E&IT Department Odisha (@eit_odisha) 's Twitter Profile
E&IT Department Odisha

@eit_odisha

Official Twitter handle of Electronics & Information Technology Department, Government of Odisha. All posts free for use under- CC by 4.0

ID: 722299413998100480

linkhttps://it.odisha.gov.in/ calendar_today19-04-2016 05:42:54

3,3K Tweet

83,83K Followers

139 Following

E&IT Department Odisha (@eit_odisha) 's Twitter Profile Photo

ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର Dr. Mukesh Mahaling, OCAC Odisha କାର୍ଯ୍ୟାଳୟକୁ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି I Mohan Charan Majhi CMO Odisha #ବିକଶିତଓଡ଼ିଶା

ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଆଜି ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଡକ୍ଟର Dr. Mukesh Mahaling, OCAC Odisha କାର୍ଯ୍ୟାଳୟକୁ ଆସି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି I

Mohan Charan Majhi
CMO Odisha
#ବିକଶିତଓଡ଼ିଶା
E&IT Department Odisha (@eit_odisha) 's Twitter Profile Photo

ବିଭାଗୀୟ ସଚିବ ଶ୍ରୀ Vishal K. Dev ମାନ୍ୟବର ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ଵାଗତ ଜଣାଇଥିଲେ I ଏହି ଅବସରରେ ମନ୍ତ୍ରୀ, ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରିବାସହ #EGovernance ଜରିଆରେ ତୃଣମୂଳ ସ୍ତରରେ ଲୋକଙ୍କୁୁ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଆହ୍ବାନ ଦେଇଥିଲେ। Mohan Charan Majhi CMO Odisha OCAC Odisha

ବିଭାଗୀୟ ସଚିବ ଶ୍ରୀ Vishal K. Dev ମାନ୍ୟବର ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ଵାଗତ ଜଣାଇଥିଲେ I ଏହି ଅବସରରେ ମନ୍ତ୍ରୀ, ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରିବାସହ #EGovernance ଜରିଆରେ ତୃଣମୂଳ ସ୍ତରରେ ଲୋକଙ୍କୁୁ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଆହ୍ବାନ ଦେଇଥିଲେ। Mohan Charan Majhi
CMO Odisha OCAC Odisha
E&IT Department Odisha (@eit_odisha) 's Twitter Profile Photo

India's most precious gift to the world, the practice of #Yoga unites mind, body and soul for inner peace, spirituality and overall wellness. On #InternationalYogaDay2024, let's inculcate yoga in our lifestyle and reap its myriad benefits for a healthier future.

Strengthening #Telecom, Broadband & #5G network is a key focus area of #Odisha Govt. Heading the #StateBroadbandCommittee meeting ChiefSecyOdisha, Pradeep Jena advised Pr, Secy E&IT, Vishal K. Dev to expedite #NationalBroadbandMission implementation. CMO Odisha ommcomnews.com/odisha-news/ch…

E&IT Department Odisha (@eit_odisha) 's Twitter Profile Photo

ପବିତ୍ର ଘୋଷଯାତ୍ରାର ମହାର୍ଘ ଅବସର I ଶ୍ରୀକ୍ଷେତ୍ରରେ ତିନି ରଥରେ ବିରାଜମାନ ହୋଇ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ I ଜଗତର ନାଥ ଜଗନ୍ନାଥଙ୍କ ଅଭୟ ଆଶିଷରୁ ସଭିଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିସମ୍ପନ୍ନ ହେଉ I #ଜୟଜଗନ୍ନାଥ #JayJagannath #Puri #RathYatra2024

Adding another impetus to economic prosperity of #Odisha, SLSWCA meeting held under chairmanship of ChiefSecyOdisha Manoj Ahuja has approved IT infra project of Panda Estates in #Khordha. The project worth ₹112.80 Cr will generate employment for 4,500 people. odishabytes.com/odisha-govt-ap…

I & PR Department, Odisha (@ipr_odisha) 's Twitter Profile Photo

ଚଳିତ ମାସ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ହର୍‌ ଘର ତ୍ରିରଙ୍ଗା ଅଭିଯାନର ଅଂଶ ସ୍ବରୁପ ଆୟୋଜିତ ହେବାକୁ ଥିବା ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମରେ #ହର୍‌ଘର୍‌ତ୍ରିରଙ୍ଗା ସଙ୍ଗୀତ ବାଦନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ। #HarGharTiranga ଦୟାକରି ନିମ୍ନ ଲିଙ୍କ୍ କ୍ଲିକ୍ କରନ୍ତୁ: drive.google.com/file/d/1VlqGhC…

E&IT Department Odisha (@eit_odisha) 's Twitter Profile Photo

ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi I ଏହି ଲକ୍ଷ୍ୟରେ କେନ୍ଦ୍ର Ministry of Electronics & IT ମନ୍ତ୍ରୀ ଶ୍ରୀ Ashwini Vaishnaw ଙ୍କ ସହ ସାକ୍ଷାତ କରି ମନ୍ତ୍ରୀ ଡାଃ. Dr. Mukesh Mahaling ରାଜ୍ଯର ବିକାଶମୁଖୀ ଯୋଜନା ନେଇ ଆଲୋଚନା କରିଛନ୍ତି I I & PR Department, Odisha

ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi I

ଏହି ଲକ୍ଷ୍ୟରେ କେନ୍ଦ୍ର Ministry of Electronics & IT ମନ୍ତ୍ରୀ ଶ୍ରୀ Ashwini Vaishnaw ଙ୍କ ସହ ସାକ୍ଷାତ କରି ମନ୍ତ୍ରୀ ଡାଃ. Dr. Mukesh Mahaling ରାଜ୍ଯର ବିକାଶମୁଖୀ ଯୋଜନା ନେଇ ଆଲୋଚନା କରିଛନ୍ତି I I & PR Department, Odisha
E&IT Department Odisha (@eit_odisha) 's Twitter Profile Photo

୭୮ତମ #ସ୍ଵାଧୀନତାଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ I ଏହି ବିଶେଷ ଦିନରେ ଅଖଣ୍ଡ ଭାରତ ଭୂଖଣ୍ଡର ଅସ୍ମିତା ରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର, ବୀରାଙ୍ଗନାଙ୍କ ତ୍ୟାଗପୂତ ବଳିଦାନକୁ ସ୍ମରଣପୂର୍ବକ ଶ୍ରଦ୍ଧାଞ୍ଜଳି। #IndependenceDay2024 Mohan Charan Majhi Dr. Mukesh Mahaling I & PR Department, Odisha

୭୮ତମ #ସ୍ଵାଧୀନତାଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ I ଏହି ବିଶେଷ ଦିନରେ ଅଖଣ୍ଡ ଭାରତ ଭୂଖଣ୍ଡର ଅସ୍ମିତା ରକ୍ଷା ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର, ବୀରାଙ୍ଗନାଙ୍କ ତ୍ୟାଗପୂତ ବଳିଦାନକୁ ସ୍ମରଣପୂର୍ବକ ଶ୍ରଦ୍ଧାଞ୍ଜଳି। #IndependenceDay2024
Mohan Charan Majhi Dr. Mukesh Mahaling I & PR Department, Odisha
E&IT Department Odisha (@eit_odisha) 's Twitter Profile Photo

ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
E&IT Department Odisha (@eit_odisha) 's Twitter Profile Photo

ESC Chairman for East Zone Ashwini Kumar Rath had a productive meeting with Principal Secretary Shri Vishal Dev and Special Secretary & MD OCAC Odisha Shri Manas Panda. They discussed ESC INDIA's operations in #Odisha & preparations for the upcoming edition of IndiaSoft IT Expo.