Rural Water Supply and Sanitation, Odisha(@RWSS_Odisha) 's Twitter Profileg
Rural Water Supply and Sanitation, Odisha

@RWSS_Odisha

Rural Water Supply and Sanitation, Panchayati Raj & Drinking Water Department, Government of Odisha

ID:1319235740920729600

calendar_today22-10-2020 11:14:56

171 Tweets

3,2K Followers

91 Following

Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ |
ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ।

ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଦାଖଲ କରିବା ନିମନ୍ତେ ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରନ୍ତୁ | ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ। #DrinkingWaterForAll #OdishaCares
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଶ୍ରୀମନ୍ଦିର ର ସୁନ୍ଦର ଅନୁଭବ ପାଇବାପାଇଁ ରାଜ୍ୟର ପୁରପଲ୍ଲୀରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଖୋର୍ଦ୍ଧାରେ ନିର୍ମିତ ଅସ୍ଥାୟୀ ଶିବିରକୁ lohanisk ପ୍ରମୁଖ ଶାସନ ସଚିବ Panchayati Raj and Drinking Water Department ପରିଦର୍ଶନ କରି ଭକ୍ତଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବାସହ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ

account_circle
CMO Odisha(@CMO_Odisha) 's Twitter Profile Photo

ଘରେ ଘରେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ। 'ବସୁଧା' ଯୋଜନାରେ ସହଜ ଓ ସୁବିଧାରେ ଲୋକଙ୍କ ପାଖରେ ପହଞ୍ଚୁଛି ବିଶୁଦ୍ଧ ପାନୀୟ ଜଳ। ଗ୍ରାମାଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ହେଉଛି, ଘରେ ଘରେ ଖୁସିର ଲହର ଖେଳୁଛି।

account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

& members in various Gram Panchayats across imparted training on the effective use of for water quality assessment. This initiative will safeguard & promote the well-being of communities while enhancing public awareness.
Cares

#MasterBookKeepers & #SHG members in various Gram Panchayats across #Odisha imparted training on the effective use of #FieldTestKits for water quality assessment. This initiative will safeguard & promote the well-being of communities while enhancing public awareness. #OdishaCares
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଯୋଜନା ଅଧୀନରେ ରାଜ୍ୟର ଗ୍ରାମାଞ୍ଚଳରେ ନଳକୂପ ସହିତ ପ୍ରତ୍ୟେକ ଗୃହ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ିକେନ୍ଦ୍ରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବାପାଇଁ Panchayati Raj and Drinking Water Department ଦୃଢ ସଂକଳ୍ପବଦ୍ଧ |

#BASUDHA ଯୋଜନା ଅଧୀନରେ ରାଜ୍ୟର ଗ୍ରାମାଞ୍ଚଳରେ ନଳକୂପ ସହିତ ପ୍ରତ୍ୟେକ ଗୃହ, ବିଦ୍ୟାଳୟ ଓ ଅଙ୍ଗନୱାଡ଼ିକେନ୍ଦ୍ରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବାପାଇଁ @PRDeptOdisha ଦୃଢ ସଂକଳ୍ପବଦ୍ଧ | #OdishaCares #DrinkingWaterForAll
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ବିଗତ ୨ ମାସରେ ର ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର-୧୯୧୬ରେ ୫୦୭୧ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୫୦୬୩ ଟି ସମସ୍ୟାର ତ୍ୱରିତ ସମାଧାନ କରାଯାଇଛି। ବସୁଧା ହେଲ୍ପ ଲାଇନ ନମ୍ବର ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛି। ଏହି ସେବା ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଉପଲବ୍ଧ।

ବିଗତ ୨ ମାସରେ #BASUDHA ର ସ୍ୱତନ୍ତ୍ର ହେଲ୍ପ ଲାଇନ ନମ୍ବର-୧୯୧୬ରେ ୫୦୭୧ ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୫୦୬୩ ଟି ସମସ୍ୟାର ତ୍ୱରିତ ସମାଧାନ କରାଯାଇଛି। ବସୁଧା ହେଲ୍ପ ଲାଇନ ନମ୍ବର ମଧ୍ୟ ଗ୍ରାମାଞ୍ଚଳରେ ଲୋକଙ୍କୁ ପାନୀୟ ଜଳ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଛି। ଏହି ସେବା ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ ଉପଲବ୍ଧ।
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

ଆପଣଙ୍କ ସେବାରେ।
ଟ୍ୟାପ ହେଉ କିମ୍ବା ନଳକୂପ, ଯଦି ଆପଣ ପାନୀୟ ଜଳ ଯୋଗାଣରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ବିନା ଦ୍ବିଧାରେ ବସୁଧା ହେଲ୍ପ ଲାଇନ ନମ୍ବର- ୧୯୧୬କୁ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ କରି ନିଜ ସମସ୍ୟାର ତ୍ୱରିତ ସମାଧାନ ପାଆନ୍ତୁ।

#BASUDHA #HelpLine ଆପଣଙ୍କ ସେବାରେ। ଟ୍ୟାପ ହେଉ କିମ୍ବା ନଳକୂପ, ଯଦି ଆପଣ ପାନୀୟ ଜଳ ଯୋଗାଣରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ବିନା ଦ୍ବିଧାରେ ବସୁଧା ହେଲ୍ପ ଲାଇନ ନମ୍ବର- ୧୯୧୬କୁ ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ କରି ନିଜ ସମସ୍ୟାର ତ୍ୱରିତ ସମାଧାନ ପାଆନ୍ତୁ। #DrinkingWaterForAll #OdishaCares
account_circle
SE RWS&S Balangir(@RWSS_Balangir) 's Twitter Profile Photo

Agalpur is the first block in our Balangir District to achieve 100% preventive maintenance. A big thanks to BDO Agalpur for actively participating, monitoring, and completing the task in a short duration.Collector & DM, Balangir AGALPUR PANCHAYAT SAMITI Panchayati Raj and Drinking Water Department I & PR Department, Odisha CMO Odisha

account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

From vision to reality!
Mega project to Borigumma, Kotpad & Jeypore in is underway with an aim to ensure to each household. Community meetings along with certification of the villages are under progress.
CMO Odisha Collector and District Magistrate, Koraput

From vision to reality! Mega #PWS project to Borigumma, Kotpad & Jeypore in #Koraput is underway with an aim to ensure #SafeAndCleanDrinkingWater to each household. Community meetings along with #HarGharJal certification of the villages are under progress. @CMO_Odisha @dmkoraput
account_circle
Panchayati Raj and Drinking Water Department(@PRDeptOdisha) 's Twitter Profile Photo

Among others, Chief Engineers, Addl Chief Engineers Berhampur, Balasore and Sambalpur Circle, Superintending Engineers, Executive Engineers, Assistant Executive Engineers of various RWSS division and executive agencies of the mega projects were also present in the review meeting.

ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ। ଷ୍ଟେଟ୍ ସପୋର୍ଟ ଟୁ ମହାତ୍ମା ଗାନ୍ଧୀ ନରେଗା' ରାଜ୍ୟର ଆଉ ୫ଟି ଜିଲ୍ଲାର ୧୦ଟି ବ୍ଲକକୁ ସମ୍ପ୍ରସାରିତ।

CMO Odisha OdishaMGNREGS

ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ। ଷ୍ଟେଟ୍ ସପୋର୍ଟ ଟୁ ମହାତ୍ମା ଗାନ୍ଧୀ ନରେଗା' ରାଜ୍ୟର ଆଉ ୫ଟି ଜିଲ୍ଲାର ୧୦ଟି ବ୍ଲକକୁ ସମ୍ପ୍ରସାରିତ। #MGNREGA #OdishaCares @CMO_Odisha @OdishaMgnregs
account_circle