State Transport Authority, Odisha (@staodisha) 's Twitter Profile
State Transport Authority, Odisha

@staodisha

Official account of State Transport Authority, Govt. of Odisha.

ID: 740856858034855938

linkhttp://odishatransport.gov.in calendar_today09-06-2016 10:43:34

6,6K Tweet

79,79K Followers

92 Following

State Transport Authority, Odisha (@staodisha) 's Twitter Profile Photo

କୁଶଳୀ ଚାଳକ ସୃଷ୍ଟି ଲକ୍ଷ୍ୟରେ ସରକାରୀ ଓ ଘରୋଇ ସହଭାଗିତାରେ STA ପକ୍ଷରୁ ସୁବିଧା ଜାରି ରହିଛି । ଗଂଜାମ ଜିଲ୍ଲାର ପାଲୁର ସମେତ କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ଯାଜପୁର ଜିଲ୍ଲାର ଛତିଆରେ ମଧ୍ୟ ଏହି ବ୍ୟବସ୍ଥା ଉପଲବ୍ଧ । ଏହାସହ ଭାରିଯାନ ଚାଳକଙ୍କ ନିମନ୍ତେ 3 ଦିନିଆ ରିଫ୍ରେସମେଣ୍ଟ କୋର୍ସ ମଧ୍ୟ ବିନା ମୂଲ୍ୟରେ ଉପଲବ୍ଧ ରହିଛି