I & PR Department, Odisha(@IPR_Odisha) 's Twitter Profileg
I & PR Department, Odisha

@IPR_Odisha

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର

ID:743517005920141314

linkhttp://www.inpr.odisha.gov.in calendar_today16-06-2016 18:54:02

17,9K Tweets

736,5K Followers

96 Following

Follow People
I & PR Department, Odisha(@IPR_Odisha) 's Twitter Profile Photo

ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧରଣୀଧରଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ।

ଆଜି ପୂର୍ବାହ୍ନରେ ଭୁବନେଶ୍ଵର ଇଏସ୍ଆଇ ହସ୍ପିଟାଲ ଛକସ୍ଥିତ ଧରଣୀଧରଙ୍କ…

ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଧରଣୀଧରଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଆଜି ପୂର୍ବାହ୍ନରେ ଭୁବନେଶ୍ଵର ଇଏସ୍ଆଇ ହସ୍ପିଟାଲ ଛକସ୍ଥିତ ଧରଣୀଧରଙ୍କ…
account_circle
I & PR Department, Odisha(@IPR_Odisha) 's Twitter Profile Photo

ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଗତକାଲି (୩୦ ଏପ୍ରିଲ, ୨୦୨୪) ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷଗୁଡ଼ିକର ଅନୁଭୂତି ଓ ଅଭିଜ୍ଞତାକୁ ପାଥେୟ କରି ସମସ୍ତ ପ୍ରସ୍ତୁତି…

CEO Odisha(@OdishaCeo) 's Twitter Profile Photo

🗳️ ନାଗରିକ ମାନଙ୍କୁ ମତଦାନର ତାରିଖ ବିଷୟରେ ଅବଗତ କରାଇବା ପାଇଁ ଓମଫେଡ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ତରଫରୁ ମିଳିତ ପ୍ରଚେଷ୍ଟା । ନାଗରିକ ମାନେ କିଣୁଥିବା ଓମଫେଡ୍ ର ବିଭିନ୍ନ ଉତ୍ପାଦରେ ଏବେ ଛପା ହେବ ସଚେତନତା ବାର୍ତ୍ତା ଓ ଏହା ଭୋଟର ମାନଙ୍କୁ ସୂଚାଇ ଦେବ ନିଜ ନିଜ ଜିଲ୍ଲାରେ ମତଦାନର ତାରିଖ ।

🗳️ ନାଗରିକ ମାନଙ୍କୁ ମତଦାନର ତାରିଖ ବିଷୟରେ ଅବଗତ କରାଇବା ପାଇଁ ଓମଫେଡ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ତରଫରୁ ମିଳିତ ପ୍ରଚେଷ୍ଟା । ନାଗରିକ ମାନେ କିଣୁଥିବା ଓମଫେଡ୍ ର ବିଭିନ୍ନ ଉତ୍ପାଦରେ ଏବେ ଛପା ହେବ ସଚେତନତା ବାର୍ତ୍ତା ଓ ଏହା ଭୋଟର ମାନଙ୍କୁ ସୂଚାଇ ଦେବ ନିଜ ନିଜ ଜିଲ୍ଲାରେ ମତଦାନର ତାରିଖ ।
account_circle
I & PR Department, Odisha(@IPR_Odisha) 's Twitter Profile Photo

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ଶ୍ରମିକ ଭାଇଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #LabourDay #ଶ୍ରମିକଦିବସ
account_circle
I & PR Department, Odisha(@IPR_Odisha) 's Twitter Profile Photo

ଉତ୍କଳଗୌରବ ମଧବାବୁ ଥିଲେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ। ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ବାରା ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଉତ୍କଳ ପ୍ରଦେଶ ଗଠନ ସମ୍ଭବପର ହୋଇଥିଲା ବୋଲି ଆଜି ମଧୁସୂଦନ ଦାସଙ୍କ ରାଜ୍ଯସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ଯକ୍ତ କରିଛନ୍ତି।

ଉତ୍କଳଗୌରବ ମଧବାବୁ ଥିଲେ ଓଡ଼ିଆ ଜାତୀୟତାର ଜନକ, ନବଜାଗରଣର ପ୍ରବର୍ତ୍ତକ। ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ବାରା ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଉତ୍କଳ ପ୍ରଦେଶ ଗଠନ ସମ୍ଭବପର ହୋଇଥିଲା ବୋଲି ଆଜି #ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ଯସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ଯକ୍ତ କରିଛନ୍ତି।
account_circle
I & PR Department, Odisha(@IPR_Odisha) 's Twitter Profile Photo

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧୁବାବୁଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ।

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମଧୁବାବୁଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ। #ମଧୁବାବୁ
account_circle
I & PR Department, Odisha(@IPR_Odisha) 's Twitter Profile Photo

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଜଣେ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା। ସେ ଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ପାରଳା ମହାରାଜାଙ୍କ ରାଜ୍ୟସ୍ତରୀୟ…

account_circle
I & PR Department, Odisha(@IPR_Odisha) 's Twitter Profile Photo

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ଵର ଏଜି ଛକ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇଛି। ଏଥିରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏଥିରେ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ।
account_circle
CEO Odisha(@OdishaCeo) 's Twitter Profile Photo

ଭିଭିପାଟ ହେଉଛି ଏକ ସ୍ୱାଧୀନ ଯନ୍ତ୍ର ଯାହା ଭୋଟର ମାନଙ୍କୁ ନିଜ ଭୋଟ ପରଖି ନେବା ପାଇଁ ସାହାଯ୍ୟ କରିଥାଏ l
ବାଲଟ ୟୁନିଟରେ ଭୋଟ ଦେବା ପରେ 7 ସେକେଣ୍ଡ ପାଇଁ ଭିଭିପାଟ ପରଦାରେ କାହାକୁ ଭୋଟ ଦେଲେ ତାହା ଦୃଶ୍ୟମାନ ହୋଇ ଥାଏ l

ଭିଭିପାଟ ହେଉଛି ଏକ ସ୍ୱାଧୀନ ଯନ୍ତ୍ର ଯାହା ଭୋଟର ମାନଙ୍କୁ ନିଜ ଭୋଟ ପରଖି ନେବା ପାଇଁ ସାହାଯ୍ୟ କରିଥାଏ l ବାଲଟ ୟୁନିଟରେ ଭୋଟ ଦେବା ପରେ 7 ସେକେଣ୍ଡ ପାଇଁ ଭିଭିପାଟ ପରଦାରେ କାହାକୁ ଭୋଟ ଦେଲେ ତାହା ଦୃଶ୍ୟମାନ ହୋଇ ଥାଏ l #KnowledgeWednesday #EVMVVPAT #SGE2024
account_circle
I & PR Department, Odisha(@IPR_Odisha) 's Twitter Profile Photo

ଓଡ଼ିଶା ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ପର୍କରେ ସବିଶେଷ ସଂକ୍ଷିପ୍ତ ତଥ୍ୟ (ପ୍ରୋଫାଇଲ୍ ଡାଟା) ଏବଂ ଇ-ସର୍ଭିସ୍ ବୁକ୍ ତଥ୍ୟ ଏଚ୍ଆରଏମ୍ଏସ୍ ପୋର୍ଟାଲରେ ଅପଡେଟ୍ କାର୍ଯ୍ୟ ଆଗାମୀ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କର୍ମଚାରୀମାନେ ସେମାନଙ୍କର ତଥ୍ୟ ଏଚ୍ଆରଏମ୍ଏସ୍…

account_circle
Energy Odisha(@EnergyOdisha) 's Twitter Profile Photo

କାଳବୈଶାଖୀ ସମୟରେ ବିଦ୍ୟୁତ୍ ସତର୍କତା ଗ୍ରହଣ କରନ୍ତୁ। ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରିଦିଅନ୍ତୁ। ଝଡ଼ ପରେ ବାହାରକୁ ବାହାରିଲେ ଯଦି କୌଣସି ବିଦ୍ୟୁତ୍ ତାର ଛିଣ୍ଡି ଥିବାର ଦେଖନ୍ତି, ତେବେ ବିଦ୍ୟୁତ୍ ବିତରକ କାର୍ଯ୍ୟାଳୟକୁ ସୂଚନା ଦିଅନ୍ତୁ।

କାଳବୈଶାଖୀ ସମୟରେ ବିଦ୍ୟୁତ୍ ସତର୍କତା ଗ୍ରହଣ କରନ୍ତୁ। ବୈଦ୍ୟୁତିକ ଉପକରଣଗୁଡ଼ିକୁ ବନ୍ଦ କରିଦିଅନ୍ତୁ। ଝଡ଼ ପରେ ବାହାରକୁ ବାହାରିଲେ ଯଦି କୌଣସି ବିଦ୍ୟୁତ୍ ତାର ଛିଣ୍ଡି ଥିବାର ଦେଖନ୍ତି, ତେବେ ବିଦ୍ୟୁତ୍ ବିତରକ କାର୍ଯ୍ୟାଳୟକୁ ସୂଚନା ଦିଅନ୍ତୁ। #ElectricalSafety #KalaBaisakhi
account_circle
I & PR Department, Odisha(@IPR_Odisha) 's Twitter Profile Photo

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି।

ସମ୍ପୂର୍ଣ୍ଣ ଖବର ପଢନ୍ତୁ:

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ସମ୍ପୂର୍ଣ୍ଣ ଖବର ପଢନ୍ତୁ:
account_circle
I & PR Department, Odisha(@IPR_Odisha) 's Twitter Profile Photo

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆଜି I & PR Department, Odisha ପକ୍ଷରୁ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ।

ଆଜି ପୂର୍ବାହ୍ନରେ କ୍ୟାପିଟାଲ୍…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଆଜି @IPR_Odisha ପକ୍ଷରୁ ଡକ୍ଟର ସଦାଶିବ ତ୍ରିପାଠୀଙ୍କ ରାଜ୍ଯସ୍ତରୀୟ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ସନ୍ଧ୍ୟାରେ ଜୟଦେବ ଭବନରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଆଜି ପୂର୍ବାହ୍ନରେ କ୍ୟାପିଟାଲ୍…
account_circle