Finance Department (@fdodisha) 's Twitter Profile
Finance Department

@fdodisha

Official Account of Finance Department, Government of Odisha.

ID: 859707263967125506

linkhttp://finance.odisha.gov.in/ calendar_today03-05-2017 09:52:39

14,14K Tweet

160,160K Followers

97 Following

CMO Odisha (@cmo_odisha) 's Twitter Profile Photo

ଭାରତୀୟ ହକି ଦଳର ଖେଳାଳିଙ୍କ ଦସ୍ତଖତ ଥିବା ଜର୍ସି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ପ୍ୟାରିସ୍ ଅଲମ୍ପିକ୍‌ସରେ କାଂସ୍ୟ ବିଜେତା ଭାରତୀୟ ହକି ଦଳକୁ ଆଜି ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଧରଣୀଧର ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ୩୮ଟି କଲେଜ ଅନୁବନ୍ଧିତ ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାକୁ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି।

ଧରଣୀଧର ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ୩୮ଟି କଲେଜ ଅନୁବନ୍ଧିତ ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହାକୁ
CMO Odisha (@cmo_odisha) 's Twitter Profile Photo

ଓଡ଼ିଶୀର ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି। ଓଡ଼ିଶୀ ନୃତ୍ୟକୁ ଭାରତ ସମେତ ସମଗ୍ର ବିଶ୍ୱରେ ଆଦୃତ କରାଇବା ଦିଗରେ ତାଙ୍କର ଅବଦାନ ଅତୁଳନୀୟ।

ସୁଭଦ୍ରା ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୱେବ୍ ସାଇଟ୍ ଆରମ୍ଭ କରାଯାଇଛି। subhadra.odisha.gov.in ଏହା ରାଜ୍ୟ ସରକାରଙ୍କର “ସୁଭଦ୍ରା” ପାଇଁ ଏକମାତ୍ର ସରକାରୀ ୱେବ ସାଇଟ। ଏହା ବ୍ୟତୀତ "ସୁଭଦ୍ରା" ଯୋଜନା ସଂପର୍କୀତ ଅନ୍ୟ ଯେକୌଣସି ୱେବ ସାଇଟ ବା ପୋର୍ଟାଲ ନକଲି ଓ ଭ୍ରମାତ୍ମକ।

ସୁଭଦ୍ରା ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ୱେବ୍ ସାଇଟ୍ ଆରମ୍ଭ କରାଯାଇଛି।

subhadra.odisha.gov.in

ଏହା ରାଜ୍ୟ ସରକାରଙ୍କର “ସୁଭଦ୍ରା” ପାଇଁ ଏକମାତ୍ର ସରକାରୀ ୱେବ ସାଇଟ। ଏହା ବ୍ୟତୀତ "ସୁଭଦ୍ରା" ଯୋଜନା ସଂପର୍କୀତ ଅନ୍ୟ ଯେକୌଣସି ୱେବ ସାଇଟ ବା ପୋର୍ଟାଲ ନକଲି ଓ ଭ୍ରମାତ୍ମକ।
Mohan Charan Majhi (@mohanmodisha) 's Twitter Profile Photo

ପବିତ୍ର ଗୁରୁଦିବସରେ ସମସ୍ତ ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ। ସମାଜ ପ୍ରତି ଗୁରୁଙ୍କ ଅବଦାନ ଅତୁଳନୀୟ। ଆଜିର ଏହି ଦିନ ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନ । ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଆମେ ଗୁରୁଦିବସ ଭାବେ ପାଳନ କରୁଛେ। ସେ ଏକା ଧାରାରେ ଜଣେ ଶିକ୍ଷକ, ଶିକ୍ଷାବିତ,

ପବିତ୍ର ଗୁରୁଦିବସରେ ସମସ୍ତ ଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ। ସମାଜ ପ୍ରତି ଗୁରୁଙ୍କ ଅବଦାନ ଅତୁଳନୀୟ। ଆଜିର ଏହି ଦିନ ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନ ।
 
ଭାରତର ଦ୍ଵିତୀୟ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ଆମେ ଗୁରୁଦିବସ ଭାବେ ପାଳନ କରୁଛେ। ସେ ଏକା ଧାରାରେ ଜଣେ ଶିକ୍ଷକ, ଶିକ୍ଷାବିତ,
CMO Odisha (@cmo_odisha) 's Twitter Profile Photo

ପବିତ୍ର #ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷାଦାନ ମାଧ୍ୟମରେ ଅଜ୍ଞାନତାର ଅନ୍ଧକାର ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। #teachersday2024

ପବିତ୍ର #ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷାଦାନ ମାଧ୍ୟମରେ ଅଜ୍ଞାନତାର ଅନ୍ଧକାର ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରୁଥିବା ସମସ୍ତ ଶିକ୍ଷକଙ୍କୁ କୃତଜ୍ଞତା ଜଣାଇଛନ୍ତି। #teachersday2024
Mohan Charan Majhi (@mohanmodisha) 's Twitter Profile Photo

ରାଜ୍ୟର କୃଷକମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ସ୍ବରୂପ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଏହି ଯୋଜନାରେ ପ୍ରତ୍ଯେକ ଯୋଗ୍ୟ ହିତାଧିକାରୀଙ୍କୁ ଡିବିଟି ଜରିଆରେ ଦୁଇଟି କିସ୍ତିରେ ବାର୍ଷିକ ୪ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ, ଏଥିପାଇଁ ଚଳିତ ବଜେଟରେ ୧୯୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । #CMKisan

ରାଜ୍ୟର କୃଷକମାନଙ୍କୁ କୃଷି କାର୍ଯ୍ୟରେ ସହାୟତା ସ୍ବରୂପ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା । ଏହି ଯୋଜନାରେ ପ୍ରତ୍ଯେକ ଯୋଗ୍ୟ ହିତାଧିକାରୀଙ୍କୁ ଡିବିଟି ଜରିଆରେ ଦୁଇଟି କିସ୍ତିରେ ବାର୍ଷିକ ୪ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ, ଏଥିପାଇଁ  ଚଳିତ ବଜେଟରେ ୧୯୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।  
#CMKisan
CMO Odisha (@cmo_odisha) 's Twitter Profile Photo

ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ ବୋଲି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା।

ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ ବୋଲି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। 

ଏହି ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା।
Mohan Charan Majhi (@mohanmodisha) 's Twitter Profile Photo

ଭୁବନେଶ୍ୱର ଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ସଙ୍ଗୀତ ସନ୍ଧ୍ୟା କାର୍ଯ୍ୟକ୍ରମ 'ନିନାଦ'ର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଲି। ଭିନ୍ନକ୍ଷମ କଳାକାର ବନ୍ଧୁମାନଙ୍କ ଦ୍ବାରା ପରିବେଷିତ ସଙ୍ଗୀତ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହା ସେମାନଙ୍କ ଦକ୍ଷତା ଏବଂ କଳା ପ୍ରତି ଥିବା ସମର୍ପଣ ଭାବର

Attended the groundbreaking ceremony of RIR Power Electronics Ltd.'s Silicon Carbide-based Semiconductor Device Manufacturing Facility at EMC Park, Info Valley, Bhubaneswar on 6th September 2024. This facility marks a significant milestone for Odisha's industrial growth and

Attended the groundbreaking ceremony of RIR Power Electronics Ltd.'s Silicon Carbide-based Semiconductor Device Manufacturing Facility at EMC Park, Info Valley, Bhubaneswar on 6th September 2024. This facility marks a significant milestone for Odisha's industrial growth and
CMO Odisha (@cmo_odisha) 's Twitter Profile Photo

Hon'ble Chief Minister Sri Mohan Charan Majhi graced the groundbreaking ceremony of India’s first Silicon Carbide manufacturing facility by RIR Power Electronics Ltd. at EMC Park, Infovalley, Bhubaneswar. This state-of-the-art facility strengthens Odisha's position in the

Hon'ble Chief Minister Sri Mohan Charan Majhi graced the groundbreaking ceremony of India’s first Silicon Carbide manufacturing facility by RIR Power Electronics Ltd. at EMC Park, Infovalley, Bhubaneswar.  

This state-of-the-art facility strengthens Odisha's position in the
Mohan Charan Majhi (@mohanmodisha) 's Twitter Profile Photo

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମା’ଙ୍କ ନିକଟରେ ସମସ୍ତ ଓଡ଼ିଶାବାସୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । ଜୟ ମା' ସସମଲେଶ୍ଵରୀ 🙏

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ମା’ଙ୍କ ନିକଟରେ ସମସ୍ତ ଓଡ଼ିଶାବାସୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି । 

ଜୟ ମା' ସସମଲେଶ୍ଵରୀ 🙏
CMO Odisha (@cmo_odisha) 's Twitter Profile Photo

ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ଗସ୍ତରେ ଯାଇ ମା' ସମଲେଇଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କର ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଗଣ ମା'ଙ୍କ ଦର୍ଶନ କରି ଆଶିର୍ବାଦ କାମନା

Mohan Charan Majhi (@mohanmodisha) 's Twitter Profile Photo

ଆଜି ନୂଆଁଖାଇ ଉପଲକ୍ଷେ ମା' ସମଲେଶ୍ୱରୀଙ୍କ ଦର୍ଶନ କରି ମନ୍ଦିର ପରିସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବାନ୍ନ ଖାଇଲି I ମା'ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପୁରା ପରିବାର ଏକାଠି ହୋଇ ଖାଇବା ପରମ୍ପରା ସତରେ ଚମତ୍କାର I ସମ୍ବଲପୁରବାସୀଙ୍କ ଆତିଥ୍ୟ ସବୁ ଦିନ ପାଇଁ ମନେ ରହିବ I ନୂଆଁଖାଇ ଜୁହାର🙏🏼

ଆଜି ନୂଆଁଖାଇ ଉପଲକ୍ଷେ ମା' ସମଲେଶ୍ୱରୀଙ୍କ ଦର୍ଶନ କରି ମନ୍ଦିର ପରିସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ନବାନ୍ନ ଖାଇଲି I ମା'ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପୁରା ପରିବାର ଏକାଠି ହୋଇ ଖାଇବା ପରମ୍ପରା ସତରେ ଚମତ୍କାର I ସମ୍ବଲପୁରବାସୀଙ୍କ ଆତିଥ୍ୟ ସବୁ ଦିନ ପାଇଁ ମନେ ରହିବ I 

ନୂଆଁଖାଇ ଜୁହାର🙏🏼
Mohan Charan Majhi (@mohanmodisha) 's Twitter Profile Photo

ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନର କ୍ଷେତ୍ରର ବିକାଶ ପାଇଁ 'ରିଭରଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧିନରେ ଏହାକୁ ବିକଶିତ କରିବା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କଲି। ସମ୍ୱଲପୁର ଓ କଟକର ମହାନଦୀ କୂଳରେ ଗୁଜୁରାଟର ସାବରମତୀ ଭଳି ଏକ ରିଭର ଫ୍ରଣ୍ଟ ପ୍ରକଳ୍ପ ନିର୍ମାଣ ପାଇଁ ଆମ ସରକାର ବଜେଟରେ ୫୦ କୋଟିର

ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ପବିତ୍ର ନୁଆଁଖାଇର ଶୁଭ ଅବସରରେ ସି.ଏମ୍ କିଷାନ ଯୋଜନାର ଶୁଭାରମ୍ଭ ହେବା ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ମୂହୁର୍ତ୍ତ। କୃଷକଙ୍କ ସୁବିଧା ପାଇଁ ସି.ଏମ୍ କିଷାନ ପୋର୍ଟାଲ, କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ଶୁଭାରମ୍ଭ କଲି। କୃଷକଙ୍କ ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି ଆମ ସରକାର ସି.ଏମ୍ କିଷାନ ଯୋଜନା

ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ପବିତ୍ର ନୁଆଁଖାଇର ଶୁଭ ଅବସରରେ ସି.ଏମ୍ କିଷାନ ଯୋଜନାର ଶୁଭାରମ୍ଭ ହେବା ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ମୂହୁର୍ତ୍ତ। କୃଷକଙ୍କ ସୁବିଧା ପାଇଁ ସି.ଏମ୍ କିଷାନ ପୋର୍ଟାଲ, କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ଶୁଭାରମ୍ଭ କଲି। କୃଷକଙ୍କ ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି ଆମ ସରକାର ସି.ଏମ୍ କିଷାନ ଯୋଜନା
CMO Odisha (@cmo_odisha) 's Twitter Profile Photo

ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ୍ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ସିଧାସଳଖ ଭାବରେ ସହାୟତା ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର

#CMKisanYojana is set to transform the lives of 46 lakh farmers, providing crucial support and financial aid to enhance agricultural productivity. Under the scheme, financial assistance worth ₹925 Cr will be disbursed among eligible beneficiaries who will receive ₹4000 every

#CMKisanYojana is set to transform the lives of 46 lakh farmers, providing crucial support and financial aid to enhance agricultural productivity. Under the scheme, financial assistance worth ₹925 Cr will be disbursed among eligible beneficiaries who will receive ₹4000 every
Mohan Charan Majhi (@mohanmodisha) 's Twitter Profile Photo

ସ୍ବାସ୍ଥ୍ୟ କ୍ଷେତ୍ରରେ ଜୀବନକୁ ସମର୍ପିତ କରିଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟ ସେବିକା ସୁଶ୍ରୀ ସଞ୍ଜୁକ୍ତା ସେଠୀଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ପୁରସ୍କାରରେ ସମ୍ମାନିତ କରିଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆପଣଙ୍କ ତ୍ୟାଗ, ନିଷ୍ଠା ଏବଂ

Mohan Charan Majhi (@mohanmodisha) 's Twitter Profile Photo

ସେବା ହିଁ ପରମ ଧର୍ମକୁ ଚରିତାର୍ଥ କରିବାକୁ ଯାଇ ସମାଜର ଗରିବ, ଶୋଷିତ ବର୍ଗର ଉତ୍ଥାନ ନିମନ୍ତେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ କରାଯାଉଛି । ଏନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାଙ୍କ ଜନ୍ମଦିବସ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ