Baijayant Panda Odia(@Panda_Odia) 's Twitter Profileg
Baijayant Panda Odia

@Panda_Odia

ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ବିଜେପି ⭐️ ପ୍ରଭାରୀ, ଦିଲ୍ଲୀ ଓ ଆସାମ ବିଜେପି ⭐️ ପୂର୍ବତନ ସାଂସଦ, କେନ୍ଦ୍ରାପଡ଼ା ଶ୍ରୀଯୁକ୍ତ @PandaJay ଙ୍କ ଟିମ ଦ୍ୱାରା ପରିଚାଳିତ ବନ୍ଦେ ଉତ୍କଳ ଜନନୀ 🙏🙏

ID:1690137696

linkhttp://jaypanda.in calendar_today22-08-2013 06:01:46

6,5K Tweets

24,6K Followers

172 Following

Baijayant Panda Odia(@Panda_Odia) 's Twitter Profile Photo

ଆଜି ଦିଲ୍ଲୀର ରାମଲୀଳା ମୈଦାନ ଠାରେ BJP Delhi ଦ୍ବାରା ଆୟୋଜିତ ଏକ ଐତିହାସିକ ଏବଂ ବିଶାଳ କୁ ସମ୍ବୋଧନ କରି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ଆଦରଣୀୟBJP ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ Jagat Prakash Nadda
ଏହାର କିଛି ଝଲକ👇

ଆଜି ଦିଲ୍ଲୀର ରାମଲୀଳା ମୈଦାନ ଠାରେ @BJP4Delhi ଦ୍ବାରା ଆୟୋଜିତ ଏକ ଐତିହାସିକ ଏବଂ ବିଶାଳ #पंच_परमेश्वर_सम्मेलन କୁ ସମ୍ବୋଧନ କରି କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ଆଦରଣୀୟ@BJP4India ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ @JPNadda । ଏହାର କିଛି ଝଲକ👇
account_circle
Baijayant Panda Odia(@Panda_Odia) 's Twitter Profile Photo

ମହାନ୍ ଦାର୍ଶନିକ, ବିଶ୍ଵବିଖ୍ୟାତ ବୈଜ୍ଞାନିକ, ମିସାଇଲ ମ୍ୟାନ ଭାବେ ସମ୍ପୂର୍ଣ୍ଣ ବିଶ୍ୱରେ ପରିଚିତ, ଭାରତ ରତ୍ନ ଡକ୍ଟର ଏ ପି ଜେ ଅବଦୁଲ କଲାମଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି 🙏🙏

ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗୀତିକାର, ବିଶିଷ୍ଟ ଓଡ଼ିଆ ସଙ୍ଗୀତଜ୍ଞ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ, ଅକ୍ଷୟ ମହାନ୍ତିଙ୍କ ଜୟନ୍ତୀରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି 🙏🙏

ମହାନ୍ ରାଷ୍ଟ୍ରଭକ୍ତ, ମହିଳା ସଶକ୍ତିକରଣର ପ୍ରତୀକ ଏବଂ ଲୋକପ୍ରିୟ ନାରୀନେତ୍ରୀ ରାଜମାତା ବିଜୟାରଜେ ସିନ୍ଧିଆଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏

'ସାନ ସିନା ଦାନ ତା ମହାନ'

ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ବିପ୍ଳବୀ, ଓଡ଼ିଶା ମାଟିର ଗର୍ବ ଓ ଗୌରବ, ବୀର ସହିଦ ବାଜି ରାଉତଙ୍କ ବଳିଦାନ ଦିବସରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏

'ସାନ ସିନା ଦାନ ତା ମହାନ' ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ମହାନ୍ ବିପ୍ଳବୀ, ଓଡ଼ିଶା ମାଟିର ଗର୍ବ ଓ ଗୌରବ, ବୀର ସହିଦ ବାଜି ରାଉତଙ୍କ ବଳିଦାନ ଦିବସରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏
account_circle
Baijayant Panda Odia(@Panda_Odia) 's Twitter Profile Photo

ମହାନ ସମାଜ ସଂସ୍କାରକ ତଥା ବିଶିଷ୍ଟ ଓଡ଼ିଆ ନାଟ୍ୟକାର, ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି 🙏🙏

ମହାନ ସମାଜ ସଂସ୍କାରକ ତଥା ବିଶିଷ୍ଟ ଓଡ଼ିଆ ନାଟ୍ୟକାର, ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି 🙏🙏
account_circle
Baijayant Jay Panda(@PandaJay) 's Twitter Profile Photo

'ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।'

ମହାନ୍ ସ୍ବାଧୀନତା ସଂଗ୍ରାମୀ, ବିଶିଷ୍ଟ ସମାଜ ସଂସ୍କାରକ, ଆଦର୍ଶ ଶିକ୍ଷକ, ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ସେବା ଓ ତ୍ୟାଗର ପ୍ରତୀକ, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏

'ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।' ମହାନ୍ ସ୍ବାଧୀନତା ସଂଗ୍ରାମୀ, ବିଶିଷ୍ଟ ସମାଜ ସଂସ୍କାରକ, ଆଦର୍ଶ ଶିକ୍ଷକ, ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ସେବା ଓ ତ୍ୟାଗର ପ୍ରତୀକ, ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏
account_circle
Baijayant Jay Panda(@PandaJay) 's Twitter Profile Photo

ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ ।
ଶଙ୍ଖଚକ୍ର ଗଦାହସ୍ତେ ମହାଲକ୍ଷ୍ମୀ ନମୋସ୍ତୁତେ ।।

ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସୌଭାଗ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଯାଉ🙏

ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ । ଶଙ୍ଖଚକ୍ର ଗଦାହସ୍ତେ ମହାଲକ୍ଷ୍ମୀ ନମୋସ୍ତୁତେ ।। ପବିତ୍ର ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ସୌଭାଗ୍ୟ ଓ ସମ୍ପଦର ଅଧିଷ୍ଠାତ୍ରୀ ଦେବୀ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଯାଉ🙏
account_circle
Baijayant Panda Odia(@Panda_Odia) 's Twitter Profile Photo

ସ୍ବାଧୀନତା ସଂଗ୍ରାମର ସର୍ବ କନିଷ୍ଠ ବୀର ସହିଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ନିଜର ପ୍ରାଣବଳୀ ଦେଇଥିବା ଏହି ମହାନ୍ ବୀର ଆମ ପାଇଁ ସର୍ବଦା ପ୍ରେରଣାଦାୟୀ ରହିବେ 🙏🙏

ସର୍ବଦା ରାଷ୍ଟ୍ର ସେବାରେ ସମର୍ପିତ, ବିଶ୍ବର ସବୁଠୁ ବଡ଼ ସାମାଜିକ ଓ ସାଂସ୍କୃତିକ ସଂଗଠନ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠା ଦିବସରେ ସମସ୍ତ ସ୍ଵୟଂସେବକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏

ଅଧର୍ମ ଉପରେ ଧର୍ମ, ପାପ ଉପରେ ପୁଣ୍ୟ ଓ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ପବିତ୍ର ଦଶହରା ଓ ବିଜୟା ଦଶମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଜୟ ଶ୍ରୀରାମ 🙏🙏

ଅଧର୍ମ ଉପରେ ଧର୍ମ, ପାପ ଉପରେ ପୁଣ୍ୟ ଓ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ପବିତ୍ର ଦଶହରା ଓ ବିଜୟା ଦଶମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜୟ ଶ୍ରୀରାମ 🙏🙏
account_circle
Baijayant Panda Odia(@Panda_Odia) 's Twitter Profile Photo

ସମସ୍ତଙ୍କୁ ପବିତ୍ର ମହାନବମୀର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମାଁ ସିଦ୍ଧିଦାତ୍ରୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ।
ଜୟ ମା‘ ସିଦ୍ଧିଦାତ୍ରୀ 🙏🙏

ସମସ୍ତଙ୍କୁ ପବିତ୍ର ମହାନବମୀର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମାଁ ସିଦ୍ଧିଦାତ୍ରୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ । ଜୟ ମା‘ ସିଦ୍ଧିଦାତ୍ରୀ 🙏🙏 #MahaNavami
account_circle
Baijayant Panda Odia(@Panda_Odia) 's Twitter Profile Photo

ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।।

ସମସ୍ତଙ୍କୁ ପବିତ୍ର ମହା ଦୁର୍ଗା ଅଷ୍ଟମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏

ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା । ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ ।। ସମସ୍ତଙ୍କୁ ପବିତ୍ର ମହା ଦୁର୍ଗା ଅଷ୍ଟମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏
account_circle
Baijayant Panda Odia(@Panda_Odia) 's Twitter Profile Photo

ମହାନ୍ ଜନନାୟକ, 'ଜୟ ଯବାନ, ଜୟ କିଷାନ' ର ପ୍ରଣେତା, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ୍ ବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏

ମହାନ୍ ସ୍ବାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏

ମହାନ୍ ସ୍ବାଧୀନତା ସଂଗ୍ରାମୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏🙏 #GandhiJayanti
account_circle
Baijayant Panda Odia(@Panda_Odia) 's Twitter Profile Photo

ଆମ ଦଳ ସର୍ବଦା ଦେଶ ହିତରେ କାମକରେ । ଆମେ ସବୁବେଳେ ଲୋକଙ୍କ ସହ ରହି ଗ୍ରାଉଣ୍ଡରେ କାମ କରୁ କୌଣସି ଦ୍ଵିତୀୟ ମହଲା କି ତୃତୀୟ ମହଲାରେ ବସିକି ନୁହେଁ ।

account_circle
Baijayant Jay Panda(@PandaJay) 's Twitter Profile Photo

ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ ।
ଆଜି ଆମର ରାଷ୍ଟ୍ରୀୟ ଅଧ୍ୟକ୍ଷ Jagat Prakash Nadda ଜୀ ଓ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ସହ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଜନତା ମଇଦାନ ଯୋଗଦେଇଥିଲି । ଆଦରଣୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଭିଭାଷଣ ଓ ମାର୍ଗଦର୍ଶନ ଆମର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କୁ ପୁନଶ୍ଚ ଉତ୍ସାହିତ କରିଛି। ଜୟ ଜଗନ୍ନାଥ🙏

account_circle
Baijayant Jay Panda(@PandaJay) 's Twitter Profile Photo

ଆଜି ବିଶିଷ୍ଟ ଜନନେତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଲି ।

ଓଁ ଶାନ୍ତି 🙏🙏

ଆଜି ବିଶିଷ୍ଟ ଜନନେତ୍ରୀ ତଥା ପୂର୍ବତନ ସାଂସଦ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ଏବଂ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଲି । ଓଁ ଶାନ୍ତି 🙏🙏
account_circle
Baijayant Jay Panda(@PandaJay) 's Twitter Profile Photo

ଜନପ୍ରିୟ ନେତା ତଥା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗତ ପ୍ରକାଶ ନଡ୍ଡା ଜୀଙ୍କୁ ଓଡ଼ିଶା ମାଟିରେ ଭବ୍ୟ ସ୍ବାଗତ।

ଜନପ୍ରିୟ ନେତା ତଥା ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗତ ପ୍ରକାଶ ନଡ୍ଡା ଜୀଙ୍କୁ ଓଡ଼ିଶା ମାଟିରେ ଭବ୍ୟ ସ୍ବାଗତ। #OdishaWelcomesNaddaJi
account_circle