Panchayati Raj and Drinking Water Department (@prdeptodisha) 's Twitter Profile
Panchayati Raj and Drinking Water Department

@prdeptodisha

Rural development is the main pillar of state development. The thrust of policies and programmes of PR&DW is on all-round economic development & Social Justice

ID: 759986787339108352

linkhttps://panchayat.odisha.gov.in/ calendar_today01-08-2016 05:39:04

11,11K Tweet

117,117K Takipçi

773 Takip Edilen

ORMAS_ODISHA (@ormas_odisha) 's Twitter Profile Photo

In a notable effort #ORMAS under Panchayati Raj and Drinking Water Department supported UtkalGraminUtpadakGosthi of Kendrapara district #Odisha by providing 7 high-speed sewing machines.With these machines, group members prepared 1 Lakh national flags for the Har Ghar Tiranga campaign from 9th-15thAug.2024

CMO Odisha (@cmo_odisha) 's Twitter Profile Photo

୭୮ତମ ସ୍ୱାଧୀନତା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଦେଶକୁ ସ୍ୱାଧୀନ କରିବା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ସବୁ ବର୍ଗଙ୍କୁ ନେଇ ରାଜ୍ୟର ଉଜ୍ୱଳ ଭବିଷ୍ୟତ ଗଠନ ଲାଗି ସେ ଆହ୍ୱାନ କରିଛନ୍ତି।

I & PR Department, Odisha (@ipr_odisha) 's Twitter Profile Photo

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି। #ବିକଶିତଓଡ଼ିଶା #ବିକଶିତଭାରତ

ORMAS_ODISHA (@ormas_odisha) 's Twitter Profile Photo

୭୮ତମ ସ୍ୱାଧୀନତା ଦିବସ ଅବସରରେ ଓରମାସ କାର୍ଯ୍ୟାଳୟରେ ହର୍ ଘର୍ ତିରଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଜାତୀୟସଙ୍ଗୀତଗାନ,ଦସ୍ତଖତଅଭିଯାନ,ସେଲଫିଉତ୍ତୋଳନ ସହିତ ଚାରା ରୋପଣର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ଓରମାସର ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ।

Panchayati Raj and Drinking Water Department (@prdeptodisha) 's Twitter Profile Photo

ଓଡ଼ିଶାର ୧୬ଟି ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକର ୪୪ଜଣ ଚାଷୀ, ସ୍ଵୟଂ ସହାୟକ ଦଳ ସଦସ୍ୟା, ଆବାସ ଯୋଜନାରେ ଉପକୃତ ହୋଇଥିବା ଗାଁର ସାଧାରଣ ହିତାଧିକାରୀ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ୭୮ତମ ସ୍ଵାଧୀନତା ଦିବସର ଭବ୍ୟ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି NITI AayogPanchayati Raj and Drinking Water Department । ଦେଶପ୍ରେମର

ଓଡ଼ିଶାର ୧୬ଟି ଜିଲ୍ଲାର ୨୯ଟି ଆକାଂକ୍ଷୀ ବ୍ଲକର ୪୪ଜଣ ଚାଷୀ, ସ୍ଵୟଂ ସହାୟକ ଦଳ ସଦସ୍ୟା, ଆବାସ ଯୋଜନାରେ ଉପକୃତ ହୋଇଥିବା ଗାଁର ସାଧାରଣ ହିତାଧିକାରୀ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ୭୮ତମ ସ୍ଵାଧୀନତା ଦିବସର ଭବ୍ୟ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି <a href="/NITIAayog/">NITI Aayog</a> ଓ <a href="/PRDeptOdisha/">Panchayati Raj and Drinking Water Department</a> ।

ଦେଶପ୍ରେମର
CMO Odisha (@cmo_odisha) 's Twitter Profile Photo

ସ୍ବାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: #ସ୍ବାଧୀନତାଦିବସ୨୦୨୪ "ଗଣତନ୍ତ୍ରରେ ସାଧାରଣ ଲୋକ ହେଉଛନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସମସ୍ତ ଯୋଜନା, ସମସ୍ତ ଆଭିମୁଖ୍ୟ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସଞ୍ଚାଳିତ ହେବା ଆବଶ୍ୟକ।"

CMO Odisha (@cmo_odisha) 's Twitter Profile Photo

"ମୁଁ, ମାଟିର ମଣିଷ। ଏ ମାଟି, ମୋର ମା’। ମୁଁ, ଖାଣ୍ଟି ଓଡ଼ିଆ। ମୋ ମାଟିର ସ୍ବାର୍ଥ ପାଇଁ, ମୁଁ ଲଢେଇ କରିବା ଜାଣିଛି। ମୁଁ ବଡ଼ ବଡ଼ ସ୍ବପ୍ନ ଦେଖାଇବାରେ ବିଶ୍ବାସ କରେ ନାହିଁ। କିନ୍ତୁ ଯାହା ପ୍ରତିଶ୍ରୁତି ଦେବି, ତାକୁ ନିଶ୍ଚୟ ପାଳନ କରିବି।" ସ୍ବାଧୀନତା ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ:

Panchayati Raj and Drinking Water Department (@prdeptodisha) 's Twitter Profile Photo

ଗ୍ରାମାଞ୍ଚଳରେ #JalJeevanMission ଓ #Basudha ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ସୁପରିଚାଳନା ଓ #SwachhBharatMission ଅଧୀନରେ ସମଗ୍ର ଗ୍ରାମରେ #ODFPlus ସ୍ଥିତି ବଜାୟ ରଖି ଏକ ସ୍ୱଚ୍ଛ ଓ ସୁସ୍ଥ ବାତାବରଣ ସୁନିଶ୍ଚିତ କରିବା ପାଇଁ ଗଠନ ହୋଇଥିବା ଗ୍ରାମ୍ୟ ଜଳ ଓ ପରିମଳ କମିଟିଗୁଡିକର କାର୍ଯ୍ୟ ଦକ୍ଷତା

ଗ୍ରାମାଞ୍ଚଳରେ #JalJeevanMission ଓ #Basudha ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ସୁପରିଚାଳନା ଓ #SwachhBharatMission ଅଧୀନରେ ସମଗ୍ର ଗ୍ରାମରେ #ODFPlus ସ୍ଥିତି ବଜାୟ ରଖି ଏକ ସ୍ୱଚ୍ଛ ଓ ସୁସ୍ଥ ବାତାବରଣ ସୁନିଶ୍ଚିତ କରିବା ପାଇଁ ଗଠନ ହୋଇଥିବା ଗ୍ରାମ୍ୟ ଜଳ ଓ ପରିମଳ କମିଟିଗୁଡିକର କାର୍ଯ୍ୟ ଦକ୍ଷତା
CMO Odisha (@cmo_odisha) 's Twitter Profile Photo

ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ। #rakshabandhan2024

ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ।
#rakshabandhan2024
CMO Odisha (@cmo_odisha) 's Twitter Profile Photo

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି।

ଏହାସହିତ ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟ ସରକାର
CMO Odisha (@cmo_odisha) 's Twitter Profile Photo

ଲୋକସେବା ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ୟାରିସ୍ ଅଲମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଏବଂ ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ହକି ଦଳର ସମସ୍ତ ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା, ସହାୟକ ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଦଳର ବରିଷ୍ଠ ଖେଳାଳି ତଥା ଗୋଲ ରକ୍ଷକ

ଲୋକସେବା ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ୟାରିସ୍ ଅଲମ୍ପିକ୍‌ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ହକି ଦଳକୁ ସମ୍ମାନିତ କରିଛନ୍ତି ଏବଂ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ହକି ଦଳର ସମସ୍ତ ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା, ସହାୟକ ସଦସ୍ୟଙ୍କୁ ୧୦ ଲକ୍ଷ ଏବଂ ଦଳର ବରିଷ୍ଠ ଖେଳାଳି ତଥା ଗୋଲ ରକ୍ଷକ
Collector Kandhamal (@dmkandhamal) 's Twitter Profile Photo

Shri Rabinarayan Nayak, Hon'ble Minister, RD,PR& DW,Odisha and Shri Suryabanshi Suraj, Hon'ble Minister, Higher Edn, Sports and Youth Services,Odia language, Literature and Culture,Odisha visited Kandhamal district and attended programme at S.S Kanyashram,Jalespata, Tumudibandha.

Shri Rabinarayan Nayak, Hon'ble Minister, RD,PR&amp; DW,Odisha and Shri Suryabanshi Suraj, Hon'ble Minister, Higher Edn, Sports and Youth Services,Odia language, Literature and Culture,Odisha visited Kandhamal district and attended programme at S.S Kanyashram,Jalespata, Tumudibandha.
CMO Odisha (@cmo_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣପର୍ବ #ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର ୯ ତାରିଖ ମଧ୍ୟ ଛୁଟି ରହିବ। ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌‌ଙ୍କ

I & PR Department, Odisha (@ipr_odisha) 's Twitter Profile Photo

ସୁଭଦ୍ରା ଯୋଜନାର ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର | ୨୯ ଅଗଷ୍ଟ, ୨୦୨୪ ଦୟାକରି ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ: drive.google.com/file/d/1EvHwvq…