ଓଡ଼ିଆ ଜଗତ(@odiajagat) 's Twitter Profileg
ଓଡ଼ିଆ ଜଗତ

@odiajagat

ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର ,ଶ୍ରୀ ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ।
Jay Jagannath 🙏

ID:109496309

calendar_today29-01-2010 07:05:55

136,3K Tweets

28,1K Followers

210 Following

ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀମଦ୍ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟ ଯୋଗ ଭାଗ - ୩୪

ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ ।
ସମ୍ଭାବିତସ୍ୟ ଚାକୀର୍ତିର୍ମରଣାଦତିରିଚ୍ୟତେ ।।୩୪।।

ଅର୍ଥ :- ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ ।

ଶ୍ରୀମଦ୍ ଭଗବଦ୍ ଗୀତା ଦ୍ୱିତୀୟ ଅଧ୍ୟାୟ: ସାଂଖ୍ୟ ଯୋଗ ଭାଗ - ୩୪ ଅକୀର୍ତିଂ ଚାପି ଭୂତାନି କଥୟିଷ୍ୟନ୍ତି ତେଽବ୍ୟୟାମ୍ । ସମ୍ଭାବିତସ୍ୟ ଚାକୀର୍ତିର୍ମରଣାଦତିରିଚ୍ୟତେ ।।୩୪।। ଅର୍ଥ :- ଲୋକମାନେ ତୁମକୁ ଜଣେ ଭୀରୁ ଓ ପଳାୟନପନ୍ଥୀ କହିବେ । ଜଣେ ସମ୍ମାନୀୟ ବ୍ୟକ୍ତି ପକ୍ଷରେ ଅପଯଶ ମୃତ୍ୟୁ ଠାରୁ ମଧ୍ୟ ଅଧିକ କଷ୍ଟଦାୟକ ଅଟେ । #ଗୀତା
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଜୟ ଜଗନ୍ନାଥ
॥ ଶ୍ରୀ ଜଗନ୍ନାଥ ସହସ୍ର ନାମ ସ୍ତୋତ୍ରମ୍ ॥

॥ ଓଂ ଶ୍ରୀ ଜଗନ୍ନାଥାୟ ନମୋ ନମଃ ॥

ଦେବକର୍ତ୍ତା ବ୍ରହ୍ମକର୍ତ୍ତା ବଶିିଷ୍ଠୋ ବ୍ରହ୍ମପାଳକଃ |
ଜଗତ୍ପତିଃ ସୁରାଚାର୍ଯ୍ୟୋ ଜଗତ୍-ବ୍ୟାପୀ ଜିତେନ୍ଦ୍ରିୟଃ ||୨୨||

ଜୟ ଜଗନ୍ନାଥ ॥ ଶ୍ରୀ ଜଗନ୍ନାଥ ସହସ୍ର ନାମ ସ୍ତୋତ୍ରମ୍ ॥ ॥ ଓଂ ଶ୍ରୀ ଜଗନ୍ନାଥାୟ ନମୋ ନମଃ ॥ ଦେବକର୍ତ୍ତା ବ୍ରହ୍ମକର୍ତ୍ତା ବଶିିଷ୍ଠୋ ବ୍ରହ୍ମପାଳକଃ | ଜଗତ୍ପତିଃ ସୁରାଚାର୍ଯ୍ୟୋ ଜଗତ୍-ବ୍ୟାପୀ ଜିତେନ୍ଦ୍ରିୟଃ ||୨୨||
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ବଡ଼ବାଡ଼ ସାମନ୍ତ ମଣିମା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ଦିବ୍ୟ ଦର୍ଶନ।🌹🌹

ବଡ଼ବାଡ଼ ସାମନ୍ତ ମଣିମା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ଦିବ୍ୟ ଦର୍ଶନ।🌹🌹
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ରବିବାର ବାବା ଧବଳେଶ୍ଵର ମହାଦେବଙ୍କ ଦର୍ଶନ 🔱🙏

ଆଜି ରବିବାର ବାବା ଧବଳେଶ୍ଵର ମହାଦେବଙ୍କ ଦର୍ଶନ 🔱🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

।। ଗଙ୍ଗା ଦଶହରା ।।

ଆଜି, ଜ୍ୟେଷ୍ଠ ଶୁକ୍ଳ ଦଶମୀର ହସ୍ତା ନକ୍ଷତ୍ର ଦିନ ଭଗବତୀ ଗଙ୍ଗା ଭଗବାନ ଶିବଙ୍କ ଜଟା ଭିତରୁ ପୃଥିବୀକୁ ଅବତରିତ ହୋଇଥିଲେ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ହର ହର ମହାଦେବ । ହର ହର ଗଙ୍ଗେ ।। ଜୟ ଶ୍ରୀ ଗଙ୍ଗେଶ୍ଵର ଶିବ ।।

।। ଗଙ୍ଗା ଦଶହରା ।। ଆଜି, ଜ୍ୟେଷ୍ଠ ଶୁକ୍ଳ ଦଶମୀର ହସ୍ତା ନକ୍ଷତ୍ର ଦିନ ଭଗବତୀ ଗଙ୍ଗା ଭଗବାନ ଶିବଙ୍କ ଜଟା ଭିତରୁ ପୃଥିବୀକୁ ଅବତରିତ ହୋଇଥିଲେ । ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ହର ହର ମହାଦେବ । ହର ହର ଗଙ୍ଗେ ।। ଜୟ ଶ୍ରୀ ଗଙ୍ଗେଶ୍ଵର ଶିବ ।।
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ମା ତାରିଣୀ ଠାକୁରାଣୀଙ୍କ ଆଜିର ସୁନା ବେଶ ରେ ଦର୍ଶନ 🙏

ମା ତାରିଣୀ ଠାକୁରାଣୀଙ୍କ ଆଜିର ସୁନା ବେଶ ରେ ଦର୍ଶନ 🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ସେ ଯେ ଆଦି ମାତା ସବୁରି ମୂଳ
ସକଳ ଦେବତା ତା ପାଦେ ଠୁଳ 🌺

ମାଆ ଶାରଳା ଙ୍କର ଅପୂର୍ବ ବେଶ ଦର୍ଶନ

ସେ ଯେ ଆଦି ମାତା ସବୁରି ମୂଳ ସକଳ ଦେବତା ତା ପାଦେ ଠୁଳ 🌺 ମାଆ ଶାରଳା ଙ୍କର ଅପୂର୍ବ ବେଶ ଦର୍ଶନ
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଜଗତ୍ ର ନାଥ ଶ୍ରୀ ଜଗନ୍ନାଥ ଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ଘଣ୍ଟୁଆ ଙ୍କ ପ୍ରସ୍ତୁତିର ଅପୂର୍ବ ତାଳ...
ଜୟ ଜଗନ୍ନାଥ 🥰🙏❤️

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ମହାବୀର ହନୁମାନ ଙ୍କର ଆଜିର ଦର୍ଶନ😍❤️🙏

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ମହାବୀର ହନୁମାନ ଙ୍କର ଆଜିର ଦର୍ଶନ😍❤️🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ମା ଉଗ୍ରତାରା ଙ୍କ ଆଜିର ବେଶ ଦର୍ଶନ, ଭୂଷଣ୍ଡପୁର 🙏🌺🔱🚩

ମା ଉଗ୍ରତାରା ଙ୍କ ଆଜିର ବେଶ ଦର୍ଶନ, ଭୂଷଣ୍ଡପୁର 🙏🌺🔱🚩
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏
🌺🌺ଜୟ ମା ସମଲେଶ୍ବରୀ🌺🌺
🌺ତା:୧୬.୦୬.୨୦୨୪,ରବିବାର🌺

🙏🌺ମା ସମଲେଶ୍ବରୀ ଙ୍କ ଆଜି ର ଦର୍ଶନ🌺🙏 🌺🌺ଜୟ ମା ସମଲେଶ୍ବରୀ🌺🌺 🌺ତା:୧୬.୦୬.୨୦୨୪,ରବିବାର🌺
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଭକ୍ତକବି ଶ୍ରୀ ଜୟଦେବ ଙ୍କ କୃତ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ ଦ୍ୱିତୀୟ ସର୍ଗଃ ଭାଗ - ୨୧

ସାକୃତ ସ୍ମିତମାକୁଳାକୁଳଗଳଦ୍ଧମ୍ମିଲୁମୁଲ୍ଲାସିତ
ଭ୍ରୂବଲ୍ଲକମଳୀକଦର୍ଶିତଭୂଜାମୂଳାଦ୍ଧଦୃଷ୍ଟସ୍ମନମ
ଗୋପୀନାଂ ନିଭୂତଂ ନିରୀକ୍ଷ୍ୟ ଗମିତା କାଂକ୍ଷ୍ ଶ୍ଚିରଂ ଚିନ୍ତୟ
ନ୍ନନ୍ତ ମୁଗ୍ଧ ମନୋହରଂ ହରତୁ ବଃ କ୍ଲେଶଂ ନବଃ କେଶବଃ ।

ଭକ୍ତକବି ଶ୍ରୀ ଜୟଦେବ ଙ୍କ କୃତ ଶ୍ରୀ ଗୀତଗୋବିନ୍ଦ ମହାକାବ୍ୟ ଦ୍ୱିତୀୟ ସର୍ଗଃ ଭାଗ - ୨୧ ସାକୃତ ସ୍ମିତମାକୁଳାକୁଳଗଳଦ୍ଧମ୍ମିଲୁମୁଲ୍ଲାସିତ ଭ୍ରୂବଲ୍ଲକମଳୀକଦର୍ଶିତଭୂଜାମୂଳାଦ୍ଧଦୃଷ୍ଟସ୍ମନମ ଗୋପୀନାଂ ନିଭୂତଂ ନିରୀକ୍ଷ୍ୟ ଗମିତା କାଂକ୍ଷ୍ ଶ୍ଚିରଂ ଚିନ୍ତୟ ନ୍ନନ୍ତ ମୁଗ୍ଧ ମନୋହରଂ ହରତୁ ବଃ କ୍ଲେଶଂ ନବଃ କେଶବଃ ।
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ପବିତ୍ର ରଜ ସଂକ୍ରାନ୍ତି ରେ ବାବା ଆଖଣ୍ଡଳମଣୀଙ୍କର ଦର୍ଶନ 🔱🙏

ପବିତ୍ର ରଜ ସଂକ୍ରାନ୍ତି ରେ ବାବା ଆଖଣ୍ଡଳମଣୀଙ୍କର ଦର୍ଶନ 🔱🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ପବିତ୍ର ରଜ ସଂକ୍ରାନ୍ତି ଅବସରରେ କଟକ ଅଧିଷ୍ଠାତ୍ରୀ ଦେବୀ ମା କଟକଚଣ୍ଡୀ ଠାକୁରାଣୀଙ୍କ ସନ୍ଧ୍ୟା ଦର୍ଶନ 🙏

ପବିତ୍ର ରଜ ସଂକ୍ରାନ୍ତି ଅବସରରେ କଟକ ଅଧିଷ୍ଠାତ୍ରୀ ଦେବୀ ମା କଟକଚଣ୍ଡୀ ଠାକୁରାଣୀଙ୍କ ସନ୍ଧ୍ୟା ଦର୍ଶନ 🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ପବିତ୍ର ରଜ ସଂକ୍ରାନ୍ତି ରେ ମହମ୍ମଦିଆ ବଜାର ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ 🙏

ପବିତ୍ର ରଜ ସଂକ୍ରାନ୍ତି ରେ ମହମ୍ମଦିଆ ବଜାର ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ 🙏
account_circle