H & UD Dept (@huddeptodisha) 's Twitter Profile
H & UD Dept

@huddeptodisha

Housing & Urban Development Department, Government of Odisha

ID: 740884370764898305

linkhttp://urban.odisha.gov.in calendar_today09-06-2016 12:32:53

2,2K Tweet

176,176K Takipçi

476 Takip Edilen

Swachh Bharat Urban (@swachhbharatgov) 's Twitter Profile Photo

Union Minister Shri ML Khattar engages with State Ministers to discuss key preparatory activities for #SwachhataHiSeva2024. The agenda includes identifying CTUs and planning SafaiMitra Shivirs across cities, focusing on sampoorna swachhata. #SHS2024 #SwabhavSwachhata

Curtain Raised: #SHS2024 launched in the presence of Union Ministers, MoHUA, DDWS, Secretaries, and other State Ministers and other officials It's time for #SwabhavSwachhata - #SanskaarSwachhata! #SHS2024

Curtain Raised: #SHS2024 launched in the presence of Union Ministers, MoHUA, DDWS, Secretaries, and other State Ministers and other officials 

It's time for #SwabhavSwachhata - #SanskaarSwachhata!  #SHS2024
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ଆଜି ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ବରାଜ ଭବନ ଠାରେ ଆୟୋଜିତ "ସ୍ଵଚ୍ଛତା ହିଁ ସେବା ଅଭିଯାନ" ଶୁଭାରମ୍ଭ ହୋଇଛି l ଚଳିତ ବର୍ଷ ଏହି ଅଭିଯାନର ଶୀର୍ଷକ ରହିଛି "ସ୍ୱାଭାବ ସ୍ଵଚ୍ଛତା - ସଂସ୍କାର ସ୍ଵଚ୍ଛତା" I ଏହି ଅବସରରେ ଆଲୋଚନାରେ ଭାଗ ନେଇ ମୋର ମତାମତ ରଖିଲି ।

Rourkela Smart City (@smartcityrkl) 's Twitter Profile Photo

ମହିଳା ସଶକ୍ତିକରଣର ଲକ୍ଷ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା 'ସୁଭଦ୍ରା' ଯୋଜନାର ଲାଭାର୍ଥି ହେବା ପାଇଁ ରାଉରକେଲା ମହାନଗର ନିଗମ ଅଞ୍ଚଳର ମହିଳାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। #rmc #rourkela #subhadrayojana #mubisubhadra #womenempowement #odishastepsup #GhareGhareSUBHADRA #WomenInFocus

BMC (@bmcbbsr) 's Twitter Profile Photo

ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଲା ବିଶାଳ ସୁଭଦ୍ରା ସଚେତନତା ପଦଯାତ୍ରା I ସୁଭଦ୍ରା ଯୋଜନାକୁ ଅଧିକରୁ ଅଧିକ ଲୋକାଭିମୁଖି କରିବା ପାଇଁ ଆଜି ସକାଳେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ବିଶାଳ ପଦଯାତ୍ରା। ଏହି ସଚେତନତା ପଦଯାତ୍ରାରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

ଭୁବନେଶ୍ୱରଠାରେ ଅନୁଷ୍ଠିତ ହେଲା ବିଶାଳ ସୁଭଦ୍ରା ସଚେତନତା  ପଦଯାତ୍ରା I

ସୁଭଦ୍ରା ଯୋଜନାକୁ ଅଧିକରୁ ଅଧିକ ଲୋକାଭିମୁଖି କରିବା ପାଇଁ  ଆଜି ସକାଳେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି ବିଶାଳ ପଦଯାତ୍ରା। ଏହି ସଚେତନତା ପଦଯାତ୍ରାରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
CMO Odisha (@cmo_odisha) 's Twitter Profile Photo

ପ୍ରତିଶ୍ରୁତି ପୂରଣ ହେଉଛି। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଆସନ୍ତାକାଲି 'ସୁଭଦ୍ରା' ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #SubhadraYojana #ସୁଭଦ୍ରା #ବିକଶିତଓଡ଼ିଶା

ପ୍ରତିଶ୍ରୁତି ପୂରଣ ହେଉଛି। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଆଗକୁ ବଢ଼ୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଆସନ୍ତାକାଲି 'ସୁଭଦ୍ରା' ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #SubhadraYojana #ସୁଭଦ୍ରା #ବିକଶିତଓଡ଼ିଶା
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ପବିତ୍ର ବିଶ୍ୱକର୍ମା ପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।
Mohan Charan Majhi (@mohanmodisha) 's Twitter Profile Photo

I join the people of Odisha in extending warm greetings to Hon'ble PM Shri Narendra Modi Ji on your birthday. Under your unparalleled leadership, the Nation is moving on a high-growth trajectory towards a Viksit Bharat. I wish you a long and healthy life in service to the

I join the people of Odisha in extending warm greetings to Hon'ble PM Shri <a href="/narendramodi/">Narendra Modi</a> Ji on your birthday.

Under your unparalleled leadership, the Nation is moving on a high-growth trajectory towards a Viksit Bharat. I wish you a long and healthy life in service to the
CMO Odisha (@cmo_odisha) 's Twitter Profile Photo

ରାଜ୍ୟରେ ମହିଳା ସଶକ୍ତିକରଣର ନୂଆ ଧାରା ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 'ସୁଭଦ୍ରା' ଯୋଜନା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #Subhadra #ସୁଭଦ୍ରା #ବିକଶିତଓଡ଼ିଶା

ରାଜ୍ୟରେ ମହିଳା ସଶକ୍ତିକରଣର ନୂଆ ଧାରା ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> 'ସୁଭଦ୍ରା' ଯୋଜନା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #Subhadra #ସୁଭଦ୍ରା #ବିକଶିତଓଡ଼ିଶା
CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ଆଶ୍ରୟ ସୁରକ୍ଷା ସୁନିଶ୍ଚିତ କରୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)- ୨.୦। ଏହି ଯୋଜନା ଅଧୀନ ୧କୋଟି ନୂତନ ବାସଗୃହ ଦ୍ୱାରା ଆର୍ଥିକ ଅନଗ୍ରସର, ସ୍ୱଳ୍ପ ଆୟକାରୀ ବର୍ଗ, ମଧ୍ୟମ ଆୟକାରୀ ବର୍ଗ ବିଶେଷ ଭାବେ ଉପକୃତ ହେବେ। #Odisha #ବିକଶିତଓଡ଼ିଶା

H & UD Dept (@huddeptodisha) 's Twitter Profile Photo

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି। #ସୁଭଦ୍ରା #ବିକଶିତଓଡ଼ିଶା CMO Odisha Dr. Krushna Chandra Mahapatra ChiefSecyOdisha Office of Development Commissioner, Odisha Department of WCD, Government of Odisha Usha Padhee I & PR Department, Odisha youtube.com/live/P6j-N4K6y…

CMO Odisha (@cmo_odisha) 's Twitter Profile Photo

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 'ସୁଭଦ୍ରା' ଯୋଜନା ସହ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ଭୁବନେଶ୍ବରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi। ଏହି ଅବସରରେ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମଞ୍ଚେଶ୍ୱର ଗାଡ଼କଣ ଯାଇ ପିଏମ ଆବାସ ଯୋଜନା

Narendra Modi (@narendramodi) 's Twitter Profile Photo

Delightful conversations over tea! Sat down with PM Awas Yojana beneficiaries and heard their life journeys. Particularly gladdening to see large number of women benefitting from this scheme. They spoke of how this scheme, and other such schemes are transforming lives.

Delightful conversations over tea! Sat down with PM Awas Yojana beneficiaries and heard their life journeys. Particularly gladdening to see large number of women benefitting from this scheme. They spoke of how this scheme, and other such schemes are transforming lives.
Dr. Krushna Chandra Mahapatra (@dr_kcmahapatra) 's Twitter Profile Photo

ସୁଭଦ୍ରା ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ତଥା ମୋଟ୍ ୫ ବର୍ଷରେ ସିଧାସଳଖ ବ୍ୟାଙ୍କ୍ ଖାତାକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ l ଏହାଦ୍ୱାରା ରାଜ୍ୟର ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମା' ଭଉଣୀମାନେ ଉପକୃତ ହେବା ସହ ଏହା ସେମାନଙ୍କ ହାତମୁଠାକୁ ଅଧିକ ମଜବୁତ କରିବ ଳ #GhareGhareSubhadra

Narendra Modi (@narendramodi) 's Twitter Profile Photo

ଚା’ ପିଇବା ସହ ଆନନ୍ଦଦାୟକ ବର୍ତ୍ତାଳାପ ! ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି । ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି ଯୋଜନା ଏବଂ ଏଭଳି ଅନ୍ୟ ଯୋଜନା କିପରି ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ସେମାନେ କହିଥିଲେ ।

ଚା’ ପିଇବା ସହ ଆନନ୍ଦଦାୟକ ବର୍ତ୍ତାଳାପ ! ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି । ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି ଯୋଜନା ଏବଂ ଏଭଳି ଅନ୍ୟ ଯୋଜନା କିପରି ଜୀବନରେ ପରିବର୍ତ୍ତନ ଆଣିଛି ସେ ବିଷୟରେ ସେମାନେ କହିଥିଲେ ।
CMO Odisha (@cmo_odisha) 's Twitter Profile Photo

ଓଡ଼ିଶାରେ ଆରମ୍ଭ ହୋଇଛି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣର ନୂଆ ଧାରା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଛି। ଏହାଦ୍ୱାରା ପ୍ରାୟ ୨୫ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ଉପକୃତ ହୋଇଛନ୍ତି।

ଓଡ଼ିଶାରେ ଆରମ୍ଭ ହୋଇଛି ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣର ନୂଆ ଧାରା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନାର ପ୍ରଥମ କିସ୍ତି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା ହୋଇଛି। ଏହାଦ୍ୱାରା ପ୍ରାୟ ୨୫ଲକ୍ଷରୁ ଊର୍ଦ୍ଧ୍ଵ ମହିଳା ଉପକୃତ ହୋଇଛନ୍ତି।