༄Aàni࿐ (@aanim_16) 's Twitter Profile
༄Aàni࿐

@aanim_16

There are three sides to every story: Yours, mine and The Truth🙏

ID: 1462458872719765506

calendar_today21-11-2021 16:32:54

7,7K Tweet

426 Takipçi

160 Takip Edilen

༄Aàni࿐ (@aanim_16) 's Twitter Profile Photo

ଭକ୍ତର ଗାଳିକୁ ଖୁସିରେ ଆପଣେଇବ ହେଲେ ଗର୍ବକୁ କେବେ ନ ସହିବ। ନନ୍ଦିନୀ ଶତପଥୀଙ୍କ ସମୟର ଘଟଣାଟି ମନେପଡି ଯାଏ ଯେତେବେଳେ ଦାୟିତ୍ଵରେ ଥିବା ପ୍ରଶାସକଙ୍କ ଗର୍ବ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ କୁ ବିଜେ ନ କରି ଚାରମାଳ ମଝିରେ ଅଟକି ଗଲେ । ଶେଷରେ ଗଜପତି ମହାରାଜା ଆସି ଅନୁରୋଧ କରିଥିଲେ ଏବଂ ପ୍ରଭୁ ରଥାରୂଢ଼ ହୋଇଥିଲେ।