୁ ହିସାବ କରିବୁ ଏ ଅଧର୍ମୀ ର l 
#SambitPatraGoBack
ହେଇଟି ନନା (@heitinana) 's Twitter Profile Photo

ଆରେ ଏଇଟା କଣ ତିନି ଦିନ ଓପାସ କରିବ ବୋଲି କହିଥିଲା କଣ ଏଠି ବସିକି ଖାଉଛି ଓଃ ନୋ ହଉ ଠିକ ଅଛି ଖାଇଯାଅ କିନ୍ତୁ ହାରିବ ଜଗନ୍ନାଥ ଙ୍କୁ ସାକ୍ଷୀ ରଖିକି କହିଥିଲ ଟି ଏ କଣ ତାହାଲେ 😀😝😊😂🤣

ଆରେ ଏଇଟା କଣ ତିନି ଦିନ ଓପାସ କରିବ ବୋଲି କହିଥିଲା କଣ ଏଠି ବସିକି ଖାଉଛି 
ଓଃ ନୋ 
ହଉ ଠିକ ଅଛି ଖାଇଯାଅ କିନ୍ତୁ ହାରିବ ଜଗନ୍ନାଥ ଙ୍କୁ ସାକ୍ଷୀ ରଖିକି କହିଥିଲ ଟି ଏ କଣ ତାହାଲେ 😀😝😊😂🤣
ହେଇଟି ନନା (@heitinana) 's Twitter Profile Photo

ଓଃ ନୋ କାଲି ଅଂଧଭକ୍ତ ସବୁ କୁଆଡେ ଯିବେ ମୁଁ ସେଇଆ ଭାବୁଛି ବାପା ତ ନିମଂତ୍ରଣ ଦେଇକି ପଳେଇଲା ଯେ ଶପଥ ନବ ବୋଲି କିନ୍ତୁ ନବୀନ ଅଛି ଜାଣିପାରିଲା ନାହିଁ l ବିଚରା କେଉଁ ଗାତରେ ଲୁଚିବେ ସବୁ 😝😝 #ଅଂଧଭକ୍ତ #modikiparivar

ହେଇଟି ନନା (@heitinana) 's Twitter Profile Photo

ଅଣ୍ଡିରା ଅଂଧଭକତୁଣୀ ମାଈ ଆଇଡି ଧାରୀ ମାନଙ୍କ ଚେହେରା ରୁ କାଲି ପରଦା ହଟିବ 😝

ହେଇଟି ନନା (@heitinana) 's Twitter Profile Photo

ଆଜି ସାବିତ୍ରୀ ରେ ବିଜେପି ମଙ୍ଗଳସୂତ୍ର ନେଇଗଲା ସବୁ ମହିଳାଙ୍କ ବେକରୁ 🙏ଧନ୍ୟବାଦ ଏଇଆ ହିଁ ଆଶା କରାଯାଇପାରେ ବିଜେପିଆ ଙ୍କ ଠାରୁ 🙏ସତ୍ୟବାନ ସବୁ ହତାଶ ହେଇଗଲେ 😝

ହେଇଟି ନନା (@heitinana) 's Twitter Profile Photo

ବାପା କୁ ଯିଏ ତାଲା ପକେଇକି ଟିକଟ ପାଇବ ସେ ହିଁ ଓଡ଼ିଆ ନା କଣ ମ୍ୟାଡ଼ାମ ଏତେ ତେଲ ମାରିକି କିଛି ଲାଭ ନାହିଁ 🤣ସେଇ ଧଳା ପୋଷାକ25 ବର୍ଷ ସେବା ଦେଇଥିଲା ଓଡିଶାବାସୀଙ୍କୁ ଜାଣିନାହାଁନ୍ତି ଯଦି ନିଜ ଘର ର ବୟସ୍କ ଲୋକଙ୍କୁ ପଚାରି ବୁଝ l😝 ଏ ଡକାୟତ ଓଡ଼ିଆ ନୁହଁନ୍ତି ଓଡ଼ିଆ ନାଁ ରେ କଳଙ୍କ ଧରମା ଯିଏ ନିଜ ବାପା ର ହେଲାନି ସେ କାହାର ହବ 🌹

ହେଇଟି ନନା (@heitinana) 's Twitter Profile Photo

ମୁକୁ ଭାଇନା ମୁଖ୍ୟମନ୍ତ୍ରୀ ହେଲେନି ବୋଲି ହେଇଟି ଭାଇନା ମନ ଦୁଃଖ ରେ ସମୁଦ୍ର କୂଳରେ ବସିକି ଦୁଃଖ ପ୍ରକାଶ କରୁଛି ହେଇଟି ଭାଉଜ ବି ତାକୁ ଛାଡିକି ପଳେଇଲେ କଣ କରିବ ବିଚରା ଭାଇନା 🌹🌹

ମୁକୁ ଭାଇନା ମୁଖ୍ୟମନ୍ତ୍ରୀ ହେଲେନି ବୋଲି <a href="/heitibhaina/">ହେଇଟି ଭାଇନା</a> ମନ ଦୁଃଖ ରେ ସମୁଦ୍ର କୂଳରେ ବସିକି ଦୁଃଖ ପ୍ରକାଶ କରୁଛି <a href="/HeitiBhauja/">ହେଇଟି ଭାଉଜ</a> ବି ତାକୁ ଛାଡିକି ପଳେଇଲେ କଣ କରିବ ବିଚରା ଭାଇନା 🌹🌹
ହେଇଟି ନନା (@heitinana) 's Twitter Profile Photo

ଓଃ ନୋ ନିଜେ କହିକି ବି ମାନୁନାହାଁନ୍ତି କି କଥା ଏଗୁଡ଼ାକ 😊😊 #ModiHaiTohMumkinHai

ହେଇଟି ନନା (@heitinana) 's Twitter Profile Photo

ମନ୍ତ୍ରୀ ଙ୍କ driver କଣ ସିଟ ବେଲ୍ଟ ପିନ୍ଧିବେନି ଏଇଟା କେଉଁଠି ନିୟମ ଅଛି କି?

ହେଇଟି ନନା (@heitinana) 's Twitter Profile Photo

ଓଃ ନୋ ଏ କି କଥା ତମେ ତ କହୁଛ ପୁଣି ASI କଣ କଲା ତାଙ୍କୁ ଆଉ ତାଙ୍କ ଲୋକଙ୍କୁ ଦୋଷ ଦଉଚ ଗୁଣ ଯାଇନି ତମର ପୃଥିବୀ ନନା l ତମ କଥାବାର୍ତ୍ତା ଠିକ ନାହିଁ ଯାହା ଜଣାପଡୁଛି ଏମିତି ରାଗୁଛ କାହିଁକି ତମ ମୁହଁରୁ ତ କହୁଛ ଆଉ ତମ ପାଇଁ କିଏ କହିବାକୁ ଆସିବ ନା କଣ ମ l ଏଇତ ଜିତିଗଲା ପରେ ବେମାରୀ ବାହାରୁଚି l Prithiviraj Harichandan ଦୋଷ ପ୍ରବଳ 😂

ହେଇଟି ନନା (@heitinana) 's Twitter Profile Photo

ମହିଳାଙ୍କୁ କେବେ ମିଳିବ ମାସିକ 1000 ଟଙ୍କା ଭତ୍ତା ଆଉ 300 ୟୁନିଟ ବିଜୁଳି କେବେ ମିଳିବ ମାଗଣା 😝😝 #ModiKiGuarantee କୁଆଡେ ଗଲା ବିଜେପି ବାଲା କିଛି ଉତ୍ତର ଦିଅ l

ହେଇଟି ନନା (@heitinana) 's Twitter Profile Photo

ଏ ପୁଣି କିଏ? ଓଃ ନୋ କଣ କହିଲେ 400 ହବ କାହିଁ ହେଲାନି ତ? କିଛି କଲେନି ତ ସେ କୁଆଡେ ଗଲେ ସେ ଭଣ୍ଡ ବାବା କି ମାତା କେଜାଣି 😝😝? #ModiKiGuarantee

ହେଇଟି ନନା (@heitinana) 's Twitter Profile Photo

ଓଃ ନୋ କଣ ହେଲା ଦୁନିଆ ରେ ପ୍ରଭୁ ଏମିତି ଖେଳ କରିଛି ବିଜେପି ତାହାଲେ 😝😝😝କିଏ କୁଆଡେ ଆସିଛି ନିଜେ ବି ଜାଣିନାହାଁନ୍ତି କଣ କରିବ ଏଗୁଡ଼ାଙ୍କୁ 😝

ହେଇଟି ନନା (@heitinana) 's Twitter Profile Photo

ଆଜି ଧରାପଡ଼ିଛି ଧରମା ଚ୍ୟାନେଲ ସେ ସାମ୍ବାଦିକ ମିଛୁଆ କୁ ବହେ ହେଇଛି ଯାହା ଜଣାପଡୁଛି l ମିଛ ଖବର ଦେଖେଇବାକୁ ଆଗ ପହଂଚିଯାଉଛି ଅର୍ଗୁସ ପତର ଚଟା ଚ୍ୟାନେଲ ଟା ଧରମା ର l #ଓଃ_ନୋ ଯେମିତି କର୍ମ କରିବ ସେମିତି ଫଳ ପାଇବ 😝😝😝

ହେଇଟି ନନା (@heitinana) 's Twitter Profile Photo

ଓଃ ନୋ 🌹 ପ୍ରଭୁ କି ଦୁଃଖ ଅନ୍ଧଭକ୍ତଙ୍କ ପାଇଁ ସବୁ ଭାସିଗଲେ ଅନ୍ଧଭକ୍ତ ତାଙ୍କୁ ଉଦ୍ଧାର କର ପ୍ରଭୁ ନହେଲେ କାହା ସହିତ ଆମେ ଲାଗିବୁ ଦିନ କେମିତି କଟିବ ଆମର କିଛିଙ୍କୁ ରଖିକି ବାକି ଗୁଡ଼ାଙ୍କୁ ବିଦାୟ ଦିଅ l ଓଁ ଶାନ୍ତି 🌹 #ଓଃ_ୟେଶ

ଓଃ ନୋ 🌹
ପ୍ରଭୁ କି ଦୁଃଖ ଅନ୍ଧଭକ୍ତଙ୍କ ପାଇଁ ସବୁ ଭାସିଗଲେ ଅନ୍ଧଭକ୍ତ 
ତାଙ୍କୁ ଉଦ୍ଧାର କର ପ୍ରଭୁ ନହେଲେ କାହା ସହିତ ଆମେ ଲାଗିବୁ ଦିନ କେମିତି କଟିବ ଆମର କିଛିଙ୍କୁ ରଖିକି ବାକି ଗୁଡ଼ାଙ୍କୁ ବିଦାୟ ଦିଅ l ଓଁ ଶାନ୍ତି 🌹
#ଓଃ_ୟେଶ
ହେଇଟି ନନା (@heitinana) 's Twitter Profile Photo

ଓଃ ନୋ ନନା ଜାଣିନ ସବୁ ଡହରା ବିଜେଡି ଛାଡିକି ବିଜେପି ରେ ମିଶୁଛନ୍ତି ଦଳକୁ ଭାଙ୍ଗିବା ପାଇଁ 😝

ହେଇଟି ନନା (@heitinana) 's Twitter Profile Photo

ମୁଁ ଆଜି ଯାଏଁ ବୁଝିପାରିଲିନି ଏ ଓଡ଼ିଆ ଅସ୍ମିତା କଣ କିଏ ଅନ୍ଧଭକ୍ତ ଟିକେ ମତେ ବୁଝେଇବ କି?