DD News Odia(@DDNewsOdia) 's Twitter Profileg
DD News Odia

@DDNewsOdia

Official handle of Doordarshan News(Odia), RNU, Bhubaneswar under Ministry of I&B, Govt. of India; Follow us https://t.co/IMwAksSXt6

ID:1162310156241104896

linkhttps://www.youtube.com/DDNewsOdiaOfficial calendar_today16-08-2019 10:29:17

49,7K Tweets

8,9K Followers

153 Following

DD News Odia(@DDNewsOdia) 's Twitter Profile Photo

ରାଜ୍ୟରେ ଅନୁଷ୍ଠିତ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଆଜି ବଲାଙ୍ଗିର ସଂସଦୀୟ କ୍ଷେତ୍ରର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଓ ସୋନପୁର ବିଧାନସଭା କ୍ଷେତ୍ରରେ ମତଦାନ ଶେଷ ହୋଇଛି ।

account_circle
DD News Odia(@DDNewsOdia) 's Twitter Profile Photo

ସୁନ୍ଦରଗଡ଼ରେ ଶାନ୍ତି, ଶୃଙ୍ଖଳାରେ ଭୋଟ ଗ୍ରହଣ ହୋଇଛି । ବିଜେପିର ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି ।

account_circle
DD News Odia(@DDNewsOdia) 's Twitter Profile Photo

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । CEO Odisha

account_circle
DD News Odia(@DDNewsOdia) 's Twitter Profile Photo

Prime Time News @7PM || 20 th May 2024 || ଓଡ଼ିଆ ସମାଚାର youtube.com/live/gLfHdiLY4…

account_circle
DD News Odia(@DDNewsOdia) 's Twitter Profile Photo

Special Odia Election News Bulletin @5PM || 20 th May 2024 || Regional News Odia || ଓଡ଼ିଆ ସମାଚାର

youtube.com/live/9xGqIIQpi…

account_circle
DD News Odia(@DDNewsOdia) 's Twitter Profile Photo

ଓଡ଼ିଶାରେ ସନ୍ଧ୍ୟା ୫ଟା ମଧ୍ୟରେ ଉତ୍ସାହଜନକ ମତଦାନ ଗ୍ରହଣ ହୋଇଛି । ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ପ୍ରତିଶତ...

ଓଡ଼ିଶାରେ ସନ୍ଧ୍ୟା ୫ଟା ମଧ୍ୟରେ ଉତ୍ସାହଜନକ ମତଦାନ ଗ୍ରହଣ ହୋଇଛି । ଜାଣନ୍ତୁ, କେଉଁ ଜିଲ୍ଲାରେ କେତେ ପ୍ରତିଶତ... #OdishaElection #VotingPhase5
account_circle
DD News Odia(@DDNewsOdia) 's Twitter Profile Photo

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରି ୬୦.୫୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । CEO Odisha

ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ହାରାହାରି ୬୦.୫୫ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । @OdishaCeo #OdishaElection
account_circle
DD News Odia(@DDNewsOdia) 's Twitter Profile Photo

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ 22ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ 22ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି । #SRC #WeatherUpdate
account_circle
DD News Odia(@DDNewsOdia) 's Twitter Profile Photo

ପ୍ରଧାନମନ୍ତ୍ରୀ Narendra Modi ଆଜି ସକାଳେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ବଡଦାଣ୍ଡରେ ଆୟୋଜିତ ଏକ ବିଶାଳ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ବଡଦାଣ୍ଡର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ଉତ୍ସାହର ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଜଣାଉଥିବାର ଦେଖିବାକୁ ମିଳିଛି ।

account_circle
DD News(@DDNewslive) 's Twitter Profile Photo

- PM Narendra Modi's Interview with DD News

PM Modi's exclusive interview with DD News from Puri, Odisha, amid the ongoing Lok Sabha elections in which he spoke on variety of topics.

Watch Full Interview: youtu.be/CM8obpJWpbQ

Reema Parashar |

account_circle
DD News Odia(@DDNewsOdia) 's Twitter Profile Photo

ଲୋକସଭା ଓ ବିଧାନସଭା ଆସନ ପାଇଁ ୧ ହଜାର ୫୪୮ଟି ବୁଥ୍‌ରେ ମତଦାନ ଚାଲିଛି । ଜିଲ୍ଲାରେ ମୋଟ ୧୩ ଲକ୍ଷ ୨୯ ହଜାରରୁ ଊର୍ଦ୍ଧ୍ୱ ମତଦାତା ମତାଧିକାର ସାବ୍ୟସ୍ତ କରୁଛନ୍ତି ।

account_circle
DD News Odia(@DDNewsOdia) 's Twitter Profile Photo

ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଚାଲିଛି । ଏହି ପର୍ଯ୍ୟାୟରେ ପାଞ୍ଚଟି ଲୋକସଭା ନିର୍ବାଚନ ପାଇଁ ବହୁ ପ୍ରଭାବଶାଳୀ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଏ ସମ୍ପର୍କରେ ଏକ ରିପୋର୍ଟ ।

account_circle
DD News Odia(@DDNewsOdia) 's Twitter Profile Photo

Voting in Rourkela is going on in full swing ! Young voters shows great enthusiasm in casting their votes.

account_circle