ଓଡ଼ିଆ ଜଗତ(@odiajagat) 's Twitter Profileg
ଓଡ଼ିଆ ଜଗତ

@odiajagat

ମୁଁ ଓଡ଼ିଆ , ଓଡ଼ିଶା ହେଉଛି ମୋ' ଘର ,ଶ୍ରୀ ଜଗନ୍ନାଥ ହେଉଛନ୍ତି ମୋ'ର ଆରାଧ୍ୟ ଦେବତା । ମୁ ୧୨ ମାସ ରେ ୧୩ ଯାନୀଯାତ୍ରା ପାଳନ କରେ।
Jay Jagannath 🙏

ID:109496309

calendar_today29-01-2010 07:05:55

135,5K Tweets

27,3K Followers

216 Following

ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀଜୀଉଙ୍କର ଦିବ୍ୟ ସନ୍ଧ୍ୟା ଦର୍ଶନ
ଶ୍ରୀ ଜଗନ୍ନାଥ ମନ୍ଦିର, ମହମ୍ମଦିଆ ବଜାର, କଟକ 🙏

ଶ୍ରୀଜୀଉଙ୍କର ଦିବ୍ୟ ସନ୍ଧ୍ୟା ଦର୍ଶନ ଶ୍ରୀ ଜଗନ୍ନାଥ ମନ୍ଦିର, ମହମ୍ମଦିଆ ବଜାର, କଟକ 🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

🙏ସନ୍ଧ୍ୟା ମହାଆଳତୀ ଦର୍ଶନ🙏
🌺🌸ଜୟ ମା ସମଲେଶ୍ଵରୀ🌸🌺
🌿ତା:୦୩.୦୯.୨୦୨୩,ରବିବାର🌿

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀ ପତିତପାବନ ମହାପ୍ରଭୁ ଙ୍କର ଦିବ୍ୟ ସନ୍ଧ୍ୟା ଦର୍ଶନ 🥰
ଜୟ ଜଗନ୍ନାଥ 🥰😍🙏

ଶ୍ରୀ ପତିତପାବନ ମହାପ୍ରଭୁ ଙ୍କର ଦିବ୍ୟ ସନ୍ଧ୍ୟା ଦର୍ଶନ 🥰 ଜୟ ଜଗନ୍ନାଥ 🥰😍🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜିର ଶୁଭ ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନ
ଜୟ ଜଗନ୍ନାଥ 🙏🙏
ତାରିଖ -୩/୦୯/୨୦୨୩

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀମନ୍ଦିରରେ ଶ୍ରୀ ଶ୍ରୀ ପତିତପାବନ ମହାପ୍ରଭୁଙ୍କର ମସ୍ତକରୁ ସନ୍ଧ୍ୟା ଆଳତି ସମୟରେ ରୁ ଖସିଲା ଦିବ୍ୟ ପୁଷ୍ପ। ଥରେ ମାତ୍ର ସେହି ଦିବ୍ୟ ମୁହୂର୍ତ୍ତକୁ ଦର୍ଶନ କରି, ନିଜର ଜୀବନ କୁ ଧନ୍ୟ କରନ୍ତୁ। ହରି ହରି ବୋଲ ମଣିମା। ଜୟ ଜଗନ୍ନାଥ । 🥰😍🙏

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି ରେ ଘରେ ଘରେ ପୁରେ ପୁରେ ମା'ସର୍ବମଙ୍ଗଳା ଙ୍କ ଆଗମନ ହେଲା।
ଶ୍ରଦ୍ଧା ବିନମ୍ର ଭକ୍ତି ଭାବ ରେ ମା' ଦୟାମୟୀ ଭାବସହକାରେ ବନ୍ଧାହୋଇ ଦର୍ଶନ ଦେଲେ କମନୀୟ କାନ୍ତି ରେ...😍
ଅପରୁପ ଲାବଣ୍ୟମୟୀ ମନୋହର ରୁପରେ ସ୍ମିତହାସ ଦେଇ ଜଗତଜନକୁ ସନ୍ତୋଷ ଦେଉଛନ୍ତି ମା'ସର୍ବମଙ୍ଗଳା।🙏🔱🌺🚩

ଆଜି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି ରେ ଘରେ ଘରେ ପୁରେ ପୁରେ ମା'ସର୍ବମଙ୍ଗଳା ଙ୍କ ଆଗମନ ହେଲା। ଶ୍ରଦ୍ଧା ବିନମ୍ର ଭକ୍ତି ଭାବ ରେ ମା' ଦୟାମୟୀ ଭାବସହକାରେ ବନ୍ଧାହୋଇ ଦର୍ଶନ ଦେଲେ କମନୀୟ କାନ୍ତି ରେ...😍 ଅପରୁପ ଲାବଣ୍ୟମୟୀ ମନୋହର ରୁପରେ ସ୍ମିତହାସ ଦେଇ ଜଗତଜନକୁ ସନ୍ତୋଷ ଦେଉଛନ୍ତି ମା'ସର୍ବମଙ୍ଗଳା।🙏🔱🌺🚩
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ମହାପ୍ରଭୁଙ୍କ ଦିବ୍ୟ ବଡ଼ସିଂହାର ବେଶ ର ଚିତ୍ର,
ଜୟ ଜଗନ୍ନାଥ 🥰😍🙏

ମହାପ୍ରଭୁଙ୍କ ଦିବ୍ୟ ବଡ଼ସିଂହାର ବେଶ ର ଚିତ୍ର, ଜୟ ଜଗନ୍ନାଥ 🥰😍🙏
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ଆଜିର ଦିବ୍ୟ ଦର୍ଶନ

ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ଆଜିର ଦିବ୍ୟ ଦର୍ଶନ
account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଆଜି ପବିତ୍ର ରବିବାର ରେ ବାବା ଧବଳେଶ୍ବର ଙ୍କୁ ଜଳଲାଗି ଏବଂ ଦିବ୍ୟ ଆଳତି ଦର୍ଶନ 🙏

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଖୁଦୁରୁକୁଣୀ ଓଷା ର ହାର୍ଦିକ ଅଭିନନ୍ଦନ ଓ ଶୁଭକାମନା
ପ୍ରଥମ ପାଳି ରେ ମାଙ୍କ ପୂଜା
ମା ସମସ୍ତଙ୍କ ଉପରେ କୃପା ରଖି ଥାଓ 🙏🙏🙏

ଚିତ୍ରଶିଳ୍ପୀ_ ଦେବାଶିଷ ସାହୁ
ଚିତ୍ର ସମ୍ପୂର୍ଣ୍ଣ ଲୋକକଥା ଶ୍ରୀମନ୍ଦିର ରେ ଏହି ନୀତି ହୁଏ ନାହିଁ
ଜୟ ଜଗନ୍ନାଥ

account_circle
ଓଡ଼ିଆ ଜଗତ(@odiajagat) 's Twitter Profile Photo

ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ସୁପ୍ରଭାତ ଦର୍ଶନ
ଜୟ ଜଗନ୍ନାଥ 🥰😍🙏

ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ସୁପ୍ରଭାତ ଦର୍ଶନ ଜୟ ଜଗନ୍ନାଥ 🥰😍🙏
account_circle