Srikhetra Darshan (@srikhetradarsh1) 's Twitter Profile
Srikhetra Darshan

@srikhetradarsh1

Srikhetra Darshan Religious Group Dedicated to universe Lord shri shri shri Jagannatha Mahaprabhu, Information for Sri mandir unique rituals and festival

ID: 1306498562969067520

linkhttps://www.youtube.com/c/srikhetradarshan calendar_today17-09-2020 07:42:06

2,2K Tweet

1,1K Takipçi

25 Takip Edilen

Srikhetra Darshan (@srikhetradarsh1) 's Twitter Profile Photo

ଲଷ୍ମୀନାରାୟଣ ଭେଟ ବାହୁଡା ଯାତ୍ରା ରେ ନନ୍ଦିଘୋଷ ରଥ ଶ୍ରୀନହର ଠାରେ ପହଞ୍ଚିବା ପରେ ଅନୁଷ୍ଠିତ ହୁଏ ରମଣୀୟ ଲଷ୍ମୀନାରାୟଣ ଭେଟ ଗଜପତି ମହାରାଜା ଙ୍କ ଦ୍ଵାରା ଏହି ନୀତି ଅନୁଷ୍ଠିତ ହୋଇଥାଏ । LaxmiNarayan Bheta #RathaYatra2024 #rathjatra2024 #bahudayatra #jagannathdham #shreejagannath #srikhetra_darshan

ଲଷ୍ମୀନାରାୟଣ ଭେଟ

ବାହୁଡା ଯାତ୍ରା ରେ ନନ୍ଦିଘୋଷ ରଥ ଶ୍ରୀନହର ଠାରେ ପହଞ୍ଚିବା ପରେ ଅନୁଷ୍ଠିତ ହୁଏ ରମଣୀୟ ଲଷ୍ମୀନାରାୟଣ ଭେଟ ଗଜପତି ମହାରାଜା ଙ୍କ ଦ୍ଵାରା ଏହି ନୀତି ଅନୁଷ୍ଠିତ ହୋଇଥାଏ ।

LaxmiNarayan Bheta

#RathaYatra2024 #rathjatra2024 #bahudayatra #jagannathdham #shreejagannath #srikhetra_darshan
Srikhetra Darshan (@srikhetradarsh1) 's Twitter Profile Photo

ଆଷଡ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହୋଇଛି ଅଧରପଣା ନୀତି । AdharPana Ritual #AdharaPana #RathaJatra2024 #jagannathpuri #jagannathtemple

ଆଷଡ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହୋଇଛି ଅଧରପଣା ନୀତି ।

AdharPana Ritual 

#AdharaPana #RathaJatra2024 #jagannathpuri #jagannathtemple
Srikhetra Darshan (@srikhetradarsh1) 's Twitter Profile Photo

ଦିବ୍ୟ ବଡ଼ସିଂହାର ବେଶ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ Badasinghara Besha of Mahaprabhu Shri Jagannath #badasingharabesha #RathaJatra2024 #JagannathTemple

ଦିବ୍ୟ ବଡ଼ସିଂହାର ବେଶ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ

Badasinghara Besha of Mahaprabhu Shri Jagannath

#badasingharabesha #RathaJatra2024 #JagannathTemple
Srikhetra Darshan (@srikhetradarsh1) 's Twitter Profile Photo

ପର କରିବନି ପ୍ରାଣ ବନ୍ଧୁ ତୁମେ , ଥିଲା ଯାଏଁ ପିଣ୍ଡେ ପ୍ରାଣ ।

ପର କରିବନି ପ୍ରାଣ ବନ୍ଧୁ ତୁମେ , ଥିଲା ଯାଏଁ ପିଣ୍ଡେ ପ୍ରାଣ ।
Srikhetra Darshan (@srikhetradarsh1) 's Twitter Profile Photo

ବାଡ଼ି ନୃସିଂହ ବିଜେ : ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମ କୁ ବିଜେ କରିଥାନ୍ତି।

ବାଡ଼ି ନୃସିଂହ ବିଜେ :

ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ନବମୀ  ତିଥିରେ ଶ୍ରୀମନ୍ଦିରରୁ ବାଡ଼ି ନୃସିଂହ ନଗର ପରିକ୍ରମା ଚାରି ଆଶ୍ରମ କୁ ବିଜେ  କରିଥାନ୍ତି।
Srikhetra Darshan (@srikhetradarsh1) 's Twitter Profile Photo

ଗତକାଲି ପୁତ୍ରଦା ଏକାଦଶୀ ରେ ଶ୍ରୀମନ୍ଦିର ଚୂଡ଼ାରେ ଚୁନରା ସେବକ ଙ୍କ ଦ୍ଵାରା ଜଗତମଙ୍ଗଳ ମହାଦୀପ ର ଦୃଶ୍ୟ ।

ଗତକାଲି ପୁତ୍ରଦା ଏକାଦଶୀ ରେ ଶ୍ରୀମନ୍ଦିର ଚୂଡ଼ାରେ ଚୁନରା ସେବକ ଙ୍କ ଦ୍ଵାରା ଜଗତମଙ୍ଗଳ ମହାଦୀପ ର ଦୃଶ୍ୟ ।
Srikhetra Darshan (@srikhetradarsh1) 's Twitter Profile Photo

ଗତକାଲି ବିଳମ୍ବିତ ରାତ୍ରରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମନୀତି ମାର୍କଣ୍ଡ ସରୋବର ନିକଟରେ ଅନୁଷ୍ଠିତ ହୋଇଯାଇଅଛି । Shri Balabhadra Birth Ritual #balabhadrajanma #balabhadramahaprabhu #JagannathDham #Srikhetra_Darshan

ଗତକାଲି ବିଳମ୍ବିତ ରାତ୍ରରେ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କ ଜନ୍ମନୀତି ମାର୍କଣ୍ଡ ସରୋବର ନିକଟରେ ଅନୁଷ୍ଠିତ ହୋଇଯାଇଅଛି ।

Shri Balabhadra Birth Ritual

#balabhadrajanma #balabhadramahaprabhu #JagannathDham #Srikhetra_Darshan
Srikhetra Darshan (@srikhetradarsh1) 's Twitter Profile Photo

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବଳିବାମନ ବେଶ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀଜଗନ୍ନାଥ ମନ୍ଦିରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ଦିନ ବାମନ ଜନ୍ମ ମହାସମାରୋହରେ ପାଳିତ ହେବା ସଙ୍ଗେ ସଙ୍ଗେ ତତ୍‌ପରଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ ।

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବଳିବାମନ ବେଶ :

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପରି ଶ୍ରୀଜଗନ୍ନାଥ ମନ୍ଦିରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ଦିନ ବାମନ ଜନ୍ମ ମହାସମାରୋହରେ ପାଳିତ ହେବା ସଙ୍ଗେ ସଙ୍ଗେ ତତ୍‌ପରଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏକ ମନୋମୁଗ୍ଧକର ବାମନରୂପୀ ବାଳକ ବେଶରେ ସଜ୍ଜିତ କରାଯାଇଥାଏ ।
Srikhetra Darshan (@srikhetradarsh1) 's Twitter Profile Photo

ବଳିବାମନ ବେଶ ରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ #balibamana #jagannathpuri

ବଳିବାମନ ବେଶ ରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

#balibamana #jagannathpuri
Srikhetra Darshan (@srikhetradarsh1) 's Twitter Profile Photo

ବଳିବାମନ ବେଶ ରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ #balibamana #jagannathpuri

ବଳିବାମନ ବେଶ ରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

 #balibamana #jagannathpuri