ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile
ଓଡିଶାର କଳା ଓ ସଂସ୍କୃତି

@odiasanskruti

ମୁଁ ଓଡ଼ିଆ ,ଓଡ଼ିଶା ହେଉଛି ମୋ ଘର🤗ମୋ ଆରାଧ୍ୟଦେବତା ପ୍ରଭୁ ଜଗନ୍ନାଥ 🚩🙏ଓଡ଼ିଶା ର କଳା ଓ ସଂସ୍କୃତି ଓ ଦେବା ଦେବୀ କୁ ଲୋକ ଲୋଚନ କୁ ଆଣିବାର ଏକ ଛୋଟ ପ୍ରୟାସ ❤️ jay Jagannath ⭕❗⭕

ID: 1748731384867520512

calendar_today20-01-2024 15:37:39

2,2K Tweet

1,1K Followers

80 Following

ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

#ଶ୍ରୀକୃଷ୍ଣସ୍ତୋତ୍ର ଭଜେ ବଜୈକ ମଣ୍ଡନଂ ସମସ୍ତ ପାପଖଣ୍ଡନଂ, ସ୍ୱଭକ୍ତ ଚିତ୍ତରଞ୍ଜନଂ ସଦୈବ ନନ୍ଦନନ୍ଦନଂ | ଅର୍ଥ : ବ୍ରଜମଣ୍ଡଳର ଏକମାତ୍ର ଅଳଙ୍କାର ସ୍ୱରୂପୀ, ସମସ୍ତପାପ ଖଣ୍ଡନକାରୀ, ନିଜ ଭକ୍ତର ଚିତ୍ତରଞ୍ଜନକାରୀ, ନନ୍ଦନନ୍ଦନ (ଶ୍ରୀକୃଷ୍ଣ)ଙ୍କୁ ସର୍ବଦା ଭଜନା କରୁଛି🙏 #ଜୟଜଗନ୍ନାଥ 🚩🙏

#ଶ୍ରୀକୃଷ୍ଣସ୍ତୋତ୍ର

ଭଜେ ବଜୈକ ମଣ୍ଡନଂ ସମସ୍ତ ପାପଖଣ୍ଡନଂ,
ସ୍ୱଭକ୍ତ ଚିତ୍ତରଞ୍ଜନଂ ସଦୈବ ନନ୍ଦନନ୍ଦନଂ  |

ଅର୍ଥ : ବ୍ରଜମଣ୍ଡଳର ଏକମାତ୍ର ଅଳଙ୍କାର ସ୍ୱରୂପୀ, ସମସ୍ତପାପ ଖଣ୍ଡନକାରୀ, ନିଜ ଭକ୍ତର ଚିତ୍ତରଞ୍ଜନକାରୀ, ନନ୍ଦନନ୍ଦନ (ଶ୍ରୀକୃଷ୍ଣ)ଙ୍କୁ ସର୍ବଦା ଭଜନା କରୁଛି🙏
#ଜୟଜଗନ୍ନାଥ 🚩🙏