ଆପଣଙ୍କ ଗାଁ ଲୋକ 🇮🇳🙏 (@bapeena) 's Twitter Profile
ଆପଣଙ୍କ ଗାଁ ଲୋକ 🇮🇳🙏

@bapeena

ସାଧାରଣ ଗାଁଉଲି ଲୋକଟିଏ,
Be Good Do Good

ID: 298628584

calendar_today14-05-2011 17:06:31

26,26K Tweet

2,2K Takipçi

836 Takip Edilen

ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

ପବିତ୍ର ଅନନ୍ତ ବ୍ରତ ଅବସରରେ କଟକ ସ୍ଥିତ ଅନନ୍ତ ବାସୁଦେବ ମନ୍ଦିର ତଥା ଭଟ୍ଟମଠରେ ପ୍ରଭୁଙ୍କ ଦର୍ଶନ 🙏 ଏହି ଦିନ ଜଗମୋହନ ବାହାରେ ଥିବା ଏହି ଜଲକୁଣ୍ଡରେ ପ୍ରଭୁଙ୍କ ଜଳଛବି ଭକ୍ତମାନେ ଦର୍ଶନ କରିଥାନ୍ତି । ସ୍ଥାନ - ଅନନ୍ତ ବାସୁଦେବ ମନ୍ଦିର , ଭଟ୍ଟମଠ , ମହାଐତିହ୍ୟ କ୍ଷେତ୍ର କଟକ ଚିତ୍ର ଉତ୍ତୋଳନ - @kalinga_pua_

ପବିତ୍ର ଅନନ୍ତ ବ୍ରତ ଅବସରରେ କଟକ ସ୍ଥିତ ଅନନ୍ତ ବାସୁଦେବ ମନ୍ଦିର ତଥା ଭଟ୍ଟମଠରେ ପ୍ରଭୁଙ୍କ ଦର୍ଶନ 🙏
ଏହି ଦିନ ଜଗମୋହନ ବାହାରେ ଥିବା ଏହି ଜଲକୁଣ୍ଡରେ ପ୍ରଭୁଙ୍କ ଜଳଛବି ଭକ୍ତମାନେ ଦର୍ଶନ କରିଥାନ୍ତି । 

ସ୍ଥାନ - ଅନନ୍ତ ବାସୁଦେବ ମନ୍ଦିର , ଭଟ୍ଟମଠ , ମହାଐତିହ୍ୟ କ୍ଷେତ୍ର କଟକ

ଚିତ୍ର ଉତ୍ତୋଳନ - @kalinga_pua_
ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

#ଶ୍ରୀକୃଷ୍ଣସ୍ତୋତ୍ର ଭଜେ ବଜୈକ ମଣ୍ଡନଂ ସମସ୍ତ ପାପଖଣ୍ଡନଂ, ସ୍ୱଭକ୍ତ ଚିତ୍ତରଞ୍ଜନଂ ସଦୈବ ନନ୍ଦନନ୍ଦନଂ | ଅର୍ଥ : ବ୍ରଜମଣ୍ଡଳର ଏକମାତ୍ର ଅଳଙ୍କାର ସ୍ୱରୂପୀ, ସମସ୍ତପାପ ଖଣ୍ଡନକାରୀ, ନିଜ ଭକ୍ତର ଚିତ୍ତରଞ୍ଜନକାରୀ, ନନ୍ଦନନ୍ଦନ (ଶ୍ରୀକୃଷ୍ଣ)ଙ୍କୁ ସର୍ବଦା ଭଜନା କରୁଛି🙏 #ଜୟଜଗନ୍ନାଥ 🚩🙏

#ଶ୍ରୀକୃଷ୍ଣସ୍ତୋତ୍ର

ଭଜେ ବଜୈକ ମଣ୍ଡନଂ ସମସ୍ତ ପାପଖଣ୍ଡନଂ,
ସ୍ୱଭକ୍ତ ଚିତ୍ତରଞ୍ଜନଂ ସଦୈବ ନନ୍ଦନନ୍ଦନଂ  |

ଅର୍ଥ : ବ୍ରଜମଣ୍ଡଳର ଏକମାତ୍ର ଅଳଙ୍କାର ସ୍ୱରୂପୀ, ସମସ୍ତପାପ ଖଣ୍ଡନକାରୀ, ନିଜ ଭକ୍ତର ଚିତ୍ତରଞ୍ଜନକାରୀ, ନନ୍ଦନନ୍ଦନ (ଶ୍ରୀକୃଷ୍ଣ)ଙ୍କୁ ସର୍ବଦା ଭଜନା କରୁଛି🙏
#ଜୟଜଗନ୍ନାଥ 🚩🙏
ଓଡିଶାର କଳା ଓ ସଂସ୍କୃତି (@odiasanskruti) 's Twitter Profile Photo

ଅସଂଖ୍ୟ ନାମ ଯେ ତୋହର ମୁଁ କି ବର୍ଣ୍ଣିବି ନର ଛାର 🙏 ଆଜି ପବିତ୍ର ଅନନ୍ତ ବ୍ରତ ଶୁଭ ମଙ୍ଗଳବାର ରେ ମା କଟକ ଚଣ୍ଡୀ ଙ୍କ ସନ୍ଧ୍ୟା ଦର୍ଶନ 🙏🏻🚩🕉️

ଅସଂଖ୍ୟ ନାମ ଯେ ତୋହର 
ମୁଁ କି ବର୍ଣ୍ଣିବି ନର ଛାର 🙏
 
ଆଜି ପବିତ୍ର ଅନନ୍ତ ବ୍ରତ ଶୁଭ ମଙ୍ଗଳବାର ରେ ମା କଟକ ଚଣ୍ଡୀ ଙ୍କ ସନ୍ଧ୍ୟା ଦର୍ଶନ 🙏🏻🚩🕉️
ଆପଣଙ୍କ ଗାଁ ଲୋକ 🇮🇳🙏 (@bapeena) 's Twitter Profile Photo

ଜଣେ ମୁଖ୍ୟମନ୍ତ୍ରୀ ଥିଲେ ମାଗଣା ବାଣ୍ଟିବାଣ୍ଟି ଓଡ଼ିଆ ଜାତିଟାକୁ ମାଗଣା ଖିଆ, କୋଢିଆ କରିଦେଲେ । ଯେହେତୁ ବହୁତ ବର୍ଷ ମାଗଣା ଖାଇବା ଅଭ୍ୟାସ ରହିଯାଇଛି ନ ମିଳିଲେ କିଛି ଲୋକ ରଡି ଚିତ୍କାର କରୁଚନ୍ତି । ସରକାର ଯେଉଁ ଦଳର ହେଉ ମାଗଣା ବ୍ୟବସ୍ଥା ବନ୍ଦ ହେଉ

🦋šrαdhα🦋 (@princess_sradha) 's Twitter Profile Photo

ମହାପୂଜା କୁ ମାତ୍ର ୭ଦିନ ର ଅପେକ୍ଷା 🙏🏻🌺 ଜୟ ମା 🙏🏻🌺 #ଦୁର୍ଗାପୂଜା

ମହାପୂଜା କୁ ମାତ୍ର ୭ଦିନ ର ଅପେକ୍ଷା 🙏🏻🌺
ଜୟ ମା 🙏🏻🌺
#ଦୁର୍ଗାପୂଜା
ଅନିନ୍ଦିତା ନନ୍ଦ (@aninditananda1) 's Twitter Profile Photo

"ନିଗମକଳ୍ପତରୋର୍ଗଳିତଂ ଫଳଂ । ଶୁକମୁଖାଦମୃତଦ୍ରବସଂଯୁତମ୍ । ପିବତ ଭାଗବତଂ ରସମାଳୟଂ । ମୁହୁରହୋ ରସିକା ଭୁବି ଭାବୁକାଃ ।। ।।ଓଁ ନମୋଃ ଭଗବତେ ବାସୁଦେବାୟ।।

"ନିଗମକଳ୍ପତରୋର୍ଗଳିତଂ ଫଳଂ । ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ । ମୁହୁରହୋ ରସିକା ଭୁବି ଭାବୁକାଃ ।।
।।ଓଁ ନମୋଃ ଭଗବତେ ବାସୁଦେବାୟ।।
ଅବୁଝା ପୁଅ (@abujhapua) 's Twitter Profile Photo

Girls/Women who are from BBSR, Please save this number of 'HER Team' in your phone - 6372500400. Contact them immediately if you are in some problem. The HER team is a initiative by the COMMISSIONERATE POLICE for the safety and security of women/girls in Bhubaneswar. (1/2)

Girls/Women who are from BBSR,
Please save this number of 'HER Team' in your phone - 6372500400.

Contact them immediately if you are in some problem. 

The HER team is a initiative by the <a href="/cpbbsrctc/">COMMISSIONERATE POLICE</a> for the safety and security of women/girls in Bhubaneswar. (1/2)
ଓଡ଼ିଆ ଜଗତ (@odiajagat) 's Twitter Profile Photo

ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଆଜିର ଦିବ୍ଯ ଦର୍ଶନ 😍🥰🙏

ଶ୍ରୀ ସିଦ୍ଧ ମହାବୀର ହନୁମାନ ଙ୍କ ଆଜିର ଦିବ୍ଯ ଦର୍ଶନ 😍🥰🙏
ଓଡ଼ିଆ ଜଗତ (@odiajagat) 's Twitter Profile Photo

ଶ୍ରୀ ହନୁମାନ ଚାଳିଶା ଭାଗ - ୨୧ ପ୍ରଭୁ ମୁଦ୍ରିକା ମେଲି ମୁଖ ମାହିଁ l ଜଳଧି ଲଂଘିଗୟେ ଅଚରଜ ନାହିଁ ll ଭାବାର୍ଥ :- ହେ ମହାବୀର ହନୁମାନ ଆପଣ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ମୁଦ୍ରିକାକୁ ମୁଖରେ ରଖି ସମୁଦ୍ର ପାରି ହେଲ। ଆପଣଙ୍କ ପକ୍ଷେ ସମୁଦ୍ରକୁ ଅତିକ୍ରମ କରିବା କୌଣସି ଅସାଧ୍ୟ କାର୍ଯ୍ୟ ନୁହଁ l

ଶ୍ରୀ ହନୁମାନ ଚାଳିଶା  ଭାଗ - ୨୧

ପ୍ରଭୁ ମୁଦ୍ରିକା ମେଲି ମୁଖ ମାହିଁ l
ଜଳଧି ଲଂଘିଗୟେ ଅଚରଜ ନାହିଁ ll

ଭାବାର୍ଥ :- ହେ ମହାବୀର ହନୁମାନ ଆପଣ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ମୁଦ୍ରିକାକୁ ମୁଖରେ ରଖି ସମୁଦ୍ର ପାରି ହେଲ। ଆପଣଙ୍କ ପକ୍ଷେ ସମୁଦ୍ରକୁ ଅତିକ୍ରମ କରିବା କୌଣସି ଅସାଧ୍ୟ କାର୍ଯ୍ୟ ନୁହଁ l